Browsing Category

ନ୍ୟୁଜ୍

ରଥଯାତ୍ରା ସମୟରେ ଆଉ ଏକ ଅଘଟଣ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରୁ ଉଡିଗଲା ବାନା

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ପୁରୀ ରଥଯାତ୍ରା ସମୟରେ ଦେଖିବାକୁ ମିଳିଛି ଆଉ ଏକ ଅଘଟଣ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରୁ ଉଡିଗଲା ବାନା । ରଥରେ ଲାଗିଥିବା ବାନା ଆଜି ହଠାତ ଉଡି ଯାଇଥିବା ଦେଖିବାକୁ ମିଲିଥିଲା । ଏଭଳି ଅଭାବନୀୟ ଦୃଶ୍ୟ ଦେଖି ଭକ୍ତଙ୍କ ଭିତରେ ପ୍ରବଳ ଅସନ୍ତୋଷ…
Read More...

ବ୍ୟାରିକେଡ ଭାଙ୍ଗି ରଥ ନିକଟକୁ ଧସେଇ ପଶିଲେ ଭକ୍ତ : ଦଳାଚକଟାରେ ୧୦ରୁ ଅଧିକ ଗୁରୁତର

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଆଜି ପବିତ୍ର ରଥଯାତ୍ରା । ତେବେ ପୁରୀରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବେଳେ ଦେଖାଦେଇଛି ଅଘଟଣ । ଭିଡ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି ପୋଲିସ । ମହାପ୍ରଭୁଙ୍କ ଦର୍ଶନ ଲାଗି ଲକ୍ଷାଧିକ ଭକ୍ତଙ୍କ ଭିଡ ହୋଇଥିବାବେଳେ ଶ୍ରୀଜିଉଙ୍କୁ ଟିକେ ପାଖରୁ ଦେଖିବାକୁ, ରଥକୁ…
Read More...

ରଥାରୂଢ ହେଲେ ବଡଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ରଥାରୂଢ ହେଲେ ବଡଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା । ତାଳଧ୍ୱଜ ରଥରେ ବିରାଜମାନ ହେଲେ ବଡଠାକୁର ବଳଭଦ୍ର । ସେପଟେ ଦେବଦଳନରେ ରଥରେ ବିରାଜମାନ ହୋଇଛନ୍ତି ଦେବୀ ସୁଭଦ୍ରା ।
Read More...

ପହଁଣ୍ଡି ବିଜେ କରୁଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ

ପୁରୀ ବ୍ୟୁରୋ ,କନକ ନ୍ୟୁଜ୍ : ଶ୍ରୀକ୍ଷେତ୍ରରେ ଚାଲିଛି ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ ଆରମ୍ଭ । ନନ୍ଦିଘୋଷରେ ବିଜେ କରିବେ ମହାପ୍ରଭୁ ଶ୍ରୀଜଗନ୍ନାଥ ।
Read More...

ଗୋରାସାହେବଙ୍କ କାଳିଆ ପ୍ରୀତି

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଗୋରା ସାହେବଙ୍କ କାଳିଆ ପ୍ରୀତି । ଆଜି ବଡଦାଣ୍ଡରେ ଲାଗିଛି ବିବିଧବର୍ଣ୍ଣରସେବା । ତେବେ ଭିଡ ଭିତରେ ଜଣେ ବିଦେଶୀ ଭକ୍ତ ଲାଗି ପଡିଛନ୍ତି ମହାପ୍ରଭୁଙ୍କ ସେବାରେ । ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଭକ୍ତଙ୍କୁ ମାଗଣାରେ ବାଂଟୁଛନ୍ତି ବିଭିନ୍ନ ପ୍ରକାର…
Read More...

ରଥଯାତ୍ରା ଦେଖିବା ପାଇଁ ମୁଖ୍ୟମନ୍ତ୍ରୀ ସିଂହଦ୍ୱାରରେ ପହଂଚିଲେ

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀରେ ପହଂଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଡା ସୁରକ୍ଷା ମଧ୍ୟରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟକୁ ନିଆଯାଇଛି । ଏଠାରେ ରଥଯାତ୍ରା ଅବସରରେ ପ୍ରକାଶିତ ସ୍ୱତନ୍ତ୍ର ପୁସ୍ତିକା ଉନ୍ମୋଚନ କରିବା ସହ…
Read More...

ପୁରୀ ଷ୍ଟେସନ ହେଲା ୱାଇଫାଇ : ଯାତ୍ରୀ ପାଇବେ ନିଃଶୁଳ୍କ ଇଂଟରନେଟ ସେବା

ପୁରୀ ବ୍ୟୁରୋ ,କନକ ନ୍ୟୁଜ୍ : ଭୁବନେଶ୍ୱର ପରେ ପୁରୀ ରେଳ ଷ୍ଟେସନ ହେଲା ୱାଇଫାଇ । ଫଳରେ ନିଃଶୁଳ୍କ ହାଇସ୍ପିଡ ଇଂଟରନେଟ ସେବା ପାଇପାରିବେ ଯାତ୍ରୀ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମରେ ଦେଶର ୧୦୦ଟି ରେଳ ଷ୍ଟେସନକୁ ୱାଇଫାଇ ସଂଯୋଗ ପାଇଁ ପ୍ରସ୍ତାବ ରହିଥିଲା । ଗତ…
Read More...