Browsing Category

ନ୍ୟୁଜ୍

୧୦ ଦିନ ହେଲାଣି ଆନ୍ଦୋଳନରେ ଶିକ୍ଷକ,ଶିକ୍ଷୟିତ୍ରୀ : କବିତା ମାଧ୍ୟମରେ ସରକାରଙ୍କୁ କଟାକ୍ଷ କଲେ ଶିକ୍ଷୟିତ୍ରୀ

କନକ ବ୍ୟୁରୋ : ଶିକ୍ଷକଙ୍କ ଆନ୍ଦୋଳନ ଭିତରେ ଭାଇରାଲ ହେଉଛି ଜଣେ ଶିକ୍ଷୟିତ୍ରୀଙ୍କ ଭିଡିଓ । କବିତା ମାଧ୍ୟମରେ ସରକାରଙ୍କୁ କଟାକ୍ଷ କରିଛନ୍ତି ଶିକ୍ଷୟିତ୍ରୀ ନୀଳିମା ସାହୁ । କବିତା ମାଧ୍ୟମରେ ସ୍କୁଲର ଅସୁବିଧା କହିବା ସହ ତୁରନ୍ତ ଦାବି ପୁରଣ କରିବାକୁ ଅନୁରୋଧ କରିଛନ୍ତି ଶିକ୍ଷୟିତ୍ରୀ ।…
Read More...

‘ତୁମକୁ ଯମରାଜଙ୍କ ପାଖକୁ ପଠାଇବାକୁ ମୋତେ କେହି ରୋକିବେନି’: ମହିଳାଙ୍କୁ ଅସଦାଚରଣ କରୁଥିବା ଅମାନିଆଙ୍କୁ ଯୋଗୀଙ୍କ…

କନକ ବ୍ୟୁରୋ: ‘ମୁଁ ଆଗରୁ ବି କହିଛି ମୋ ରାଜ୍ୟରେ ସବୁବେଳେ ଝିଅ ଓ ମହିଳାଙ୍କୁ ସୁରକ୍ଷା ଦିଆଯିବ । ଯଦି ଶାସନ କାଳରେ କୌଣସି ମହିଳାଙ୍କୁ ହଇରାଣ କରିବାକୁ କେହି ଚେଷ୍ଟା କଲା, ତାହେଲେ ଜାଣିନେବ ଆଗରେ ଯମରାଜ ଜଗିଛନ୍ତିି । ଅଭିଯୁକ୍ତଙ୍କୁ ଯମରାଜଙ୍କ ପାଖକୁ ପଠାଇବାକୁ ମୋତେ କେହି…
Read More...

ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ : ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା; ଲୋକସଭାରେ ବିବୃତି ରଖିବେ…

କନକ ବ୍ୟୁରୋ : ଆରମ୍ଭ ହେଲା ସଂସଦର ସ୍ୱତନ୍ତ୍ର ଅଧିବେଶନ । ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଛି । କିଛି ସମୟରେ ଲୋକସଭାରେ ପ୍ରଧାନମନ୍ତ୍ରୀ ବିବୃତି ରଖିବେ । ୨୨ ତାରିଖ ଯାଏଁ ଚାଲିବାକୁ ଥିବା ଏହି ସ୍ୱତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ ପାସ କରିବା ଉପରେ…
Read More...

ବିଷାକ୍ତ ଖାଦ୍ୟ ନେଲା ଜୀବନ : ଗୋଟିଏ ପରିବାରର ମା’ ଓ ଦୁଇ ପୁଅଙ୍କ ମୃତ୍ୟୁ; ବାପା ଗୁରୁତର ଅବସ୍ଥାରେ ମେଡିକାଲରେ…

କନକ ବ୍ୟୁରୋ : ଦିଗପହଣ୍ଡିରେ ବିଷାକ୍ତ ଖାଦ୍ୟ ନେଲା ଜୀବନ । ଗୋଟିଏ ପରିବାରର ମା’ ଓ ଦୁଇ ପୁଅଙ୍କ ମୃତ୍ୟୁ । ବାପା ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ । ଶେରଗଡ଼ ଥାନା ଶ୍ରୀରାମ ନଗରରେ ଅଘଟଣ ଘଟିଛି । ଘଟଣାସ୍ଥଳରେ ଶେରଗଡ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Read More...

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ମାନିବେନି ଅଙ୍ଗନବାଡି ସଂଘ : ସ୍କୁଲରେ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ନେବାକୁ ମନା କଲା ସଂଘ

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ମାନିବେନି ଅଙ୍ଗନବାଡି ସଂଘ । ଶିକ୍ଷକ ଆନ୍ଦୋଳନ ଚାଲିଥିବାରୁ ଅଙ୍ଗନବାଡି କର୍ମୀଙ୍କୁ ସ୍କୁଲର ମଧ୍ୟାହ୍ନ ଭୋଜନ ଦାୟିତ୍ୱ ଦେବାକୁ କେତେକ ଡିଇଓ ଯୋଜନା କରିଛନ୍ତି । ହେଲେ ଏହା ବିରୋଧରେ ସ୍ୱର ଉଠିଲାଣି । ବିଦ୍ୟାଳୟରେ ଅଙ୍ଗନବାଡି କର୍ମୀ ରୋଷେଇ…
Read More...

ଦିନ ୧୧ଟାରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ : ଲୋକସଭାରେ ବିବୃତି ରଖିବେ ପ୍ରଧାନମନ୍ତ୍ରୀ; ମହିଳା ସଂରକ୍ଷଣ ବିଲ ଆଗତ ପାଇଁ…

କନକ ବ୍ୟୁରୋ : ଦିନ ୧୧ଟାରୁ ଆରମ୍ଭ ହେବ ସଂସଦର ସ୍ୱତନ୍ତ୍ର ଅଧିବେଶନ । ଲୋକସଭାରେ ବିବୃତି ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦିନ ୧୧ଟାରେ ପ୍ରଧାନମନ୍ତ୍ରୀ ସଂସଦକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ୨୨ ତାରିଖ ଯାଏଁ ଚାଲିବାକୁ ଥିବା ଏହି ସ୍ୱତନ୍ତ୍ର ଅଧିବେଶନରେ ମହିଳା…
Read More...

ଯୁଦ୍ଧ ମୈଦାନ ପରେ ଏବେ ଦୁନିଆର ସବୁଠୁ ବଡ ଅଦାଲତରେ ଋଷ-ୟୁକ୍ରେନ୍ ମୁହାଁମୁହିଁ । ଆଜିଠୁ ଶୁଣାଣୀ ।

କନକ ବ୍ୟୁରୋ: ଏବେଯାଏଁ ଯୁଦ୍ଧକ୍ଷେତ୍ରରେ ଲଢୁଥିବା ଋଷ ଓ ୟୁକ୍ରେନ ଏବେ ଦୁନିଆର ସବୁଠୁ ବଡ ଅଦାଲତରେ ସାମ୍ନା ସାମ୍ନି ହେବେ । ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍  ବା (ଆଇସିଜେ)ରେ ଋଷ ଓ ୟୁକ୍ରେନ ଯୁଦ୍ଧକୁ ନେଇ ମୁହାଁମୁହିଁ  ହୋଇଛନ୍ତି । ଆଜିଠାରୁ ଏହାର ଶୁଣାଣୀ ହେବାର ସୂଚନା ରହିଛି ।…
Read More...

ଓଲଟିଲା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ : ରାସ୍ତା ଖରାପ ପାଇଁ ଶିଖରପୁର ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା;…

କନକ ବ୍ୟୁରୋ : ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ ସିଲିଣ୍ଡର ଭର୍ତ୍ତି ଟ୍ରକ । କଟକ ଶିଖରପୁର ଅଞ୍ଚଳରେ ଘଟିଛି ଏହି ଅଘଟଣ । ଟ୍ରକ ଓଲଟି ପଡିବା ପରେ ରାସ୍ତା ଉପରେ ଗ୍ୟାସ ସିଲିଣ୍ଡର ବିଛାଡି ହୋଇପଡିଥିଲା । ଫଳରେ କିଛି ସମୟରେ ପାଇଁ ଯାତାୟତ ପ୍ରଭାବିତ ହୋଇଥିଲା । ଖବର ପାଇ ଅଗ୍ନିଶନବାହିନୀ…
Read More...

ମେରାଇନ୍ ଡ୍ରାଇଭରେ ଭୟଙ୍କର ଦୁର୍ଘଟଣା : କାରକୁ ମୋ ବସ୍ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ; ୪ ଗୁରୁତରଙ୍କ ମଧ୍ୟରୁ ୨ କଟକ…

କନକ ବ୍ୟୁରୋ : ପୁରୀ-କୋଣାର୍କ ମେରାଇନ ଡ୍ରାଇଭରେ ଭୟଙ୍କର ସଡ଼କ ଦୁର୍ଘଟଣା । କାରକୁ ଧକ୍କା ଦେଲା ମୋ ବସ୍ । ଦୁର୍ଘଟଣାରେ କାର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଏହା ସହ ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ କାରକୁ…
Read More...

୧୯୪୯ ସେପ୍ଟେମ୍ବର ୧୮- ୨୦୨୩ ସେପ୍ଟେମ୍ବର ୧୮ ତାରିଖ… ଦୀର୍ଘ ୭୪ ବର୍ଷ ପରେ ପୁଣି ହେବ ଦେଶର ନାମକୁ ନେଇ…

କନକ ବ୍ୟୁରୋ: ଆମ ଦେଶର ନାଁ ଇଣ୍ଡିଆ ନା ଭାରତ ରହିବ ଆଜିର ସ୍ୱତନ୍ତ୍ର ଅଧିବେଶରେ ଏହା ଉପରେ ତର୍କ ହେବାର ସୂଚନା ରହିଛି । ଏହି ପ୍ରସଙ୍ଗକୁ ନେଇ ଇତିହାସ ବି ରହିଛି । ଦୀର୍ଘ ୭୪ ବର୍ଷ ପୂର୍ବରୁ ଏପରି କିଛି ସଂସଦରେ ଘଟିଥିଲା ଯାହାର ଆଜି ପୁନରାବୃତ୍ତି ହୋଇପାରେ । ହେଲେ ଏହାର ପରିଣାମ କ’ଣ…
Read More...