Browsing Category

ନ୍ୟୁଜ୍

ନହରକଣ୍ଟା ଅଞ୍ଚଳରେ ମାଙ୍କଡ଼ ଆତଙ୍କ : ୨୦ରୁ ଅଧିକ ଲୋକ ପାଗଳ ହନୁ ଆକ୍ରମଣରେ ଆହତ

କନକ ବ୍ୟୁରୋ : ଭୁବନେଶ୍ୱରରେ ଆତଙ୍କ ଖେଳାଇଛି ମାଙ୍କଡ଼ । ନହରକଣ୍ଟା ଅଞ୍ଚଳରେ ଉତ୍ପାତ କରୁଥିବା ହନୁମାଙ୍କଡ଼କୁ ଧରିବା ପାଇଁ ଗତକାଲି ରାତିରୁ ଚାଲିଛି ଉଦ୍ଧାର କାର୍ଯ୍ୟ । ଗତ କିଛି ଦିନ ଧରି ସ୍ଥାନୀୟ ଅଞ୍ଚଳରେ ୨୦ରୁ ଅଧିକ ଲୋକ ଆକ୍ରମଣର ଶିକାର ହୋଇଛନ୍ତି । ମାଙ୍କଡ଼ ଭୟରେ ଘରୁ ବାହାରିବାକୁ…
Read More...

ବଙ୍ଗୋପସାଗରରେ ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ : ୩ ଜିଲ୍ଲାକୁ ଅରେଞ୍ଜ ଓ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଏହାର ପ୍ରଭାବରେ ରାଜ୍ୟରେ ବିସ୍ତୃତ ବର୍ଷା ଜାରି ରହିବ । ଲଘୁଚାପ ପ୍ରଭାବରେ ଦ କ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାରସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ…
Read More...

‘ଉଦୟନିଧୀଙ୍କ ମୁଣ୍ଡ କାଟିଆଣିଲେ ୧୦ କୋଟି ଦେବି’.. ସନ୍ଥଙ୍କ ଘୋଷଣା ପରେ କ’ଣ କହିଲେ ଷ୍ଟାଲିନ୍?

କନକ ବ୍ୟୁରୋ: ସନାତନ ଧର୍ମକୁ ଉଦୟନିଧୀ ଷ୍ଟାଲିନ୍ ଡେଙ୍ଗୁ, ମାଲେରିଆ ସହ ତୁଳନା କରିବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସନ୍ଥ । ଉତ୍ତ୍ୟକ୍ତ ହୋଇଛନ୍ତି ଅଯୋଧ୍ୟା ସ୍ଥିତ ଛାନବି ମନ୍ଦିରର ମୁଖ୍ୟ ପୂଜାରୀ ପରମହଂସ ଆଚାର୍ଯ୍ୟ । ‘ଉଦୟନିଧୀଙ୍କ ମୁଣ୍ଡ କାଟିଆଣିଲେ ୧୦ କୋଟି ଦେବେବୋଲି ଘୋଷଣା…
Read More...

ବାରକୋଟରେ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ : ୨୫୭ଟି ଏସଏଚଜି ଗ୍ରୁପକୁ ୮କୋଟି ୩୬ଲକ୍ଷ ଟଙ୍କାର ଋଣ ପ୍ରଦାନ

କନକ ବ୍ୟୁରୋ : ମିଶନ ଶକ୍ତି ବିଭାଗ ପକ୍ଷରୁ ଦେବଗଡ ବାରକୋଟ ବ୍ଲକ ଠାରେ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଋଣ ମେଳାରେ ମୁଖ୍ୟ ଅତିଥି ଭାବେ ମିଶନ ଶକ୍ତି ଓ ମହିଳା ଶିଶୁ ବିଭାଗ ମନ୍ତ୍ରୀ ବାସନ୍ତୀ ହେମରମ…
Read More...

କରୋନା କାଳରେ କମିଲା ସାଧାରଣ ଲୋକଙ୍କ ଆୟ : ମାଲାମାଲ ହେଲେ ଜାତୀୟ ରାଜନୈତିକ ଦଳ; ବର୍ଷକରେ ବଢ଼ିଲା ୧୫୩୧ କୋଟି ଟଙ୍କା

କନକ ବ୍ୟୁରୋ : ଆର୍ଥିକ ବର୍ଷ ୨୦୨୦-୨୦୨୧ ଏବଂ ୨୦୨୧-୨୨ରେ କରୋନା ଯୋଗୁଁ ସାଧାରଣ ଲୋକଙ୍କ ଆୟ କମିଥିଲା ବେଳେ ରାଜନୈତିକ ଦଳଙ୍କ ଆୟ ବଢିଛି । ଏଡିଆର ରିପୋର୍ଟ ପକ୍ଷରୁ ଜାରି ହୋଇଥିବା ରିପୋର୍ଟରୁ ଏପରି ତଥ୍ୟ ସାମ୍ନାକୁ ଆସିଛି । ଦେଶର ୮ଟି ରାଜନୈତିକ ଦଳଙ୍କ ସମ୍ପତ୍ତି ବର୍ଷକରେ ୧୫୩୧ କୋଟି…
Read More...

ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ଉତ୍ତରକୋରିଆଠାରୁ ଯୁଦ୍ଧାସ୍ତ୍ର କିଣିବ ଋଷ । ପୁତିନଙ୍କୁ ଭେଟିବାକୁ ମସ୍କୋ ଯିବେ କିମ…

କନକ ବ୍ୟୁରୋ : ଉତ୍ତରକୋରିଆ ରାଷ୍ଟ୍ରପତି କିମ ଜୋଙ୍ଗ ଉନ୍ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଭେଟିବାକୁ ମସ୍କୋ ଯାଇପାରନ୍ତି । ଦୁଇ ରାଷ୍ଟ୍ର ମୁଖ୍ୟଙ୍କ ମଧ୍ୟରେ ଯୁଦ୍ଧାସ୍ତ୍ର କିଣାକୁ ନେଇ ବଡ ଡିଲ୍ ହୋଇପାରେ ବୋଲି ଆମେରିକା ଅଧିକାରୀ ସୂଚନା ଦେଇଛନ୍ତି । ଆମେରିକା ଅଧିକାରୀ…
Read More...

ଆଜି ଲଘୁଚାପ : ୩ ଜିଲ୍ଲାରେ ପ୍ରବଳ ବର୍ଷିବ; ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଗତକାଲିର ଘୂଣ୍ଣିବଳୟ ସକ୍ରିୟ ରହିଛି । ରାଜ୍ୟର ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଯାଇଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ…
Read More...

ନ୍ୟାୟ ପାଇଁ ଥାନାକୁ ଯାଇଥିବା ମହିଳାଙ୍କୁ ଗଣଦୁଷ୍କର୍ମ କଲେ ପୁଲିସକର୍ମୀଙ୍କ ସମ୍ପର୍କୀୟ । ପରେ ଦଲାଲକୁ ବିକିଦେଲେ

କନକ ବ୍ୟୁରୋ: ସବୁବେଳେ ମାରପିଟ କରୁଥିବା ସ୍ୱାମୀ ବିରୋଧରେ ଅଭିଯୋଗ ନେଇ ଥାନାକୁ ନ୍ୟାୟ ପାଇଁ ଯାଇଥିଲେ ମହିଳା । ହେଲେ ସେଠି ତାଙ୍କ ସହ ଯାହା ହେଲା ତାହା ଜାଣିଲେ ଲୋମ ଟାଙ୍କୁରୀ ଉଠିବ । ଏଭଳି ଘଟଣା ଘଟିଛି ହରିୟାଣା ପଲବଲ ଅଞ୍ଚଳରେ । ସୂଚନା ମୁତାବକ, ଜୁଲାଇ ୨୩ ତାରିଖରେ ପୀଡିତା ମହିଳା…
Read More...

ମୋ ବସ ଓ କାର ମଧ୍ୟରେ ଦୁର୍ଘଟଣା : ଥାନାରେ ପହଞ୍ଚିଲା ମାମଲା; ଗାଡି ଚାଳକଙ୍କୁ ପୋଲିସର ପଚରାଉଚରା

କନକ ବ୍ୟୁରୋ : ଭୁବନେଶ୍ୱରରେ ବସ ଦୁର୍ଘଟଣା । ଥାନାରେ ପହଞ୍ଚିଲା ମାମଲା । ଭୁବନେଶ୍ୱର ଖାରବେଳ ନଗର ଥାନା ସାମ୍ନାରେ ମୋ ବସ ଓ ଗୋଟିଏ କାର ମଧ୍ୟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ବେଳେ ଗାଡି ଧକ୍କାରେ ଚାରି ଚକିଆ ଗାଡିର ବମ୍ଫର ଭାଙ୍ଗି ଯାଇଛି । ଦୁର୍ଘଟଣା ପରେ…
Read More...

ସୂର୍ଯ୍ୟ ଅଭିମୁଖେ ଆଉ ପାଦେ ଆଗେଇଲା ସୂର୍ଯ୍ୟଯାନ : ଦ୍ୱିତୀୟ ଥର କକ୍ଷପଥ ପରିବର୍ତ୍ତନ କଲା ‘ଆଦିତ୍ୟ ଏଲ୍-୧’

କନକ ବ୍ୟୁରୋ : ଭାରତର ପ୍ରଥମ ସୂର୍ଯ୍ୟଯାନ ଆଜି ଦ୍ୱିତୀୟ ଥର ପାଇଁ କକ୍ଷ ପରିବର୍ତନ କରିଛି । ବିଳମ୍ବିତ ରାତି ୨ଟା ୪୫ ମିନିଟରେ ଦ୍ୱିତୀୟ ଥର କକ୍ଷପଥ ପରିବର୍ତ୍ତନ କରିଛି ଆଦିତ୍ୟ-ଏଲ୍-୧ । ଟୁଇଟ୍ କରି ଇସ୍ରୋ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଥିସହ ଇସ୍ରୋ କହିଛି, ଆଦିତ୍ୟ ଯାନ ଠିକ୍ ଭାବେ…
Read More...