Browsing Category

ନ୍ୟୁଜ୍

ଏସିଆ କପ: ୨୩୦ ରନରେ ନେପାଳ ଅଲଆଉଟ, ଭାରତ ଆଗରେ ୨୩୧ ଟାର୍ଗେଟ

କନକ ବ୍ୟୁରୋ: ଆଜିର ଏସିଆ କପ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ନେପାଳ । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନେପାଳ ମାତ୍ର ୨୩୦ ରନରେ ଅଲ ଆଉଟ ହୋଇଯାଇଛି । ଏହି ମ୍ୟାଚରେ ଭାରତୀୟ ବୋଲରମାନେ ଦମଦାର ପ୍ରଦର୍ଶନ କରିଛନ୍ତି । ମହମ୍ମଦ ସିରାଜ ଓ ରବିନ୍ଦ୍ର ଜାଡେଜା ୩ଟି ଲେଖାଏଁ ୱିକେଟ…
Read More...

କରୋନା କାଳରେ ମାଲାମାଲ ରାଜନୈତିକ ଦଳ । ଏଡିଆର୍ ରିପୋର୍ଟ ଅନୁସାରେ, ୨୦୨୧-୨୨ରେ ୮ ଦଳର ସମ୍ପତିର ମୂଲ୍ୟ ବଢି ହୋଇଛି…

କନକ ବ୍ୟୁରୋ: କରୋନା କାଳରେ ମାଲାମାଲ ରାଜନୈତିକ ଦଳ । ଏହି ଅବଧି ଭିତରେ ଦେଶର ୮ ପ୍ରମୁଖ ରାଜନୈତିକ ଦଳର ସମ୍ପତି ବହୁମାତ୍ରାରେ ବୃଦ୍ଧି ପାଇଛି । ୨୦୨୧-୨୨ରେ ଏସବୁ ଦଳର ସମ୍ପତି ୮ହଜାର ୮୨୯ କୋଟି ଟଙ୍କାରେ ପହଞ୍ଚିଛି । ଅର୍ଥାତ୍ ୨୦୨୦-୨୧ ବର୍ଷ ତୁଳନାରେ ଦଳଗୁଡ଼ିକର ସମ୍ପତି ୨୧ ପ୍ରତିଶତ…
Read More...

ନିଆଁ ଲଗାଇଲା ସନାତନ ଧର୍ମକୁ ନେଇ ଉଦୟନିଧି ଷ୍ଟାଲିନଙ୍କ ବିବାଦୀୟ ବୟାନ: ଦେଶବ୍ୟାପୀ ବିରୋଧ ଓ ପ୍ରତିବାଦ

କନକ ବ୍ୟୁରୋ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ୍ଙ୍କ ପୁଅ ଉଦୟନିଧି ଷ୍ଟାଲିନ୍ଙ୍କ ସନାତନ ଧର୍ମକୁ ନେଇ ବିବାଦୀୟ ବୟାନ ପରେ ସାରା ଦେଶରେ ଏହାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି । ଉଦୟନିଧିଙ୍କ ବୟାନ କେବଳ ଜଣଙ୍କର ନୁହେଁ ବରଂ ଡିଏମ୍କେ ଏବଂ ଇଣ୍ଡିଆ ମେଂଟର ଆଭିମୁଖ୍ୟ ବୋଲି ଗ୍ରହଣ…
Read More...

ଉଦୟନିଧି ଷ୍ଟାଲିନଙ୍କ ସନାତନ ଧର୍ମ ବିରୋଧୀ ବୟାନକୁ ନେଇ ସରଗରମ ରାଜନୀତି । କଂଗ୍ରେସ ଓ ଡିଏମକେ ଉପରେ ବର୍ଷିଲା ବିଜେପି…

କନକ ବ୍ୟୁରୋ: ମୁମ୍ବାଇରେ ବିରୋଧୀ ମହାମେଣ୍ଟର ବୈଠକର କିଛି ଘଣ୍ଟା ପରେ ‘ଇଣ୍ଡିଆ’ର ମେଣ୍ଟର ସହଯୋଗୀ ଏମକେ ଷ୍ଟାଲିନଙ୍କ ପୁଅ ଏଭଳି ଏକ ପ୍ରସଙ୍ଗ ଛିଡ଼ା କରିଦେଇଛନ୍ତି, ଯାହାକୁ ନେଇ ବଡ଼ ବିବାଦ ଦେଖା ଦେଇଛି । ସେ କହିଛନ୍ତି, କିଛି ଜିନିଷକୁ କେବଳ ବିରୋଧ କଲେ ହେବ ନାହିଁ ବରଂ ଏହାକୁ ମୂଳପୋଛ…
Read More...

କାହିଁକି ହେବନି ଛାତ୍ର ସଂସଦ ନିର୍ବାଚନ? ଘଂଟ ବାଡ଼େଇ ଛାତ୍ର କଂଗ୍ରେସର ପ୍ରତିବାଦ

କନକ ବ୍ୟୁରୋ: ୨୦୧୮ ମସିହାରୁ ରାଜ୍ୟରେ ବନ୍ଦ ରହିଛି ଛାତ୍ର ସଂସଦ ନିର୍ବାଚନ । ଲିଙ୍ଗଡୋ କମିଶନ ଆଳରେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ସ୍ୱରକୁ ଚାପି ଦେଉଥିବା ଅଭିଯୋଗ କରି ପ୍ରତିବାଦ କରିଛି ଛାତ୍ର କଂଗ୍ରେସ । ଘଂଟ ବାଡେଇ ନିଆରା ଢଙ୍ଗରେ ପ୍ରତିବାଦ କରିଛି ରାଜ୍ୟ କଂଗ୍ରେସର ଛାତ୍ର ସଂଗଠନ ।…
Read More...

ସରକାରଙ୍କ ବିରୋଧରେ ବିଜେପି ଦେବ ଚାର୍ଜସିଟ୍: ୧୦୮ ପ୍ରସଙ୍ଗରେ ପ୍ରସ୍ତୁତ କଲା ଅଭିଯୋଗ ଫର୍ଦ୍ଦ

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି । ସରକାରଙ୍କ ବିରୋଧରେ ଚାର୍ଜସିଟ୍ ଦେବ ବିଜେପି । ୧୦୮ଟି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିରୋଧରେ ଚାର୍ଜସିଟ୍ ପ୍ରସ୍ତୁତ କରିଛି ଦଳ । ସରକାରଙ୍କ ବିଫଳତା ଓ ସଚିବଙ୍କ ସଭା ଭଳି ପ୍ରସଙ୍ଗକୁ ଚାର୍ଜସିଟ୍ ସ୍ଥାନ ଦିଆଯାଇଛି । ଆଉ ଏହି…
Read More...

ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ: ଜିଲ୍ଲା ପର୍ଯ୍ୟବେକ୍ଷକ ଓ ବରିଷ୍ଠ ନେତା ଉପସ୍ଥିତ

କନକ ବ୍ୟୁରୋ: ନବୀନ ନିବାସରେ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି । ଜିଲ୍ଲା ପର୍ଯ୍ୟବେକ୍ଷକ ଓ ବରିଷ୍ଠ ନେତା ଏହି ବୈଠକରେ ସାମିଲ ହୋଇଛନ୍ତି । ବରିଷ୍ଠ ନେତାଙ୍କ ଭିତରେ ସାମିଲ ହୋଇଛନ୍ତି ପ୍ରଶାନ୍ତ…
Read More...

୧୫ ବର୍ଷର ଗୌରୀ ଗୋଡରେ ପଡିଛି ଲୁହାର ବେଡି: କାମକୁ ଯିବା ବେଳେ ଝିଅକୁ ଶିକୁଳି ବାନ୍ଧିବାକୁ ବାଧ୍ୟ ହେଉଛନ୍ତି…

କନକ ବ୍ୟୁରୋ: ଛୋଟ ଥିଲା ଭଲରେ ଥିଲା । ବଡ଼ ହୋଇ ବନ୍ଦ ଘରେ ପଡ଼ିରହିଲା । ଏଭଳି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି ଜଗନ୍ନାପ୍ରସାଦ ବ୍ଳକ କରଡ଼ାବାଣି ଗାଁରେ । ୩ ବର୍ଷ ହେବ ଝିଅକୁ ତାଲା ପକାଇ ଘରେ ବାନ୍ଧି ରଖୁôଛନ୍ତି ବାପା ଓ ମାଆ । ଲୁହା ଶିକୁଳିରେ ବନ୍ଧା ଗୌରୀର ଜୀବନ । ଇଛି । ୧୫…
Read More...

ବର୍ଷ ବର୍ଷ ଧରି ଗ୍ରାମବାସୀଙ୍କୁ ମିଳୁନି ଜମି ପଟ୍ଟା: ପାଠ ପଢି ବି ସରକାରୀ ଚାକିରି ପାଇଁ ଆବେଦନ କରିପାରୁନାହାନ୍ତି…

କନକ ବ୍ୟୁରୋ: ପଟ୍ଟା ପାଇଁ ବାହାଘରରେ ଉପୁଜୁଛି ସାମସ୍ୟା । କେବଳ ବିବାହ ନୁହେଁ, ଗାଁରୁ ଶତାଧିକ ଯୁବକ ପାଠ ପଢି ସରକାରୀ ଚାକିରି ପାଇଁ ଆବେଦନ କରିପାରୁନାହାନ୍ତି । ତେଣୁ ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି । ବାସ୍ତବରେ ଆପଣ ଗ୍ରାଉଣ୍ଡଜିରୋକୁ ନଗଲେ ସହଜରେ ଏକଥାକୁ ବିଶ୍ୱାସ କରିପାରିବେନି ।…
Read More...

ବଣ୍ଡାଘାଟିରେ ନର୍ସରୀ ନାଁରେ ମହାଘୋଟାଲା: ପାହାଡି ଗାଁରେ ନର୍ସରୀ ଓ ସୌନ୍ଦର୍ଯ୍ୟକରଣ ନକରି ଲକ୍ଷାଧିକ ଟଙ୍କା ଲୁଟ୍…

କନକ ବ୍ୟୁରୋ: ମାଲକାନଗିରି ବଣ୍ଡା ପାହାଡରେ ନର୍ସରୀ ନାଁରେ ମହାଘୋଟାଲା । ନର୍ସରୀ ଓ ସୌନ୍ଦର୍ଯ୍ୟକରଣ ନାଁରେ ଲକ୍ଷାଧିକ ଟଙ୍କା ଚଳୁ କରିଦେଲେ ଅଧିକାରୀ । ବଣ୍ଡାଘାଟିରେ ବିଡିଏ ନାମକ ସଂସ୍ଥା ଦ୍ୱାରା ବିକାଶ ଓ ଓପିଲିପି ସଂସ୍ଥା କାର୍ଯ୍ୟ କରୁଛି । ଘାଟି ଅଂଚଳରେ ବିକାଶ ଓ ଉନ୍ନୟନ ନାମରେ…
Read More...