Browsing Category

ନ୍ୟୁଜ୍

ଜେଲ୍ ଗଲେ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ । ସାମ୍ବାଦିକାଙ୍କୁ ମାଡ ମାରିବା ଘଟଣାରେ ଗିରଫ ପରେ ଜେଲରେ ଫିଲ୍ମ ପ୍ରଯୋଜକ ।

କନକ ବ୍ୟୁରୋ: ଜେଲ୍ ଗଲେ ଓଡିଆ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ । ସାମ୍ବାଦିକାଙ୍କୁ ମାଡ ମାରିବା ଘଟଣାରେ ଗିରଫ ହେବା ପରେ ଏବେ ଜେଲ୍ ଯାଇଛନ୍ତି ଟୁଟୁ ନାୟକ । ତେବେ ଟୁଟୁ ନାୟକଙ୍କ ଜାମିନ୍ ଆବେଦନ ନେଇ ଶୁଣାଣି ହୋଇଛି ଏବଂ ଆସନ୍ତା ୬ ତାରିଖରେ ପୁନଃ ଶୁଣାଣି ପାଇଁ ଦିନ ମଧ୍ୟ ଧାର୍ଯ୍ୟ ହେଇଛି ।…
Read More...

ସାଧାରଣ ନିର୍ବାଚନ ଆଗରୁ ଉଷ୍ମ ହେଉଛି ରାଜନୀତି । ଖଲ୍ଲିକୋଟ ରାଣୀଙ୍କ ପାଇଁ ମଇଦାନକୁ ଓହ୍ଲାଇଲେ ଏନଏସି ଅଧ୍ୟକ୍ଷ

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାର ଏହି ବିଧାନସଭା କ୍ଷେତ୍ରରୁ ବିଜେଡିରୁ ପ୍ରାର୍ଥୀ ହେବା ପାଇଁ ଅନେକ ଆଶାୟି ରହିଛନ୍ତି । କିନ୍ତୁ ଏବେ ଖଲ୍ଲିକୋଟ ବିଜ୍ଞାପିତ ଅଂଚଳ ପରିଷଦର ଅଧକ୍ଷ ଇଂ ନିରଞ୍ଜନ ବେହେରାଙ୍କୁ ନେଇ ଚର୍ଚା ଯୋର ଧରିଛି । କାରଣ ଏବେ ସେ ବିଜ୍ଞାପିତ ଅଂଚଳ ପରିଷଦ ଛାଡି ପଂଚାୟତ…
Read More...

ରାସ୍ତା ଛାଡ଼ି ଦୋକାନ ଘରକୁ ମାଡିଗଲା ଗାଡି ।  ବଡ଼ ଅଘଟଣରୁ ବର୍ତିଗଲେ ଦୋକାନୀ

କନକ ବ୍ୟୁରୋ : ରାସ୍ତା ଛାଡ଼ି ଦୋକାନ ଘର ଭିତରକୁ ପଶିଗଲା ସରକାରୀ ବସ୍ । ବଡ଼ ଅଘଟଣରୁ ବର୍ତିଗଲେ ଦୋକାନୀ । ଜୟପୁର ରଣ୍ଡାପାଲି ଗାଁରେ ଏଭଳି ଅଘଟଣ ଘଟିଛି । ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଦୋକାନ ଘର ଭିତରକୁ ପଶିଯାଇଥିଲା ବସ୍ । କେହି କିଛି ବୁଝିବା ଆଗରୁ ସବୁ ଭାଙ୍ଗି ନଷ୍ଟ…
Read More...

କାର୍ତ୍ତିକ ମାସ ପରେ ରତ୍ନଭଣ୍ଡାରର ହେବ ଲେଜର ସ୍କାନିଂ । ନଭେମ୍ବର ୨୮ ରେ ସ୍କାନିଂ ନେଇ ନିଷ୍ପତ୍ତି

କନକ ବ୍ୟୁରୋ : ପୁରୀ ରତ୍ନଭଣ୍ଡାର ଖୋଲିବାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଏବେ ରତ୍ନଭଣ୍ଡାରର ହେବ ଲେଜର ସ୍କାନିଂ । ନଭେମ୍ବର ୨୮ ତାରିଖରେ ଲେଜର ସ୍କାନିଂ ହେବା ନେଇ ନିଷ୍ପତ୍ତି ନିଆଯାଇଛି । କାର୍ତ୍ତିକ ମାସରେ ଭକ୍ତଙ୍କ ଭିଡ ଲାଗିରହୁଥିବାରୁ ଏହି ଲେଜର ସ୍କାନିଂ କାମ କାର୍ତ୍ତିକ ମାସ…
Read More...

ନଭେମ୍ବର ୨୧ରୁ ବିଧାନସଭା ଶୀତ ଅଧିବେଶନ । ଡିସେମ୍ବର ୩୦ ଯାଏଁ ଚାଲିବ ଶୀତ ଅଧିବେଶନ । ବିଧାନସଭା ପକ୍ଷରୁ ପ୍ରକାଶ…

କନକ ବ୍ୟୁରୋ: ନଭେମ୍ବର ୨୧ ତାରିଖରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ନଭେମ୍ବର ୨୧ ତାରିଖରୁ ଶୀତ ଅଧିବେଶନ ଆରମ୍ଭ ହେଇ ଡିସେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ । ଏନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ସୂଚନା ଦିଆଯାଇଛି । ନଭେମ୍ବର ୨୧ରୁ ବିଧାନସଭା ଶୀତ ଅଧିବେଶନ…
Read More...

ହମାସ ନେତା ଇସମାଇଲ ହନିୟେର ଘର ଉଡେଇଦେଲା ଇସ୍ରାଏଲ

ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧ ହେବାର ପ୍ରାୟ ଏକ ମାସ ବିତିଗଲାଣି ।  ଉଭୟ ପକ୍ଷରୁ ଭୟଙ୍କର ଆକ୍ରମଣ ଜାରି ରହିଛି । ଇସ୍ରାଏଲ ହମାସକୁ ଶେଷ କରିଦେବାକୁ  ଶପଥ ନେଇଛି । ହମାସ ମଧ୍ୟ ପଛକୁ ହଟିବାକୁ ନାରାଜ ।  ଯୁଦ୍ଧରେ ଏପର୍ଯ୍ୟନ୍ତ ହଜାର ହଜାର ନିରୀହ ଲୋକଙ୍କ ଜୀବନ ଗଲାଣି । ଏହି ସମୟ…
Read More...

ଟେଣ୍ଡର ହେଲା, ନିର୍ମାଣ ସରିଲା । କାମରେ ନଲାଗି ଖତ ଖାଇଲା, ଗୋପାଳପୁର ବେଳଭୂମୀର ଗୋଲକ ଧନ୍ଦା

କନକ ବ୍ୟୁରୋ : ବ୍ରହ୍ମପୁର ସହର ଠାରୁ ମାତ୍ର ୨୦ କିଲୋମିଟର ଦୁରରେ ରହିଛି ଗୋପାଳପୁର ବେଳାଭୂମି । ରାଜ୍ୟ ତଥା ରାଜ୍ୟ ବାହାରୁ ଏପରିକି ଦେଶ ବିଦେଶରୁ ମଧ୍ୟ ପ୍ରତିଦିନ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । ପର୍ଯ୍ୟଟକଙ୍କ ଆଗମନକୁ ନଜରରେ ରଖି ଗୋପାଳପୁର ବେଳାଭୂମୀ ପାଖରେ ନିର୍ମିତ…
Read More...

ସ୍ୱାମୀଙ୍କ ଅନ୍ତେ ସଂସାର ରଥକୁ ଟାଣି ନେଉଛନ୍ତି ସ୍ତ୍ରୀ । ପିଲାଙ୍କୁ ପାଠପଢାଇ ମଣିଷ କରିବା ପାଇଁ ଗାଁ ଗାଁ ବୁଲି ଚୁଡି…

କନକ ବ୍ୟୁରୋ : ଯାଜପୁର ଜିଲ୍ଲା ବିଂଝାରପୁର ବିତନା ଗାଁର ରଂଜିତା ସାହୁ । ଅନେକ ବର୍ଷ ହେଲାଣି ସ୍ୱାମୀ ଆରପାରିରେ । ହାତରେ ଶଙ୍ଖା ନାହିଁ, ମଥାରୁ ସିନ୍ଦୁର ଲିଭି ଯାଇଛି । ସ୍କୁଲ ଆଗରେ ବାଦାମ ମଟର ଆଉ ନଳି ବିକ୍ରି କରି ଦୁଇ ପିଲାଙ୍କୁ ପଢାଉଛନ୍ତି, ବଢାଉଛନ୍ତି । ହେଲେ ନାରୀଟିଏର ମନ…
Read More...

ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା । ଆଉ ୫ବର୍ଷ ଗରିବ ଲୋକଙ୍କୁ ମିଳିବ ମାଗଣା ରାସନ, ୮୦ କୋଟି ଲୋକ ହେବେ ଉପକୃତ

କନକ ବ୍ୟୁରୋ : ୫ରାଜ୍ୟରେ ଚାଲିଛି ନିର୍ବାଚନୀ ପ୍ରଚାର । ନେତାମାନେ ଭୋଟରଙ୍କୁ ପ୍ରତିଶ୍ରୁତିରେ ପୋତି ପକାଉଛନ୍ତି । କିଏ ମହିଳାଙ୍କୁ ଭତ୍ତା ତ କିଏ ଚାକିରି ବାଣ୍ଟୁଛି ଭାଷଣରେ । ଏହି କ୍ରମରେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଛତିଶଗଡ ନିର୍ବାଚନୀ ପ୍ରଚାର ସଭାରେ ଏକ ବଡ ଘୋଷଣା କରିଛନ୍ତି ।…
Read More...

ଝାରସୁଗୁଡାରେ ପ୍ରଥା ଫିଲ୍ମର ପୋଷ୍ଟର ଚିରା ଘଟଣା । ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ଏତଲା ଦେଲେ ପ୍ରଯୋଜିକା

କନକ ବ୍ୟୁରୋ: ଓଲିଉଡ୍ ବିବାଦ ଭିତରେ ଏବେ ମନୋଜ ମିଶ୍ରଙ୍କ ପାଇଁ ପୁଣି ଅଡୁଆ ବଢିଛି । ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ଥାନାରେ ହେଇଛି ମାମଲା । ଝାରସୁଗୁଡାରେ ପ୍ରଥା ଫିଲ୍ମର ପୋଷ୍ଟର ଚିରିବା ଏବଂ ଏହାକୁ ହଲରୁ ଉଠାଇ ଦିଆଯାଇଛି ବୋଲି ପ୍ରେସମିଟ୍ କରି କ୍ଷୋଭ ପ୍ରକାଶ କରିଛନ୍ତି ଫିଲ୍ମର…
Read More...