Browsing Category

ନ୍ୟୁଜ୍

ଅଙ୍ଗନୱାଡିରେ ହେଲ୍ପର ନିଯୁକ୍ତିକୁ ନେଇ ଉତ୍ତେଜନା । ଅନ୍ୟ ଗାଁ ଲୋକଙ୍କ ନିଯୁକ୍ତିକୁ ବିରୋଧ ।

କନକ ବ୍ୟୁରୋ: ଅଙ୍ଗନୱାଡିରେ ନିଜ ଗାଁ ବଦଳରେ ଅନ୍ୟ ଗାଁରୁ ହେଲ୍ପର ନିଯୁକ୍ତିକୁ ନେଇ ଉତେଜନା । ବିରୋଧ କଲେ ଗ୍ରାମବାସୀ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ମହ୍ୱିରୋଡ଼ ପଂଚାୟତ ବୁରୁଗିଭୂଇଁ ଅଙ୍ଗନବାଡ଼ି କେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗ୍ରାମବାସୀ ଦାବି କରିଛନ୍ତି ଯେ…
Read More...

ଶହଶହ ଲୋକଙ୍କ ଜୀବନ ନେଇଥିବା କରମଣ୍ଡଳ ବଗି ଓ ଇଞ୍ଜିନ ନିଲାମ ହେଲା । କୋଟି କୋଟି ଟଙ୍କାରେ କିଣିଲା ଏହି କମ୍ପାନୀ

କନକ ବ୍ୟୁରୋ: କୋର୍ଟ ଆଦେଶ ଆସିବା ପରେ ବାଲେଶ୍ୱର ବାହାନଗାରେ ହୋଇଥିବା ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର ବଗି ଓ ଇଞ୍ଜିନ ନିଲାମ ହୋଇଛି । ଜୁନ୍ ୨ ତାରିଖରେ ବାଲେଶ୍ୱର ବାହାନଗା ଷ୍ଟେସନ ନିକଟରେ ଭୀଷଣ ଦୁର୍ଘଟଣାଗ୍ରସ୍ତ ହେବା ପରେ କରମଣ୍ଡଳ ଏକ୍ସପ୍ରେସର ଇଞ୍ଜିନ୍ ଓ ବଗି ସହ…
Read More...

ଅଭିନେତାଙ୍କ କଳିରେ ପଶିଲେ ନେତା । ମନୋଜ ମିଶ୍ରଙ୍କ ସମର୍ଥନରେ ବାହାରିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର 

କନକ ବ୍ୟୁରୋ : ଅଭିନେତାଙ୍କ କଳିରେ ପଶିଲେ ନେତା । ଅଭିନେତା ମନୋଜ ମିଶ୍ରଙ୍କ ସପକ୍ଷରେ ବାହାରିଲେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର । ଆଗଲପୁରଠାରେ ଆୟୋଜିତ ଛେଲିଆପାଟ ମହୋତ୍ସବରେ ଯୋଗଦେଇ ମନୋଜ ମିଶ୍ରଙ୍କୁ କରାଯାଇଥିବା ୨ ବର୍ଷର ବାସନ୍ଦକୁ ସେ ନିନ୍ଦା କରିଛନ୍ତି । ଯଦି ବାସନ୍ଦ ନଉଠିବ,…
Read More...

ଡିସେମ୍ବର ୧୫ ସୁଦ୍ଧା ସରିବ ପୁରୀ ପରିକ୍ରମା ପ୍ରକଳ୍ପ କାମ । ଫାଇଭ-ଟି ଅଧ୍ୟକ୍ଷ ହେବା ପରେ ପୁରୀ ଯାଇ ସମୀକ୍ଷା କଲେ…

କନକ ବ୍ୟୁରୋ : ଡିସେମ୍ବର ୧୫ ସୁଦ୍ଧା ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ । ଫାଇଭ୍-ଟି ଅଧ୍ୟକ୍ଷ ହେବା ପରେ ପୁରୀ ଯାଇ ପ୍ରଥମ ଥର ପ୍ରକଳ୍ପ କାମର ସମୀକ୍ଷା କରିଛନ୍ତି ଭି.କେ ପାଣ୍ଡିଆନ୍ । ଭୋର ୪ଟାରେ ପୁରୀରେ ପହଞ୍ଚିଥିଲେ ପାଣ୍ଡିଆନ୍ । ସକାଳ ୬ଟା ପର୍ଯ୍ୟନ୍ତ ସମୀକ୍ଷା କରିଥିଲେ ।…
Read More...

ଆକାଶ ମାର୍ଗରୁ ବର୍ଷାଇଲେ ଲକ୍ଷ ଲକ୍ଷ ଟଙ୍କା । ଅଭିନେତାଙ୍କ ଏଭଳି କାମରେ ସମସ୍ତେ ଚକିତ ।

କନକ ବ୍ୟୁରୋ: ଚେକୋସ୍ଲୋଭାକିଆର ଟିଭି କଳାକାର କାମିଲ ବାର୍ତୋସେକ ଏଭଳି କାମ କରିଛନ୍ତି ଯାହା ସାରା ବିଶତବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି । ଆକାଶ ମାର୍ଗରୁ ହେଲିକପ୍ଟରରୁ ବର୍ଷା କରିଛିନ୍ତି ଲକ୍ଷ ଲକ୍ଷ ଟଙ୍କା । ଆକାଶମାର୍ଗରେ ଥାଇ ଏକ ହେଲିକପ୍ଟରରୁ ତଳେ ଅପେକ୍ଷାରତ ସମର୍ଥକମାନଙ୍କ ଉପରକୁ ୧୦…
Read More...

ବିଶ୍ୱକପରେ ପାକିସ୍ତାନର ଆଉଏକ ପରାଜୟ । ଦକ୍ଷିଣ ଆଫ୍ରିକାଠାରୁ ଏକ ୱିକେଟରେ ହାରିଲା ବାବରଙ୍କ ଟିମ୍

କନକ ବ୍ୟୁରୋ : ଆଇସିସି ବିଶ୍ୱକପରେ ପାକିସ୍ତାନର ଆଉଏକ ପରାଜୟ । ଏକ ରୋମାଞ୍ଚକ ମୁକାବିଲାରେ ପାକିସ୍ତାନକୁ ଏକ ୱିକେଟରେ ପରାସ୍ତ କରିଛି ସାଉଥ ଆଫ୍ରିକା । ପରାଜୟ ସହ ପାକିସ୍ତାନର ସେମିଫାଇନାଲ୍ ଆଶା କ୍ଷୀଣ ହୋଇଛି । ଚେନ୍ନାଇରେ ଖେଳାଯାଇଥିବା ହାଇଭୋଲଟେଜ୍ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି…
Read More...

ଗାଜାରେ ପୁଣି ଇସ୍ରାଏଲର ଏୟାର ଷ୍ଟ୍ରାଇକ୍, ୧୦୦ରୁ ଅଧିକ ମୃତ ।

କନକ ବ୍ୟୁରୋ: ଦିନକୁ ଦିନ ଭୟାବହ ହେଉଛି ଇସ୍ରାଏଲ ଓ ହମାସ୍ ଯୁଦ୍ଧ । ପାଖାପାଖି ୨ ସପ୍ତାହ ଧରି ଯୁଦ୍ଧ ଚାଲିଥିବାବେଳେ ଆଜି ପୁଣିଥରେ ପଶ୍ଚିମ ଗାଜା ଉପରେ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ । ଫଳରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏହାସହ ଗାଜାରେ ମୋବାଇଲ ସେବା ଠପ୍ ହୋଇଯାଇଥିବା ଜଣାପଡିଛି…
Read More...

ରାଜ୍ୟ ପାଇଁ ଗର୍ବ ଆଣିଲେ ଆଉ ଜଣେ ଓଡ଼ିଆ । ଜମ୍ମୁ-କଶ୍ମୀର ପୁଲିସ ଡିଜି ହେଲେ ରଶ୍ମିରଞ୍ଜନ ସ୍ୱାଇଁ

କନକ ବ୍ୟୁରୋ : ଓଡ଼ିଆ ପୁଅ ରଶ୍ମିରଞ୍ଜନ ସ୍ୱାଇଁ ହେଲେ ଜମ୍ମୁ-କଶ୍ମୀର ପୁଲିସ ଡିଜି । କେନ୍ଦ୍ର ଗୃହ ମନ୍ତ୍ରାଳୟ ଶୁକ୍ରବାର ଆଦେଶନାମା ଜାରି କରି ଏହି ସୂଚନା ଦେଇଛନ୍ତି । ୧୯୯୧ କ୍ୟାଡରର ଆଇପିଏସ୍ ଅଧିକାରୀ ରଶ୍ମିରଞ୍ଜନ ନଭେମ୍ବର ୧ ତାରିଖରୁ ଜମ୍ମୁ-କଶ୍ମୀର ପୁଲିସ ଡିଜି ଭାବ କାର୍ଯ୍ୟ କରିବେ…
Read More...

କାଲିଠାରୁ ପବିତ୍ର କାର୍ତିକ ମାସ । ହବିଷ୍ୟାଳିଙ୍କ ପାଇଁ ଶ୍ରୀକ୍ଷେତ୍ରରେ ବ୍ୟାପକ ବ୍ୟବସ୍ଥା

କନକ ବ୍ୟୁରୋ : କାଲିଠାରୁ ପବିତ୍ର କାର୍ତିକ ମାସ ଆରମ୍ଭ ହେବ । ହବିଷ୍ୟାଳିମାନେ କାର୍ତିକ ବ୍ରତ ପାଳନ ଆରମ୍ଭ କରିବେ । ଏଥିପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ହବିଷ୍ୟାଳିଙ୍କ ରହଣୀ, ଖାଦ୍ୟପେୟ ଆଦିର ପୂର୍ବପ୍ରସ୍ତୁତି ଚାଲିଛି । ତେବେ ଯେତିକି ସଂଖ୍ୟାରେ…
Read More...

ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ଆଜି ଶେଷକୃତ୍ୟ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଅନ୍ତିମ ସଂସ୍କାର

କନକ ବ୍ୟୁରୋ : ପଞ୍ଚଭୂତରେ ଲୀନ ହେବେ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ । ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ୱରୂପଙ୍କର ହେବ ଶେଷକୃତ୍ୟ । ଏନେଇ ସ୍ୱରାଷ୍ଟ୍ର ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଛନ୍ତି…
Read More...