Browsing Category

ନ୍ୟୁଜ୍

୨ ଦିନର ଅଚଳାବସ୍ଥା ପରେ ସ୍ୱାଭାବିକ ହେଲା ଗୃହକାର୍ଯ୍ୟ । ସୁରୁଖୁରରେ ଚାଲିଛି ପ୍ରଶ୍ନକାଳ ।

କନକ ବ୍ୟୁରୋ : ୨ ଦିନର ଅଚଳାବସ୍ଥା ପରେ ସ୍ୱାଭାବିକ ହୋଇଛି ଗୃହକାର୍ଯ୍ୟ । ସୁରୁଖୁରରେ ଚାଲିଛି ପ୍ରଶ୍ନକାଳ । ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପରେ ୨ ଦିନ ହେବ ଆଦିବାସୀଙ୍କ ଜମି ସଂକ୍ରାନ୍ତରେ ନିଆଯାଇଥିବା କ୍ୟାବିନେଟ ନିଷ୍ପତ୍ତିକୁ ନେଇ ଗୃହକୁ ଚଲାଇ ଦେଇନଥିଲେ ବିରୋଧୀ । ଉଭୟ…
Read More...

୮ ଭାରତୀୟ ନୌସେନା ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡ ମାମଲା । ରାୟ ବିରୋଧରେ ଭାରତର ଆବେଦନକୁ ଗ୍ରହଣ କଲା କତାର କୋର୍ଟ ।…

କନକ ବ୍ୟୁରୋ: ୮ ଭାରତୀୟଙ୍କୁ ଦିଆଯାଇଥିବା ମୃତ୍ୟଦଣ୍ଡାଦେଶ ଉପରେ ଭାରତର ଆବେଦନକୁ ଗ୍ରହଣ କଲା କତାର । କତାରର ଅଦାଲତ ଭାରତର ଆବେଦନକୁ ଗ୍ରହଣ କରିଛନ୍ତି । ଏବେ ଆବେଦନର ଶୁଣାଣି ନିମନ୍ତେ ନୂଆ ତାରିଖ ଘୋଷଣା କରାଯିବ । କତାରସ୍ଥିତ ‘କୋର୍ଟ ଅଫ୍ ଫାଷ୍ଟ୍ ଇନଷ୍ଟାନ୍ସ’ ଦ୍ୱାରା ବର୍ଷେ ଜେଲ୍ରେ…
Read More...

ଶ୍ରମିକଙ୍କ ପାଖରେ ପହଞ୍ଚିବାକୁ ଆଉ କିଛି ମିଟର ବାକି । ଆଜି ଉଦ୍ଧାର ପାଇଁ ସବୁ ପ୍ରସ୍ତୁତି ଶେଷ ।

କନକ ବ୍ୟୁରୋ: ଶ୍ରମିକଙ୍କ ପାଖରେ ପହଞ୍ଚିବାକୁ ଆଉ ମାତ୍ର କିଛି ମିଟର ବାକି । ଆଜି ଉଦ୍ଧାର ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଖୁବ୍ ଶୀଘ୍ର ଆରମ୍ଭ ହେବ ଡ୍ରିଲିଂ କାମ । ଦିନ ୧୧ଟାରୁ ୧୧ଟା ୩୦ ଭିତରେ ଡ୍ରିଲିଂ କାମ ଆରମ୍ଭ ହେବ ବୋଲି କୁହାଯାଉଛି । ଆଜି ସଂଧ୍ୟା ସୁଦ୍ଧା ସମସ୍ତ…
Read More...

ମନ୍ଦିରରୁ ଲୁଟିନେଲେ ମା’ଙ୍କ ସବୁ ଅଳଙ୍କାର । ବାଲେଶ୍ୱର ସିମୁଳିଆ ଅଞ୍ଚଳର ଘଟଣା ।

କନକ ବ୍ୟୁରୋ: ମନ୍ଦିରରୁ ଚୋରି । ନେଇଗଲେ ମା’ଙ୍କ ରୂପା ମୁକୁଟ ସହ ୩୦ରୁ ଅଧିକ ସୁନା ଚିତା । ବାଲେଶ୍ୱର ଜିଲ୍ଲା ସିମୁଳିଆ କୁପୁରା ଅଂଚଳରେ ଥିବା ଦୁଇଟି ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଗତକାଲି ବିଳମ୍ବିତ ରାତିରେ କୁପୁରାଣୁଣି ମନ୍ଦିର ତାଲା ଭାଙ୍ଗି ମାଆଙ୍କ ରୂପା ମୁକୁଟ ଏବଂ…
Read More...

ମଦ ପିଇ ରାସ୍ତାରେ ଗଡିଲେ ଶିକ୍ଷକ । କର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହେଲେ ଗ୍ରାମବାସୀ ।

କନକ ବ୍ୟୁରୋ: ମଦ ପିଇ ରାସ୍ତାରେ ଗଡିଲେ ସାର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଂଚାୟତ ହାତୀଖୁଲିଆ ଗ୍ରାମରେ । ଉକ୍ତ ଗ୍ରାମର ହାତୀଖୁଲିଆ ୟୁଜିୟୁପି ସ୍କୁଲ ଚାରି ଜଣ ଶିକ୍ଷକ ପ୍ରତିଦିନ ମଦ୍ୟପାନ କରି ଶିକ୍ଷାଦାନ କରୁଥିବାର ଭିଡିଓ ଭାଇରାଲ ହୋଇଥିଲା ।…
Read More...

ନଭେମ୍ବର ୨୭ରୁ ଡିସେମ୍ବର ୫ ଯାଏଁ ଭୁବନେଶ୍ୱର ବାଲିଯାତ୍ରା । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଶେଷ ।

କନକ ବ୍ୟୁରୋ: ନଭେମ୍ବର ୨୭ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଚାଲିବ ଭୁବନେଶ୍ୱର ବାଲିଯାତ୍ରା । ଐତିହାସିକ ପଟିଆବନ୍ଧ କଡ଼ କୁଆଖାଇ ନଦୀପଠାରେ ହେବାକୁ ଥିବା ଏହି ବାଲିଯାତ୍ରା ପାଇଁ ଗୁରୁବାର ଭୁବନେଶ୍ୱର ସର୍କିଟ ହାଉସରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିଲା ପ୍ରସ୍ତୁତି ବୈଠକ ।…
Read More...

ଆୟବର୍ହିଭୂତ ସଂପତ୍ତିି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଡେଣ୍ଟଙ୍କ ଘରେ ଭିଜିଲାନ୍ସ ରେଡ୍…

କନକ ବ୍ୟୁରୋ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ । ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଡେଂଟ ଗଙ୍ଗା ପାଇକରାୟଙ୍କ ଘରେ ଚାଲିଛି ଭିଜିଲାନ୍ସ ରେଡ । ସଂପୃକ୍ତ ଅଧିକାରୀଙ୍କ ନବରଙ୍ଗପୁର ସ୍ଥିତ ଭଡା ଘର ବାସଭବନ ସମେତ ସରକାରୀ କାର୍ଯ୍ୟାଳୟ ଓ ଜୟପୁର ସ୍ଥିତ…
Read More...

ଶ୍ରମିକଙ୍କୁ ଉଦ୍ଧାର ପାଇଁ ସମ୍ବଲପୁରରୁ ଗଲା ଅଗର ମେସିନ୍ । ଗ୍ରୀନ୍ କରିଡର କରି ମାଲବାହୀ ଟ୍ରେନ୍ ଓ ଟ୍ରଲରରେ ପଠାଗଲା…

କନକ ବ୍ୟୁରୋ: ଉତ୍ତରକାଶୀ ଟନେଲରେ ଫସିଥିବା ୪୧ ଜଣଙ୍କ ଉଦ୍ଧାର କାମରେ ସହାୟକ ହୋଇଥିବା ଅଗର ମେସିନ୍ ସମ୍ବଲପୁରରୁ ଯାଇଛି । ଏହି ଅତ୍ୟାଧୁନିକ ମେସିନ୍କୁ ଗ୍ରୀନ୍ କରିଡର ଦ୍ୱାରା ଉତରକାଶୀ ପଠାଯାଇଛି । ଏକ ମାଲବାହୀ ଟ୍ରେନ୍ ଓ ୬ଟି ଟ୍ରେଲରରେ ମେସିନ୍କୁ ଖଣ୍ଡଖଣ୍ଡ କରି ପଠାଯାଇଛି ।…
Read More...

ତିନି ଦିନ ହେଲା ସୁରୁଖୁରରେ ଚାଲିପାରୁନି ଗୃହ । ଆଜି କାର୍ଯ୍ୟକାଳ ସ୍ୱାଭାବିକ ହେବା ନେଇ ଆଶା । ହେଲେ କ୍ୟାବିନେଟ୍…

କନକ ବ୍ୟୁରୋ: ଆଦିବାସୀ ଜମି ହସ୍ତାନ୍ତର ପ୍ରସଙ୍ଗକୁ ନେଇ ତିନିଦିନ ହେଲା ଚାଲିପାରୁନି ଗୃହ । ବିରୋଧୀଙ୍କ ଗୋଟିଏ ଜିଦ୍ ଯେ, ଆଦିବାସୀ ଜମି ହସ୍ତାନ୍ତର ବିଲ୍ ସ୍ଥଗିତ ନୁହେଁ ପ୍ରତ୍ୟାହାର କରାଯାଉ । ଏଥିପାଇଁ ବାରମ୍ବାର ଗୃହକୁ ଅଚଳ କରିବାକୁ ପଡ଼ିଛି । ତେବେ ଆଜି ଗୃହ ସ୍ୱାଭାବିକ ହେବ ନା ପୁଣି…
Read More...

ଆସନ୍ତା କାଲି ବଡଓଷା । ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେବ ପ୍ରସିଦ୍ଧ ଗଜଭୋଗ ଓ ତରଣ ।

କନକ ବ୍ୟୁରୋ: ଆଜି ପଞ୍ଚୁକର ଦ୍ୱିତୀୟ ଦିନ । ଆସନ୍ତାକାଲି ଧବଳେଶ୍ୱରଙ୍କ ପୀଠରେ ପାଳନ ହେବ ବଡ଼ ଓଷା । ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ବାବା ଧବଳେଶ୍ୱରଙ୍କ ପାଖରେ ଲାଗି କରାଯିବ ଗଜଭୋଗ ଓ ତରଣ । ବଡ଼ଓଷା ତଥା କାର୍ତ୍ତିକ ବ୍ରତ କରିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଗଜଭୋଗ ଓ ତରଣ…
Read More...