Browsing Category

ନ୍ୟୁଜ୍

ପ୍ଲାଷ୍ଟିକ ସାପ ଦେଖି ଚଳନ୍ତା ଟ୍ରେନରୁ ଡେଇଁଲେ ଯୁବକ : ରାଧାକିଶୋରପୁର ଷ୍ଟେସନରେ ଟ୍ରେନ୍ ଅଟକାଇଲେ ଯାତ୍ରୀ

କନକ ବ୍ୟୁରୋ : ଛୁଆ ଖେଳୁଥିବା ପ୍ଲାଷ୍ଟିକ ସାପ ଦେଖି ଚଳନ୍ତା ଟ୍ରେନରୁ ଡେଇଁ ପଡିଲେ ଯୁବକ । ପୁରୀ -ଅନୁଗୁଳ ଫାଷ୍ଟ ପାସେଞ୍ଜର ଟ୍ରେନରେ ଏହି ଦୁର୍ଘଟଣା ଘଟିଛି । ଟ୍ରେନରେ ପ୍ଲାଷ୍ଟିକ ସାପକୁ ଜୀବନ୍ତ ସାପ ଭାବି ଭୟରେ ଟ୍ରେନରୁ ଡେଇଁ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତ ଯୁବକ ଢେଙ୍କାନାଳ…
Read More...

ସାଂଘାତିକ ରୂପ ନେଉଛି ମଧ୍ୟପ୍ରାଚ୍ୟର ମହାଯୁଦ୍ଧ : ଗାଜାରେ ଇସ୍ରାଏଲ ସେନା; ଲୋକେ ଗାଜା ଛାଡିବା ପରେ କରିବ ଆକ୍ରମଣ

କନକ ବ୍ୟୁରୋ : ଗାଜା ଭିତରେ ଧିରେ ଧିରେ ପ୍ରବେଶ କରୁଛନ୍ତି ଇସ୍ରାଏଲ ସେନା । ଗାଜାରୁ ସାଧାରଣ ଲୋକ ଖାଲି ହେବାକୁ ଅପେକ୍ଷା କରିଛି ଇସ୍ରାଏଲ । ଲୋକ ଖାଲି ହେବା ପରେ ଆକ୍ରମଣ ପାଇଁ ଯୋଜନା କରିଛି ଇସ୍ରାଏଲ । ଏଥିପାଇଁ ଜଳ, ସ୍ଥଳ, ବାୟୁ ତିନି ପଟୁ ଗାଜା ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ…
Read More...

ଭାରତରେ ହୋଇପାରେ ୨୦୩୬ ଅଲିମ୍ପିକ୍ସ : ୨୦୩୬ ସହ ୨୦୨୯ ୟୁଥ ଅଲିମ୍ପିକ୍ସ ଆୟୋଜନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ

କନକ ବ୍ୟୁରୋ : ଭାରତରେ ହୋଇପାରେ ୨୦୩୬ ଅଲିମ୍ପିକ୍ସ । ଅଲିମ୍ପିକ୍ସ ଆୟୋଜନ କରିବାକୁ ଆନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରସ୍ତାବ । ଅଲିମ୍ପିକ୍ସ ଆୟୋଜନ କରିବା ୧୪୦ କୋଟି ଭାରତୀୟଙ୍କ ସ୍ୱପ୍ନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ମୁମ୍ବାଇରେ ଆୟୋଜିତ…
Read More...

ପାକିସ୍ତାନରୁ ପୁଣି ହରାଇଲା ଭାରତ : ପଲ୍ଲୀରୁ ଦିଲ୍ଲୀ ଉତ୍ସବ ପାଳିଲେ ଦେଶବାସୀ; ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,…

କନକ ବ୍ୟୁରୋ : ଅହମ୍ମଦାବାଦ ମ୍ୟାଚରେ ଭାରତର ବଡ ବିଜୟ । ପାକିସ୍ତାନକୁ ୭ ୱିକେଟର ହରାଇଲା ଟିମ୍ ଇଣ୍ଡିଆ । ଆଉ ଭାରତର ଏହି ବିଜୟ ପରେ ସାରା ଦେଶରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଗାଁଠୁ ସହର ସବୁଠି ଦେଖବାକୁ ମିଳିଛି ଭାରତ ବିଜୟ ପରେ ଖୁସିର ଆସର । ଅହମ୍ମଦାବାଦରେ ପ୍ରଥମେ ଭାରତୀୟ…
Read More...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା : ୮ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

କନକ ବ୍ୟୁରୋ : ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା । ୮ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ । ଝିଅକୁ ଘରେ ଛାଡି ମାଆ କାମକୁ ଯାଇଥିବା ବେଳେ ପଡୋସୀ ଘରର ବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏପରିକି ଦୁଷ୍କର୍ମ କରିଥିବା ପିଲା ନାବାଳକ ବୋଲି ସୂଚନା ମଳିଛି । ଗତ ବର୍ଷ ନାବଳିକାଙ୍କ ବାପାଙ୍କ…
Read More...

ପାକିସ୍ତାନ ବିରୋଧରେ ଭାରତର ବିଶାଳ ବିଜୟ ପରେ ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦୀ ମୁମ୍ବାଇ ଠାରେ ୧୪୧ ତମ ଅର୍ନ୍ତରାଷ୍ଟ୍ରୀୟ ଅଲମ୍ପିକ୍ସ ସମିତିର ଉଦଘାଟନ କରିଛନ୍ତି । ଏହି କ୍ରମରେ ସେ ବିଶ୍ୱକପରେ ପାକିସ୍ତାନକୁ ଭାରତ ପରାଜୟ କରିବା ପରେ ପ୍ରଧାନମନ୍ତ୍ରୀ ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କି,…
Read More...

ଟାଟା କନ୍ସଲଟାନ୍ସି ସର୍ଭିସେସରେ ଟିପିଏନ୍ଓଡିଏଲ ଧନ୍ଦାମୂଳକ ତାଲିମ କେନ୍ଦ୍ର-ଏମ୍ପ୍ଲୟାବିଲିଟି ପାଠ୍ୟକ୍ରମର ୧୨…

କନକ ବ୍ୟୁରୋ : ଟାଟା ଗ୍ରୁପ୍ର ଦର୍ଶନ ଏବଂ ସାମାଜିକ ନବସୃଜନ ଅନୁସାରେ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) ଜରିଆରେ ଲାଇସେନ୍ସପ୍ରାପ୍ତ ଅଂଚଳ ଆଖପାଖ ଗୋଷ୍ଠୀ ସମୁଦାୟର ସାମାଜିକ କଲ୍ୟାଣ ପାଇଁ ଟିପିଏନ୍ଓଡିଏଲ୍ ପ୍ରତିବଦ୍ଧ ରହିଛି । ଟିସିଏସ୍ ସହିତ ମିଶି ଟିପିଏନ୍ଓଡିଏଲ୍…
Read More...

ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୀତ । ନବରାତ୍ର ଆରମ୍ଭ ପୂର୍ବରୁ ରିଲିଜ ହେଲା ନୂଆ ଗରବା ଗୀତ ଗରଭୋ

କନକ ବ୍ୟୁରୋ : ନବରାତ୍ର ମୌକାରେ ରିଲିଜ ହେଲା ନୂଆ ଗରବା ଗୀତ । ସୋସିଆଲ ମିଡିଆ ସ୍ପେଶ-ଏକ୍ସରେ ଗାୟିକା ଧ୍ୱନୀ ଭାନୁଶାଳୀ ଏକ ପୋଷ୍ଟ କରି ଗୀତ ବାବଦରେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୀତକୁ ସଂଗୀତରେ ସଜାଇଛନ୍ତି ତନିସ୍କ ବାଗଚୀ । ଜଣାଶୁଣା ତଥା ଲୋକପ୍ରିୟ…
Read More...

ଲଦାଖଠୁ ନେଇ ଅରୁଣାଚଳପ୍ରଦେଶ ଯାଏଁ ୩୦ହଜାର କୋଟି ଟଙ୍କାରେ ଗାଁ,ସେନାଶିବିର,ହେଲିପ୍ୟାଡ୍, ମୋବାଇଲ ଟାୱାର,ସୁଡ଼ଙ୍ଗ…

କନକ ବ୍ୟୁରୋ : ସୁଧୁରୁନି ଚୀନ । ସାଟେଲାଇଟ ଫଟୋରେ ବାରମ୍ବାର ଧରାପଡୁଛି ଚୀନର ଚାଲ । ଏଲଏସସି ନିକଟରେ ଗାଁ ନିର୍ମାଣ କରୁଛି ଡ୍ରାଗନ । ଲଦାଖଠୁ ନେଇ ଅରୁଣାଚଳପ୍ରଦେଶ ପର୍ଯ୍ୟନ୍ତ ଚୀନ ଗାଁ ସହ ସେନା ଶିବିର ନିର୍ମାଣ କରୁଥିବା ପୁଣି ଥରେ ପ୍ରମାଣ ଦେଇଛି ସାଟେଲାଇଟ ଫଟୋ । କେବଳ ସେତିକି ନୁହେଁ…
Read More...

ରକ୍ତ କର୍କଟ ରୋଗୀଙ୍କୁ ଦେଶରେ ମିଳିବ ଅତ୍ୟାଧୁନିକ ଚିକିତ୍ସା । ପ୍ରଥମ ସ୍ୱଦେଶୀ ସିମେରିକ ଆଟିଂଜେନ ରିସେପ୍ଟର ସେଲ…

କନକ ବ୍ୟୁରୋ : ରକ୍ତ କର୍କଟ ରୋଗୀ ଭାରତରେ ପାଇପାରିବେ ଅତ୍ୟାଧୁନିକ ଚିକିତ୍ସା । ନିକଟରେ ସେଂଟ୍ରାଲ ଡ୍ରଗ ଷ୍ଟାଣ୍ଡାର୍ଡ କଂଟ୍ରୋଲ ଅର୍ଗାନାଇଜେଶନ ବିଶେଷଜ୍ଞ କାର୍ଯ୍ୟ କମିଟିର ସୁପାରିଶ କ୍ରମେ ଭାରତରେ ପ୍ରଥମେ ସ୍ୱଦେଶୀ କାର ଟି ବା ସିମେରିକ ଆଟିଂଜେନ ରିସେପ୍ଟର ସେଲ ଥେରାପି ଆରମ୍ଭ ହେବାକୁ…
Read More...