Browsing Category

ବିଜେପି

କେନ୍ଦ୍ରମନ୍ତ୍ରୀ ଗଣପତଙ୍କ ବିବାଦୀୟ ବୟାନ୍ ! ରାହୁଲଙ୍କୁ କୁକୁର ଛୁଆ ସହ କଲେ ତୁଳନା, ମୋଦିଙ୍କୁ କହିଲେ ସିଂହ ।

କନକ ବ୍ୟୁରୋ : ଲୋକସଭା ନିର୍ବାଚନର ଦୁଇଟି ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ସରିଥିବା ବେଳେ ଏବେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତ ହେଉଛନ୍ତି ରାଜନେତା । ନିର୍ବାଚନକୁ ଆଖି ଆଗରେ ରଖି କିଛି ଦିନ ତଳେ ଆରମ୍ଭ ହୋଇଥିବା ବୟାନବାଜି ଏବେ ଆହୁରି ତୀବ୍ର ହେଉଥିବା ଦେଖିବାକୁ ମିଳିଛି ।…
Read More...

ଭୋପାଳରୁ ସାଧ୍ୱୀ ପ୍ରଜ୍ଞାଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କଲେ ମୋଦି। ହିନ୍ଦୁ ଆତଙ୍କବାଦୀ କହୁଥିବାରୁ ବିରୋଧୀଙ୍କୁ କଲେ…

କନକ ବ୍ୟୁରୋ: ଭୋପାଳରୁ ସାଧ୍ୱୀ ପ୍ରଜ୍ଞାଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହିତ ସାଧ୍ୱୀଙ୍କୁ ହିନ୍ଦୁ ଆତଙ୍କବାଦୀ କହୁଥିବାରୁ ବିରୋଧୀଙ୍କୁ କାଉଁଟର କରିଛନ୍ତି । କହିଛନ୍ତି କାହାଣୀ ତିଆରି କରୁଛି କଂଗ୍ରେସ । ୧୯୮୪ ଦଙ୍ଗାର ଉଦାହରଣ ଦେଇ…
Read More...

ସିନେମା ପରେ ସିରିଏଲ ହେଲା ବ୍ୟାନ । ମୋଦି ବାୟୋପିକ ପରେ ଏବେ ମୋଦି ୱେବ୍ ସିରିଜ ଉପରେ ପ୍ରତିବନ୍ଧକ ଲଗାଇଲେ ନିର୍ବାଚନ…

କନକ ବ୍ୟୁରୋ: ସିନେମା ପରେ ଏବେ ବ୍ୟାନ ହେଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଆଧାରିତ ୱେବ୍ ଧାରାବାହୀକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ ସିନେମାକୁ ପରଦାକୁ ଆସିବାର ଠିକ୍ ପୂର୍ବରୁ ବ୍ୟାନ କରାଯିବା ପରେ ଏବେ ନିର୍ବାଚନ କମିଶନ ନରେନ୍ଦ୍ର ମୋଦିଙ୍କ ଜୀବନ ଉପରେ ଆଧାରିତ ୱେବ୍…
Read More...

ସ୍ମୃତି ଇରାନୀଙ୍କ ନିର୍ବାଚନୀ ସଭା ବାହାରେ ଭୋଟରଙ୍କୁ ବଂଟାଯାଉଥିଲା କି ନୋଟ୍ ? ଭିଡିଓ ଭାଇରାଲ ହେବା ପରେ ଆରମ୍ଭ ହେଲା…

କନକ ବ୍ୟୁରୋ: ପୁଣି ଅଡୁଆରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଶିକ୍ଷାଗତ ଯୋଗ୍ୟତାକୁ ନେଇ ନୁହେଁ ବରଂ ସ୍ମୃତିଙ୍କ ନାଁରେ ନିର୍ବାଚନୀ ରାଲିରେ ଭୋଟରଙ୍କୁ ଟଙ୍କା ବାଂଟାଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି । ଖାଲି ଅଭିଯୋଗ ନୁହେଁ ଏହାର ଏକ ଭିଡିଓ ମଧ୍ୟ ସାମନାକୁ ଆସିଛି । ଯେଉଁଥିରେ…
Read More...

ନିର୍ବାଚନ ପୂର୍ବରୁ ବିଜେପି ବିଧାୟକଙ୍କୁ ବଡ ଝଟକା । ହତ୍ୟାକାଣ୍ଡ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ହାଇକୋର୍ଟ…

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ବିଧାୟଙ୍କୁ ଝଟକା । ୨୨ ବର୍ଷ ପରେ ମିଳିଲା ସଜା । ଉତ୍ତର ପ୍ରଦେଶ ହମିରପୁର ଆସନର ବିଜେପି ବିଧାୟକ ଅଶୋକ ଚାଣ୍ଡେଲଙ୍କୁ ବଡ଼ ଝଟକା ଲାଗିଛି । ତାଙ୍କୁ ୧୯୯୭ରେ କରିଥିବା ଏକ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ କରି ଆହ୍ଲାବାଦ ହାଇକୋର୍ଟ ଆଜୀବନ ଜେଲଦଣ୍ଡରେ…
Read More...

ବିଜେପି କାର୍ଯ୍ୟାଳୟରେ ନେତାଙ୍କ ଉପରକୁ ଜୋତା ଫିଙ୍ଗିଲେ ଯୁବକ । ଭାଇରାଲ ହେଲା ଭିଡିଓ, ଜାଣନ୍ତୁ ନେତା ଜଣକ କିଏ? 

କନକ ବ୍ୟୁରୋ : ବିଜେପି ନେତାଙ୍କ ଉପରକୁ ଜୋତାମାଡ । ତାହା ବି ପୁଣି ଦଳୀୟ କାର୍ଯ୍ୟାଳୟରେ । ବିଜେପିର ଦଳୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଜେବିଏଲ ନରସିଂହା ରାଓଙ୍କ ଉପରକୁ ଜୋତା ଫିଙ୍ଗିଛନ୍ତି ଜଣେ ଯୁବକ । ସ୍ୱାଧୀ ପ୍ରଜ୍ଞାଙ୍କୁ ବିଜେପିର ପ୍ରାର୍ଥୀ ଘୋଷଣା ନେଇ ନରସିଂହା ରାଓ ପ୍ରେସମିଟ…
Read More...

ପୁଣି କେନ୍ଦ୍ରମନ୍ତ୍ରୀ ଉମାଭାରତୀଙ୍କ ବିବାଦୀୟ ବୟାନ। ପ୍ରିୟଙ୍କାଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇ କହିଲେ, ଜଣେ…

କନକ ବ୍ୟୁରୋ: ନିର୍ବାଚନୀ ସଭାରେ ଭାଷଣ ବେଳେ ବାରମ୍ବାର ବିବାଦୀୟ ବୟାନ ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ । ବିବାଦୀୟ ବୟାନ ଦେଇ ନିକଟରେ ପ୍ରଚାରରୁ ବାଦ ପଡିଛନ୍ତି କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧୀ । ଏତିକି ବେଳେ ସାମ୍ନାକୁ ଆସିଛି କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ…
Read More...

ବିଜେପି ବିଧାୟକଙ୍କ ସାଙ୍ଘାତିକ ବୟାନ । କହିଲେ, ସିସିଟିଭିରେ ସବୁ ଦେଖୁଛନ୍ତି ମୋଦି, ବିଜେପିକୁ କମ ଭୋଟ୍ ମିଳିଲେ,…

କନକ ବ୍ୟୁରୋ : ନିର୍ବାଚନ ଯେତିକି ପାଖଉଛି, ନେତାଙ୍କ ତୁଣ୍ଡ ସେତିକି ହୁରୁଡୁଛି । ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଦିନକ ପରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ପଡିବ । ଆଉ ଏଥିପାଇଁ ଜୋରଦାର ପ୍ରଚାର କରୁଛନ୍ତି ନେତା । ଆଉ ଏହାରି ମଧ୍ୟରେ ଗୁଜୁରାଟର ଜଣେ…
Read More...

ନିର୍ବାଚନ କମିଶନଙ୍କ କଟକଣା ପରେ ବଜରଙ୍ଗବାଲୀଙ୍କ ଶରଣରେ ଯୋଗୀ । ଲକ୍ଷ୍ନୌର ଏକ ହନୁମାନ ମନ୍ଦିରରେ ୟୁପି…

କନକ ବ୍ୟୁରୋ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଚାର ଉପରେ ନିର୍ବାଚନ କମିଶନଙ୍କ କଟକଣା ପରେ ସେ ବଜରଙ୍ଗବାଲୀଙ୍କ ଶରଣ ପଶିଛନ୍ତି । ଆଜି ସକାଳ ୯ଟାରେ ଲକ୍ଷ୍ନୌସ୍ଥିତ ହନୁମାନ ମନ୍ଦିର ଯାଇ ଦେବାଦେବୀଙ୍କ ପୂଜାର୍ଚ୍ଚନା କରିଛନ୍ତି ଯୋଗୀ । ସେ ମନ୍ଦିରରେ ୧୦ରୁ ୧୫ମିନିଟ୍…
Read More...

ପୁଅକୁ ଟିକେଟ୍ ମିଳିବାରୁ ଦଳରୁ ଇସ୍ତଫା ଦେବାକୁ ଘୋଷଣା କଲେ ମୋଦିଙ୍କ ମନ୍ତ୍ରୀ । କହିଲେ, ବିଜେପିର ରାଜନୀତି ସର୍ବଦା…

କନକ ବ୍ୟୁରୋ: ୨୦୧୯ ମହାସମର ପାଇଁ ଗତକାଲି ୨୦ତମ ତାଲିକା ଜାରି କରିଛି ଭାରତୀୟ ଜନତା ପାର୍ଟି । ଏହି ତାଲିକାରେ ରାଜସ୍ଥାନର ଗୋଟିଏ ଆସନ, ମଧ୍ୟପ୍ରଦେଶର ୩ଟି ଆସନ ସହିତ ହରିୟାଣାରେ ବାକିଥିବା ୨ଟି ଆସନ ଉପରେ ନିଜର ପ୍ରାର୍ଥୀମାନଙ୍କର ନାଁ ଘୋଷଣା କରିଥିଲା । ତେବେ ଏହି ତାଲିକା ମୁତାବକ, ଦଳ…
Read More...