Browsing Category

ବିଜେପି

ମୋଦିଙ୍କୁ ଚିଠି ଲେଖିଲେ ବିଜେପି ନେତା । କହିଲେ, ନିରପେକ୍ଷ ନିର୍ବାଚନ ହେଲେ ୪୦ଟି ଆସନକୁ ଖସି ଆସିବ ବିଜେପି ।

କନକ ବ୍ୟୁରୋ : ମୁକ୍ତ ଓ ନିରପେକ୍ଷ ନିର୍ବାଚନ ହେଲେ ୪୦ ଆସନକୁ ଖସି ଆସିବ ବିଜେପି । ଏଭଳି ଦାବି ଅନ୍ୟ କେହି ନୁହେଁ ବରଂ ବିଜେପିର ଜଣାଶୁଣା ଚେହେରା ଅଜୟ ଅଗ୍ରୱାଲ କହିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଯଦି ନିରପେକ୍ଷ ନିର୍ବାଚନ ହୁଏ, ବିଜେପି ୪୦୦ ସିଟ୍ ଜିତିବା ନେଇ…
Read More...

ଉତ୍ତରପ୍ରଦେଶର ୮ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଯୋଗୀଙ୍କ ଗୋରଖପୁର ଆସନରୁ ଲଢିବେ ଭୋଜପୁରୀ…

କନକ ବ୍ୟୁରୋ : ଉତ୍ତରପ୍ରଦେଶର ୮ଟି ଲୋକସଭା ଆସନ ପାଇଁ ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ତେବେ ଏହି ଲିଷ୍ଟରେ ଭୋଜପୁରୀ ଷ୍ଟାର ରବି କିଷାନ ଶୁକ୍ଳାଙ୍କ ନାଁ ମଧ୍ୟ ରହିଛି । ରବି କିଷାନ ଶୁକ୍ଳାଙ୍କୁ ଯୋଗୀ ଆଦିତ୍ୟନାଥଙ୍କ ଆସନ ଗୋରଖପୁରରୁ ପ୍ରାର୍ଥୀ କରିଛି…
Read More...

ମୋଦିଙ୍କ ପାଇଁ ଚାକିରି ଛାଡିଦେଲେ ଯୁବକ । ପ୍ରଧାନମନ୍ତ୍ରୀଙ୍କୁ ଆଉ ଥରେ ଜିତାଇବା ପାଇଁ ଅଷ୍ଟ୍ରେଲିଆରୁ ଭାରତ…

କନକ ବ୍ୟୁରୋ: ସାଧାରଣତଃ କହିବାକୁ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅନେକ ପ୍ରଶଂସକ ରହିଛନ୍ତି । ହେଲେ ମୋଦିଙ୍କର ଏଭଳି ହିଁ ଜଣେ ପ୍ରଂଶସକ ରହିଛନ୍ତି, ଯିଏକି ମୋଦିଙ୍କୁ ଭୋଟ୍ ଦେବା ପାଇଁ ବିଦେଶରେ କରୁଥିବା ଚାକିରି ତଥା ମୋଟା ଅଙ୍କର ଦରମା ଛାଡି ସ୍ୱଦେଶକୁ ଚାଲିଆସିଛନ୍ତି ।…
Read More...

ରୋଚକ ହେଉଛି ବାରଣାସୀର ଲଢେଇ । ମୈଦାନରେ ମୋଦିଙ୍କ ନିଆରା ପ୍ରତିଦ୍ୱନ୍ଦ୍ୱି, ଶାନ୍ତ ଗଙ୍ଗାର ଉପକୂଳରେ ଉଠିବ ରାଜନୀତିର…

କନକ ବ୍ୟୁରୋ : ଧର୍ମନଗରୀ ବାରଣାସୀରୁ ନିର୍ବାଚନ ଲଢିବେ ନରେନ୍ଦ୍ର ମୋଦି । ପୂର୍ବଥର ଭଳି ଏଥର ବି ପ୍ରଧାନମନ୍ତ୍ରୀ ଭଦୋଦରା ଓ ବାରଣାସୀ ୨ଟି ଆସନରୁ ନିର୍ବାଚନ ଲଢିବେ । ଗଙ୍ଗା ପୂଜନ ରୋଡ ସୋ କରି ଆସନ୍ତା ୨୬ରେ ନାମାଙ୍କନ ଭରିବେ ମୋଦି । ହେଲେ ବାରଣାସୀରେ ମୋଦି ବିରୋଧରେ ଲଢିବାକୁ ନିର୍ବାଚନ…
Read More...

ଐତିହାସିକ ହେବ ମୋଦିଙ୍କ ନାମାଙ୍କନ ! ବିଜେପି କରୁଛି ଜୋରଦାର ପ୍ରସ୍ତୁତି, ସାମିଲ ହେବେ ପାଖାପାଖି ୫ ଲକ୍ଷ ଜନତା ।

କନକ ବ୍ୟୁରୋ : ଚଳିତ ନିର୍ବାଚନରେ ପୁଣି ବାରାଣାସୀରୁ ନିର୍ବାଚନ ଲଢୁଛନ୍ତି ନରେନ୍ଦ୍ର ମୋଦି । ଆଉ ମୋଦିଙ୍କ ନାମାଙ୍କନ ପାଇଁ ବିଜେପି ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଉଛି । ସୂଚନା ଅନୁଯାୟୀ, ନାମାଙ୍କନ ଭରିବା ପୂର୍ବରୁ ବାରାଣାସୀରେ ଗଙ୍ଗା ମା’ଙ୍କ ପୂଜା କରିବେ ମୋଦି ।…
Read More...

ସାକ୍ଷୀ ମହାରାଜଙ୍କ ବିରୋଧରେ ଥାନାରେ ମାମଲା । ଭୋଟ ନଦେଲେ ଅଭିଶାପ ଦେବେ କହି ଧମକାଉଥିଲେ ବିଜେପି ସାଂସଦ ପ୍ରାର୍ଥୀ

କନକ ବ୍ୟୁରୋ: ଭୋଟ ଦିଅ ନହେଲେ ଅଭିଶାପ ଭୋଗିବ । ଏପରି କହି ଏବେ ଅଡୁଆରେ ବିଜେପି ନେତା ସାକ୍ଷୀ ମହାରାଜ । ଭୋଟରଙ୍କୁ ଧମକ ଦେବା ଅଭିଯୋଗରେ ତାଙ୍କ ନାଁରେ ରୁଜୁ ହୋଇଛି ମାମଲା । ଜଣେ ପୁଲିସ ଅଧିକାରୀ ତାଙ୍କ ନାଁରେ ମାମଲା ରୁଜୁ କରିଛନ୍ତି । ମତାଦାତାଙ୍କୁ ଧମକ ଦେଇ ଭୋଟ ଦେବାକୁ ଅପିଲ…
Read More...

ମୁସଲମାନ ବିରୋଧୀ ମନ୍ତବ୍ୟ ଦେଇ ଫସିଗଲେ ମାନେକା ଗାନ୍ଧୀ । ଭୋଟ୍ ପାଇଁ ଧମକାଉଥିବା ଭିଡିଓ ଭାଇରାଲ ପରେ ଜାରି ହେଲା…

କନକ ବ୍ୟୁରୋ: ନିର୍ବାଚନୀ ଭାଷଣରେ ଖୋଲା ଧମକ ଦେଇ ବିବାଦରେ ଫସିଗଲେ ମାନେକା ଗାନ୍ଧି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଏବେ ନୋଟିସ କରିଛନ୍ତି ନିର୍ବାଚନ କମିସନ । କମିସନଙ୍କ ପକ୍ଷରୁ ସୁଲତାନପୁର ଜିଲ୍ଲାପାଳ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଭାଷଣରେ ସିଧାସିଧା…
Read More...

ବିଜେପି ନିର୍ବାଚନୀ ଇସ୍ତାହାରରେ ଭୁଲ୍ କାଢ଼ିଲେ ସୁବ୍ରମଣ୍ୟମ ସ୍ୱାମୀ, ୨ଟି ବଡ ଭୁଲ ଦର୍ଶାଇ କଲେ ଟ୍ୱିଟ୍

ଦଳର ନିର୍ବାଚନୀ ଇସ୍ତାହାରରେ ଦୁଇଟି ସାଙ୍ଘାତିକ ଭୁଲ୍ ସୂଚାଇ ବୁଧବାର ଦିନ ଟ୍ୱିଟ୍ କରିଛନ୍ତି ବରିଷ୍ଠ ଭାରତୀୟ ଜନତା ପାର୍ଟିର ନେତା ଓ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ। ସୋମବାର ଦିନ ‘ସଙ୍କଳ୍ପ ପତ୍ର’ ପ୍ରକାଶ କରିଥିବା ବିଜେପି ୨୦୨୨ ସୁଦ୍ଧା କୃଷକମାନଙ୍କର ଆୟ ଦୁଇଗୁଣା ବଢ଼ାଇବା…
Read More...

ବିଜେପିକୁ ଝଟକା ! ନମୋଟିଭିକୁ ନେଇ ନିର୍ବାଚନ କମିସନଙ୍କ କଡ଼ା ଆଭିମୁଖ୍ୟ, ଦେବାକୁ ହେବ ବାର୍ଷିକ ଖର୍ଚ୍ଚର ରିପୋର୍ଟ

କନକ ବ୍ୟୁରୋ : ଆସନ୍ତା କାଲି ପ୍ରଥମ ପର୍ଯ୍ୟାୟ ମତଦାନ । ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ୨୪ ଘଂଟା ବାକି । ଭୋଟରଙ୍କ ହାତରେ ନେତାଙ୍କ ଚାବି । ବିଭିନ୍ନ ବୁଥ୍ ଗୁଡିକରେ ଇଭିଏମ ପହଂଚିଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭୋଟ୍ ପଡିବାକୁ ଥିବା ସମସ୍ତ ବୁଥରେ…
Read More...

ବିଜେପି କେବେ ବି କହିନାହିଁ ଲୋକଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଯିବ : ରାଜନାଥ ସିଂହ

କନକ ବ୍ୟୁରୋ : ନିର୍ବାଚନକୁ ଆଉ ମାତ୍ର ୨୪ ଘଣ୍ଟାରୁ କମ ସମୟ ଥିବା ସମୟରେ ରାଜନୈତିକ ପାଣିପାଗ ମଧ୍ୟ ଉଷ୍ମ ହେବାରେ ଲାଗିଛି । ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ୨୦୧୪ ମସିହାରେ ବିଜେପି ନିଜ ଇସ୍ତାହାରରେ ଦେଇଥିବା ପ୍ରତିଶୃତି ପୂରଣ କରିବାରେ ବିଫଳ ହୋଇଛି ବୋଲି ବିରୋଧୀ…
Read More...