Browsing Category

କଂଗ୍ରେସ

କଂଗ୍ରେସକୁ ଝଟକା । ‘ହାତ’ର ସାଥ୍ ଛାଡ଼ିଲେ ସୂର୍ଯ୍ୟା ।

କନକ ବ୍ୟୁରୋ: କଂଗ୍ରେସର ହାତ ଛାଡ଼ିଲେ ପାରଳାଖେମୁଣ୍ଡି ପୂର୍ବତନ ବିଧାୟକ କେ. ସୂର୍ଯ୍ୟା ରାଓ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି କେ. ସୂର୍ଯ୍ୟା ରାଓ । ଏନେଇ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିକଟକୁ ଇସ୍ତଫା ପତ୍ର ଦେଇଛନ୍ତି ସୂର୍ଯ୍ୟା ରାଓ । ଇସ୍ତଫା ପତ୍ରରେ ନିଜର…
Read More...

ପରାଜୟ ପରେ ବି ରାହୁଲଙ୍କ ମୁହଁ ଟାଣ । ସଂସଦୀୟ ବୈଠକରେ ବିରୋଧୀଙ୍କୁ ଦେଲେ ଚ୍ୟାଲେଂଜ । କହିଲେ, ବିଜେପି ଉପରେ ଭାରୀ…

କନକ ବ୍ୟୁରୋ: ସଂସଦୀୟ ଦଳର ବୈଠକରେ ପୁଣି ଥରେ ସୋନିଆ ଗାନ୍ଧୀଙ୍କୁ କଂଗ୍ରେସର ସଂସଦୀୟ ଦଳର ନେତା ରୂପେ ଚୟନ କରାଯାଇଛି । ଏହି ଅବସରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦଳର ନବନିର୍ବାଚିତ ନେତାଙ୍କ ମନୋବଳ ବଢାଇବା ପାଇଁ ସେମାନଙ୍କୁ ଆକ୍ରାମକ ଏବଂ ମଜବୁତ ରହିବାକୁ ପରାମର୍ଶ ଦେଇଛନ୍ତି ।…
Read More...

ସର୍ତ୍ତ ରଖି ସଭାପତି ଦାୟିତ୍ୱ ସମ୍ଭାଳିବାକୁ ରାଜି ହେଲେ ରାହୁଲ । ମାସେ ଭିତରେ ବିକଳ୍ପ ଖୋଜିବାକୁ ସର୍ତ୍ତ ରଖିଥିବା…

କନକ ବ୍ୟୁରୋ: ସର୍ତ୍ତ ରଖି କଂଗ୍ରେସ ଅଧ୍ୟକ୍ଷ ପଦରେ ରହିବାକୁ ରାଜି ହୋଇଛନ୍ତି ରାହୁଲ ଗାନ୍ଧି । ମାସେ ଭିତରେ ତାଙ୍କର ବିକଳ୍ପ ଖୋଜିବାକୁ ରାହୁଲ ସର୍ତ ରଖିଥିବା ସୂଚନା ମିଳିଛି । ଲୋକସଭା ନିର୍ବାଚନରେ ବଡ ଝଟକା ପରେ କଂଗ୍ରେସରେ ସଭାପତି ପଦ ଛାଡିବାକୁ ରାହୁଲ ଗାନ୍ଧି ଅଡିବସିଥିବାବେଳେ…
Read More...

ହିନ୍ଦୀ ହାର୍ଟଲାଣ୍ଡରେ ପରାଜୟ ପାଇଁ ୩ ବଡ ନେତାଙ୍କ ଉପରେ ରାହୁଲ ଅସନ୍ତୁଷ୍ଟ । ଗେହଲଟ, କମଲନାଥ ଓ ଚିଦାମ୍ୱରମ୍,…

କନକ ବ୍ୟୁରୋ: ସାଧାରଣ ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଛି । ଆଉ ଏହି ସମୟରେ ସିଡବ୍ଲୁସି ବୈଠକରେ ମନ୍ଥନ ହୋଇଛି । ସବୁଠାରୁ ବଡ କଥା ହେଲା ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଭଳି ରାଜ୍ୟରେ ବି କଂଗ୍ରେସର ପ୍ରଦର୍ଶନ ଭଲ ହୋଇନାହିଁ । ଏହି ସମୟରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ…
Read More...

ବାରବାଟୀ-କଟକରେ କମାଲ କଲା କଂଗ୍ରେସ । ବିଜେଡି ହେଭିୱେଟ୍ ଦେବାଶିଷଙ୍କୁ ପରାସ୍ତ କରି ବିଜୟୀ ଟୀକା ପିନ୍ଧିଲେ କଂଗ୍ରେସ…

କନକ ବ୍ୟୁରୋ: କଟକ ବାରବାଟୀରେ କମବ୍ୟାକ୍ କଲା କଂଗ୍ରେସ । କଟକ-ବାରବାଟୀରେ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ୍ ‘ହାତ’କୁ କଲେ ମଜବୁତ । ବିଜେଡି ହେଭିୱେଟ ଦେବାଶିଷ ସାମନ୍ତରାୟଙ୍କୁ ୪ ହଜାର ୧୧୧ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରି ବିଧାୟକ ଭାବେ ନିର୍ବାଚିତ ହେଲେ ମହମ୍ମଦ ମୋକିମ । ଯେଉଁ…
Read More...

ମତଗଣନା ପୂର୍ବରୁ କର୍ମୀଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଆହ୍ୱାନ। କର୍ମୀଙ୍କୁ ଟିପ୍ସ ଦେଇ କହିଲେ, ଆସନ୍ତା…

କନକ ବ୍ୟୁରୋ: ଜାତୀୟ ସ୍ତରରେ ସର୍ଭେ ସଂସ୍ଥାର ଏଗଜିଟ ପୋଲ୍ ପୂର୍ବାନୁମାନ ଆସିବା ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏଗଜିଟ ପୋଲ ପୂର୍ବାନୁମାନ ଅନୁସାରେ ଏନଡିଏକୁ ବହୁମତ ମିଳିଛି । ତେବେ କଂଗ୍ରେସ ଅଧ୍ୟକ୍ଷ ଦଳୀୟ କର୍ମୀଙ୍କ ଉଦ୍ଦେଶ୍ୟରେ…
Read More...

ନିଜ ସର୍ଭେ ରିପୋର୍ଟରେ ବି ଫେଲ ହେଲା କଂଗ୍ରେସ । ୟୁପିଏକୁ ପଛରେ ପକାଇ ଆଗରେ ରହିଲା ଏନଡିଏ

କନକ ବ୍ୟୁରୋ : ସରିଲା ନିର୍ବାଚନ । ଆଉ ଏହାପରେ ଆସିଲା ଏକଜିଟ ପୋଲ ରିପୋର୍ଟ । ଦେଶର ମୁଡ କଣ ରହିଛି? ଆଗାମୀ ଦିନରେ କିଏ ନିର୍ବାଚନରେ ବିଜୟୀ ହେବେ ଆଜିକୁ ନେଇ ସର୍ଭେ କରାଯାଏ । ଚଳିତଥର ମଧ୍ୟ ବିଭିନ୍ନ ସଂସ୍ଥା ଓ ଗଣମାଧ୍ୟମ ନିଜର ଏକଜିଟ ପୋଲ କରିଥିଲେ । କେବଳ ତାହା ନୁହେଁ ବିଭିନ୍ନ ମଧ୍ୟ…
Read More...

ସିଦ୍ଧରମୈୟାଙ୍କ ଉପରେ ବର୍ଷିଲେ କଂଗ୍ରେସ ନେତା ରୋଶନ ବେଗ୍। କହିଲେ, ରାଜ୍ୟ ସରକାର ଗଠନର ପ୍ରଥମ ଦିନରୁ ହିଁ ସେ ନିଜକୁ…

କନକ ବ୍ୟୁରୋ: କର୍ଣ୍ଣାଟକ କଂଗ୍ରେସରେ କନ୍ଦଳ । ଅସନ୍ତୋଷ ପ୍ରକାଶ କଲେ କଂଗ୍ରେସ ନେତା ରୋଶନ ବେଗ୍ । ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଉପାରେ ବର୍ଷିଛନ୍ତି ବେଗ୍ । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କୁ କାମ କରିବାକୁ ଦିଆଯାଉ…
Read More...

ଏକଜିଟ ପୋଲ ଉପରେ ଧ୍ୟାନ ଦିଅ ନାହିଁ । ମତଗଣନା କେନ୍ଦ୍ରରେ ଧ୍ୟାନ ରଖ, ପରିଶ୍ରମର ଫଳ ନିଶ୍ଚୟ ମିଳିବ : ପ୍ରିୟଙ୍କା…

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ସରିବା ପରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ ପୋଲର ରିପୋର୍ଟ ମଧ୍ୟ ଆସିସାରିଛି । ଅନେକ ପୋଲ ନିଜ ସର୍ଭେ ରିପୋର୍ଟ ପ୍ରକାଶ ମଧ୍ୟ କରିଛନ୍ତି । ଅଧିକାଂଶ ସର୍ଭେ କହିଛି ଯେ, କେନ୍ଦ୍ରରେ ପୁଣି ଥରେ ଏନଡିଏ ସରକାର ଶାସନ କ୍ଷଣତାକୁ ଫେରିବ । ହେଲେ,…
Read More...

ପୁଣି ୫ ବର୍ଷ ପାଇଁ ବନବାସ ଯାଇପାରେ କଂଗ୍ରେସ ! ହେଲେ, ଦଳ ପାଇଁ ରହିଛି ଗୋଟିଏ ଖୁସି ଖବର

କନକ ବ୍ୟୁରୋ : ସାରା ଦେଶରେ ନିର୍ବାଚନ ସରିଲା । ବିଭିନ୍ନ ସଂସ୍ଥା ପକ୍ଷରୁ ଏକଜିଟ ପୋଲର ସର୍ଭେ ରିପୋର୍ଟ ମଧ୍ୟ ଆସିଲା । ତେବେ ଅଧିକାଂଶ ଏକଜିତ ପୋଲର ସର୍ଭେ ରିପୋର୍ଟ ଅନୁସାରେ ପୁଣି ଥରେ ନରେନ୍ଦ୍ର ମୋଦି ହିଁ ପ୍ରଧାନମନ୍ତ୍ରୀ ହେବେ । କେବଳ ଏତିକି ନୁହେଁ ବରଂ ମ୍ୟାଜିକ ନମ୍ବରଠାରୁ ବହୁ…
Read More...