Browsing Category

ବିଜେପି

ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଓଡିଆ ମନ୍ତ୍ରୀ: ପ୍ରଥମ ଥର କେନ୍ଦ୍ରମନ୍ତ୍ରୀ ହୋଇଥିବା ପ୍ରତାପ ଷଡଙ୍ଗୀଙ୍କୁ ମିଳିଲା…

କନକ ବ୍ୟୁରୋ: ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳି ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ଦୁଇ ଓଡିଶା ମନ୍ତ୍ରୀଙ୍କୁ ମିଳିଛି ଗୁରୁ ଦାୟିତ୍ୱ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପେଟ୍ରୋଲିୟମ ଓ ଇସ୍ପାତ ବିଭାଗ ମିଳିଥିବା ବେଳେ ପ୍ରଥମ ଥର ପାଇଁ କେନ୍ଦ୍ରମନ୍ତ୍ରୀ ହୋଇଥିବା ବାଲେଶ୍ୱର…
Read More...

ମୋଦିଙ୍କ ନୂଆ ଟିମରେ ୬ ରାଜ୍ୟକୁ ମିଳିଲାନି ସ୍ଥାନ: ମହାରାଷ୍ଟ୍ରରେ ୭ ଏବଂ ବିିହାରରେ ୬ ଜଣ ଲେଖାଏଁ ମନ୍ତ୍ରୀ ହୋଇଥିଲା…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିରେ ମନ୍ତ୍ରିମଣ୍ଡଳର ରୂପରେଖ ଚୂଡ଼ାନ୍ତ ହୋଇଛି। ଗତକାଲି ମନ୍ତ୍ରିମଣ୍ଡଳ ସହ ମୋଦି ଶପଥ ଗ୍ରହଣ କରିଛନ୍ତି । ମନ୍ତ୍ରୀ ତାଲିକା ଓ ବିଭିନ୍ନ ରାଜ୍ୟରୁ ପ୍ରତିନିଧିତ୍ବ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋର୍ ଧରିଛି। ତେବେ ଦୁଇଟି…
Read More...

ମୋଦିଙ୍କ ଟିମର ଆଜି ହେବ ମନ୍ତ୍ରଣାଳୟ ବଣ୍ଟନ। ଅମିତ ଶାହଙ୍କୁ ମିଳିପାରେ ଗୃହ କିମ୍ବା ଅର୍ଥ, ରାଜନାଥଙ୍କୁ ପ୍ରତିରକ୍ଷା…

କନକ ବ୍ୟୁରୋ: ମୋଦିଙ୍କ ମନ୍ତ୍ରିମଣ୍ଡଳର ରୁପରେଖ ସ୍ପଷ୍ଟ ହୋଇଛି । ଏବେ କାହାକୁ କେଇଁ ବିଭାଗ ମିଳିବ ତାକୁ ନେଇ ଆକଳନ କରାଯାଉଛି । ବିଭାଗ ବଂଟନ କରାଯିବା ପରେ ଆଜି ସଂଧ୍ୟାରେ ପ୍ରଥମ କ୍ୟାବିନେଟ ବୈଠକ ବସିବା ସୂଚନା ମିଳିଛି । ତେବେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସଂଗଠନରୁ ପ୍ରଥମ ଥର…
Read More...

ମୋଦିଙ୍କ ନୂଆ ଟିମରେ ଟୋକ୍ନୋକ୍ରାଟ। ପ୍ରଶାସକରୁ କ୍ୟାବିନେଟ ମନ୍ତ୍ରୀ ହେଲେ ଏସ ଜୟଶଙ୍କର

କନକ ବ୍ୟୁରୋ: ମୋଦିଙ୍କ ଟିମରେ ଟେକ୍ନୋକ୍ରାଟ୍ । ପ୍ରଶାସକରୁ କ୍ୟାବିନେଟ ମନ୍ତ୍ରୀ ହେଲେ ଏସ ଜୟଶଙ୍କର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ କ୍ୟାବିନେଟରେ ପୂର୍ବତନ ବୈଦେଶିକ ସଚିବ ଏସ୍ ଜୟଶଙ୍କରଙ୍କୁ ସାମିଲ କରିଛନ୍ତି । ଏବେ ଏସ ଜୟଶଙ୍କରଙ୍କୁ ବୈଦେଶିକ ମନ୍ତ୍ରଣାଳୟ ବିଭାଗ ଦାୟିତ୍ୱ…
Read More...

ଶପଥ ପୂର୍ବରୁ ମୋଦିଙ୍କୁ ଜେଟଲୀଙ୍କ ଚିଠି । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ…

କନକ ବ୍ୟୁରୋ: ମୋଦି ସରକାରଙ୍କ ଶପଥ ସମାରୋହ ଗୋଟିଏ ଦିନ ପୂର୍ବରୁ ମୋଦିଙ୍କୁ ଅରୁଣ ଜେଟଲୀଙ୍କୁ ଚିଠି । ଆଗାମୀ ଶାସନକାଳରେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଅନିଚ୍ଛା ପ୍ରକାଶ କଲେ ଜେଟଲୀ । ସ୍ୱାସ୍ଥ୍ରଗତ କାରଣ ଦର୍ଶାଇ କିଛି ଦିନ ପାଇଁ ନୂଆ ସରକାରର କେନ୍ଦ୍ର ମନ୍ତ୍ରିମଣ୍ଡଳରେ…
Read More...

କିଏ ହେବ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ? ଗେରୁଆ କ୍ୟାମ୍ପରେ କମ୍ପନ ହେଉଛି ଧର୍ମେନ୍ଦ୍ର ଓ ଜେ.ପି ନଡ୍ଡାଙ୍କ ନାଁ ।

କନକ ବ୍ୟୁରୋ: ବିଶ୍ୱର ସବୁଠୁ ବଡ଼ ରାଜନୈତିକ ଦଳର ଶୀର୍ଷ ପଦ ପାଇଁ ହୁଏତ, ପ୍ରଥମ ଥର ପାଇଁ ଜଣେ ଓଡ଼ିଶାର ନେତାଙ୍କ ନାଁକୁ ନେଇ ଚର୍ଚ୍ଚା ଆରମ୍ଭ ହେଉଛି । ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁକୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ…
Read More...

କାଶୀ ବିଶ୍ୱନାଥଙ୍କ ମନ୍ଦିରରେ ରୁଦ୍ରାଭିଷେକ ପରେ ବିଜେପି କର୍ମୀଙ୍କୁ ମୋଦିଙ୍କ ସମ୍ବୋଧନ: କହିଲେ, ପ୍ରଧାନମନ୍ତ୍ରୀ…

କନକ ବ୍ୟୁରୋ: ୨୦୧୯ ନିର୍ବାଚନରେ ମହାବିଜୟ ପରେ କାଶୀ ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି ନରେନ୍ଦ୍ର ମୋଦି । ସେ କହିଛନ୍ତି ମୁଁ ବିଜେପି କାର୍ଯ୍ୟକର୍ତାଙ୍କ ଆଦେଶକୁ ପାଳନ କରେ । ସେମାନଙ୍କ ସନ୍ତୋଷ ମୋ ଜୀବନମନ୍ତ୍ର । ପ୍ରଧାନମନ୍ତ୍ରୀ ହେଲେ ବି ମୁଁ ଦଳର ସାଧାରଣ କର୍ମୀ । ସଭାରେ ମୋଦି…
Read More...

ଆଜି ବସୁଛି ବିଜେପି ସଂସଦୀୟ ଦଳ ବୈଠକ । ଏନଡିଏ ସାଂସଦଙ୍କୁ ୧୦୦ ଦିନର ଏଜେଣ୍ଡା ନିର୍ଦ୍ଧାରଣ ପାଇଁ ଦିଆଯିବ ମାର୍ଗଦର୍ଶନ

କନକ ବ୍ୟୁରୋ: ଆଜି ବସୁଛି ବିଜେପି ସଂସଦୀୟ ଦଳ ବୈଠକ । ଏହି ବୈଠକରେ ନରେନ୍ଦ୍ର ମୋଦିଙ୍କୁ ସଂସଦୀୟ ଦଳ ନେତା ଭାବେ ନିର୍ବାଚିତ କରିବା ପାଇଁ କେବଳ ଔପଚାରିକତା ରହିଯାଇଛି । ବିଜେପି ବୈଠକ ପରେ ଏନଡିଏ ବୈଠକ ଅନୁଷ୍ଠିତ ହେବ । ଏନଡିଏ ବୈଠକରେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକ୍ରେ, ଲୋକ ଜନଶକ୍ତି…
Read More...

ଗାନ୍ଧିନଗରର ଗାଦି ସମ୍ଭାଳିବ ଗେରୁଆ ଦଳ । ୫ ଲକ୍ଷରୁ ଅଧିକ ଭୋଟ୍ ସହ ବିଶାଳ ବିଜୟ ଅଭିମୁଖେ ଅମିତ ଶାହା । 

କନକ ବ୍ୟୁରୋ : ବିଜେପି ଭୀଷ୍ମ ପିତାମହ ଲାଲକୃଷ୍ଣ ଆଡଭାନୀଙ୍କ ରେକର୍ଡ ଭାଙ୍ଗିଲେ ବିଜେପି ଚାଣକ୍ୟ ଅମିତ୍ ଶାହା । ପ୍ରଥମ ଥର ପାଇଁ ଗାନ୍ଧିନଗରରୁ ନିର୍ବାଚନ ଲଢି ଗାଦି ସମ୍ଭାଳିବାକୁ ଯାଉଛନ୍ତି ବିଜେପି ସଭାପତି । ବର୍ତ୍ତମାନର ଟ୍ରେଣ୍ଡ ମୁତାବକ, ଗାନ୍ଧିନଗରକୁ ଗେରୁଆ ରଙ୍ଗରେ ରଙ୍ଗୀନ କରି ୫…
Read More...

ବିଜେପି ଦଫ୍ତରରେ ନେତାଙ୍କ ମେଳି । ଫଳାଫଳ ପୂର୍ବରୁ କ୍ଷମତା ପାଇଁ ବଡ କସରତ, ଏକାଠି ହେଉଛନ୍ତି ବିଜେପିର ତୁଙ୍ଗ ନେତା ।

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଫଳାଫଳକୁ ଆଉ ମାତ୍ର ୪୮ ଘଣ୍ଟାର ସମୟ ବାକି ରହିଛି । ଆଉ ଫଳାଫଳ ଆସିବା ପୂର୍ବରୁ କସରତ ଆରମ୍ଭ କରିଦେଇଛନ୍ତି ରାଜନୈତିକ ଦଳ । ଏନଡିର ସହଯୋଗୀ ଦଳ ନେତାଙ୍କ ବୈଠକ ଆଉ କିଛି ସମୟ ପରେ ବସିବ । ଏଥିପାଇଁ ବିଜେପି ଦଫ୍ତରରେ ନେତାଙ୍କ ଭିଡ ଦେଖିବାକୁ ମିଳିଲାଣି ।…
Read More...