Browsing Category

ବିଜେଡି

ବୌଦ୍ଧ କଣ୍ଟାମାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ! ବିଭିନ୍ନ ପ୍ରକଳ୍ପର କଲେ ଶିଳାନ୍ୟାସ ଓ ଉଦଘାଟନ

କନକ ବ୍ୟୁରୋ : ବୌଦ୍ଧର କଂଟାମାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଣ୍ଟାମାଳରେ ୧୧୬ କୋଟି ଟଙ୍କାର ୪୫ଟି ଜନହିତକାରୀ ପ୍ରକଳ୍ପର ଉଦଘାଟନ କରିଛନ୍ତି ନବୀନ । ଏଥିରେ ୪ଟି ହାଇଭୋଲଟେଜ୍ ସେତୁ, ୬ଟି ସଡ଼କ ପ୍ରକଳ୍ପ ରହିଛି । ସେହିପରି କଂଟାମାଳରେ ୩୧୦ କୋଟି ୫୯ ଲକ୍ଷ ଟଙ୍କା ବ୍ୟୟରେ ୧୦ଟି…
Read More...

୨୦୧୯ରେ କେତେ ଜଣ ମହିଳାଙ୍କୁ ଟିକେଟ ଦେବ ବିଜେଡି? କାହାକୁ ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ

କନକ ବ୍ୟୁରୋ : ୨୦୧୯ ବିଧାନସଭା ନିର୍ବାଚନରେ କଣ ରହିବ ବିଜେଡିର ମହିଳା ଟିକେଟ ରଣନୀତି ସେନେଇ ଆରମ୍ଭ ହୋଇଯାଇଛି କଳ୍ପନା ଜଳ୍ପନା । ୩୩ ପ୍ରତିଶତ ମହିଳା ସଂରକ୍ଷଣ ସମର୍ଥନରେ ଥିବା ବିଜେଡି କେତେ ଜଣ ମହିଳାଙ୍କୁ ଟିକେଟ ଦେବ ସେନେଇ ତର୍ଜମା ଆରମ୍ଭ ହୋଇଯାଇଛି । ମହିଳାନେତ୍ରୀ ମାନେ ମଧ୍ୟ…
Read More...

ପିପିଲି ପଲିଟିକ୍ସ ! ପୁଣି ବିଜୟୀ ହେବାର ଦମ୍ଭୋକ୍ତି ବାଢ଼ିଲେ ମହାରଥୀ, ବିଜେପି ଓ କଂଗ୍ରେସର ଆଶାୟୀ ଅନେକ ।

କନକ ବ୍ୟୁରୋ: ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦମ୍ଭୋକ୍ତି ପୁଣି ପିପିଲିରେ ପିନ୍ଧିବେ ବିଜୟ ତିଳକ । ଏପରିକି ମହାରଥୀ କହିଛନ୍ତି ଯେ, ଆଗକୁ ଥିବା ନିର୍ବାଚନରେ ପିପିଲିରେ ତାଙ୍କ ବିପକ୍ଷରେ କେହି ପ୍ରତିନ୍ଦ୍ୱନ୍ଦି ନାହାନ୍ତି । ଏହାସହ ଦଳୀୟ ଟିକେଟ୍ ତାଙ୍କୁ କି ତାଙ୍କ ପରିବାରରେ କାହାକୁ…
Read More...

ପାୱାର କରିଡରରେ ଆରମ୍ଭ ହେଲା ଟିକେଟ ଲବି ! ସମର୍ଥକଙ୍କ ସହିତ ସଚିବାଳୟରେ ବିଜେଡି ଟିକେଟ୍ ଆଶାୟୀ

କନକ ବ୍ୟୁରୋ : ନିର୍ବାଚନ ଯେମିତି ପାଖେଇ ଆସୁଛି, ରାଜନୈତିକ ଉସ୍ମତା ସେମିତି ବଢ଼ିବାରେ ଲାଗିଛି । ଏହାରି ଭିତରେ ପୁଣି ନେତାମାନେ ଟିକେଟ୍ ପାଇଁ ଆରମ୍ଭ କରି ଦେଇଛନ୍ତି ଲବି । ନିର୍ବାଚନ ତାରିଖ ଘୋଷଣା ହେବାର ବହୁ ପୂର୍ବରୁ ଶାସକ ବିଜେଡି ଦଳର ନେତାମାନେ ଦଳୀୟ ଟିକେଟ୍ ଖଣ୍ଡିଏ ପାଇଁ ପାୱାର…
Read More...

ରାଜନୀତିରେ କୋଷ୍ଟାଲ ହାଇୱେ ! ବିଜେପିକୁ ଅଡୁଆ ସ୍ଥାନୀୟ ବିଧାୟକ ! ବିଜେଡି କହିଲା, ପ୍ରତାରଣା ଓ ଧୋକ୍କା ଦେଉଛି…

କନକ ବ୍ୟୁରୋ : କୋଷ୍ଟାଲ ହାଇୱେର ଡିପିଆରକୁ ନେଇ ବଢିଲା ଦ୍ୱନ୍ଦ । ଏନଏଚଆଇ କର୍ତ୍ତୃପକ୍ଷଙ୍କ ସହ ଆଜି ସଚିବାଳୟରେ ଆଲୋଚନା କରିଛନ୍ତି ସରକାର । ପୂର୍ବରୁ ହୋଇଥିବା ନିଷ୍ପତିରେ କିଛି ପରିବର୍ତ୍ତନ ହୋଇଥିବାରୁ ରାଜ୍ୟ ସରକାର ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଶେଷ କରି ଉପକୂଳ ରାଜପଥ…
Read More...

ନବୀନଙ୍କୁ ମାତ୍ ଦେବାକୁ ମୈଦାନରେ ମାଳ ମାଳ ନେତା ! ସଫଳତା ସାର୍ଟିଫିକେଟ୍ ଦେବେ ଜନତା ।

କନକ ବ୍ୟୁରୋ: ମିଶନ୍ ନବୀନଙ୍କୁ ହଟାଇ ଓଡ଼ିଶାକୁ ଦଖଲ କରିବା । କିନ୍ତୁ ବିଜେଡିର ଗଡ଼ ଦୋହଲାଇବାକୁ ଅଣ୍ଟା ଭିଡ଼ିଥିବା ବିରୋଧୀଙ୍କ ପାଇଁ ନବୀନ ମେଘନାଦ ପାଚେରୀ ଭଳି ଛିଡ଼ା ହୋଇଛନ୍ତି ବୋଲି ଚର୍ଚ୍ଚା ହେଉଛି । ଆଉ ସେହି ପାଚେରୀକୁ ଭାଙ୍ଗିବା ପାଇଁ କେତେବେଳେ ବିଜେପିର ଶୀର୍ଷ ନେତା ତ କେତେବେଳେ…
Read More...

ପ୍ରତିପକ୍ଷଙ୍କୁ ମାତ୍ ଦେବାକୁ ନବୀନଙ୍କ ‘ଫର୍ମୁଲା ୪୯’! ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ, ବିଜେଡି ସୁପ୍ରିମୋ ଖେଳିପାରନ୍ତି…

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ ଅଙ୍କ କଷିଲେଣି ରାଜ୍ୟର ୩ ପ୍ରମୁଖ ଦଳ । ବିଜେଡି ପୁଣିଥରେ ସରକାରକୁ ଫେରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ବେଳେ ବିଜେପି ଶାହାଙ୍କ ମିଶନ-୧୨୦ ରଣନୀତି ଉପରେ କାର୍ଯ୍ୟ କରୁଛି । ଆଉ କଂଗ୍ରେସ ଅଣ୍ଟା ସଳଖି ଛିଡା ହେବାକୁ ଜି ଜାନ୍ ଲଗାଇଦେଇଛି ।…
Read More...

ଭୁବନେଶ୍ୱରରେ ମନ ମିଳିଲା, ସୁନ୍ଦରଗଡରେ ଫାଟ ବଢିଲା! ଯୋଗେଶଙ୍କ ରୋଡ ସୋ’ରେ ସାମିଲ ହେଲେନି କୁସୁମ । ବଢିଲା ସୁନ୍ଦରଗଡ…

କନକ ବ୍ୟୁରୋ : ଭୁବନେଶ୍ୱରରେ ମିଶିଲେ, ସୁନ୍ଦରଗଡରେ ଭୁଲିଗଲେ । ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ ସିଂ ବିଜେଡିରେ ମିଶିବା ପୂର୍ବରୁ ଦଳରେ ଯେଉଁଭଳି ଅସନ୍ତୋଷ ଦେଖିବାକୁ ମିଳିଥିଲା ତାହା ଯୋଗେଶ ଦଳରେ ମିଶିବା ପରେ ଉଗ୍ର ରୂପ ଧାରଣ କରିଛି । ଯୋଗେଶ ବିଜେଡିରେ ମିଶିବା ପରେ ସୁନ୍ଦରଗଡରେ…
Read More...

ମୁଁ ପାଇବି ଟିକେଟ? ଶେଷ ଅଧିବେଶନରେ ବିଧାୟକ ଦମ୍ଭ ଦେଖାଇଲେ, ଟିକେଟ ପାଇବି, ନିର୍ବାଚନ ଜିତିବି ।

କନକ ବ୍ୟୁରୋ : ପଞ୍ଚଦଶ ବିଧାନସଭାର ଶେଷ ଅଧିବେଶନ ଶେଷ ହେବାକୁ ଆଉ ଦିନ କେଇଟା ବାକି ରହିଛି । ଆଉ ଏହାପରେ ଆରମ୍ଭ ହୋଇଯିବ ନିର୍ବାଚନ ଯୁଦ୍ଧ । ପୁଣିଥରେ ବିଧାନସଭାକୁ କିଏ ଆସିବ ତାହାକୁ ନେଇ ଆରମ୍ଭ ହେବ ରେସ । କାହାକୁ ମିଳିବ ଟିକେଟ, କାହା ମୁଣ୍ଡରେ ସୁନା କଳସ ଢାଳିବେ ଦଳର ସୁପ୍ରିମୋ । ଆଉ…
Read More...

କ୍ରୋଧ ଥମିଗଲା କୁସୁମଙ୍କର! ଭୁବନେଶ୍ୱରକୁ ଆସିଲେ, ନବୀନଙ୍କ ନିଷ୍ପତିରେ ହଁ ମାରିଲେ । ପଦ ପାଇ ଖୁସିରେ ଫେରିଲେ ।

କନକ ବ୍ୟୁରୋ : ବିଜେଡିକୁ ଯୋଗେଶ ଆସିଲେ ଏବଂ କୁସୁମ ମଧ୍ୟ ମାନିଗଲେ । ଆଉ ଏହାକୁ ସମ୍ଭବ କରି ଦେଖାଇଲେ ରାଜନୀତିର ଧୂରନ୍ଧର ନବୀନ ପଟ୍ଟନାୟକ । ବିଜେଡିରେ ଯୋଗେଶ ଯୋଗଦାନକୁ ନେଇ ସୁନ୍ଦରଗଡ ବିଜେଡିରେ ଯେଉଁ ଅସନ୍ତୋଷ ଦେଖାଦେଇଥିଲା ସେଥିରେ ଏକରକମ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଦଳର ସୁପ୍ରିମୋ…
Read More...