Browsing Category

ବିଜେଡି

ପୂର୍ବତଟ ରେଳବାଇ ବିଭାଜନକୁ ବିରୋଧ କରି ବିଜେଡିର ପ୍ରତିବାଦ: ଜବାବ ରଖିଲେ ରେଳ ରାଷ୍ଟ୍ରମନ୍ତ୍ରୀ, କହିଲେ ଇଂଚେ ବି…

କନକ ବ୍ୟୁରୋ: ପୂର୍ବତଟ ରେଳବାଇ ଡିଭିଜନ ବିଭାଜନକୁ ନେଇ ଆଜି ପୁଣି ବିରୋଧ ପ୍ରଦର୍ଶନ କରିଛି ବିଜେଡି । ପ୍ରତିବାଦରେ ଚନ୍ଦ୍ରଶେଖରପୁର ସ୍ଥିତ କାର୍ଯ୍ୟାଳୟ ସମୁଖରେ ବିଜେଡି ପକ୍ଷରୁଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । କେନ୍ଦ୍ର ସରକାର ଜାଣିଶୁଣି ରାଜନୈତିକ ସ୍ୱାର୍ଥସାଧନ ପାଇଁ ପୂର୍ବତଟ…
Read More...

ମୁଖ୍ୟମନ୍ତ୍ରୀଙ୍କ ବିକାଶ ପ୍ୟାକେଜ୍ । ବ୍ରହ୍ମପୁରରେ ୪୯୦ କୋଟିର ବୃହତ ଜଳସେଚନ ପ୍ରକଳ୍ପର କଲେ ଲୋକାର୍ପଣ, ଖୋର୍ଦ୍ଧାରେ…

କନକ ବ୍ୟୁରୋ : ବ୍ରହ୍ମପୁରରୁ ଦୂର ହେବ ଜଳକଷ୍ଟ । ଲୋକାର୍ପିତ ହେଲା ବୃହତ୍ ଜାନିବାଲି ଜଳ ପ୍ରକଳ୍ପ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୯୦ କୋଟି ଟଙ୍କାର ଏହି ମେଗା ଜଳ ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି । ଏହା ଜରିଆରେ ୧୬ ପଂଚାୟତର ପ୍ରାୟ ୫୩ ଟି ଗାଁ ଉପକୃତ ହେବେ । ସେହିପରି…
Read More...

ବିଜେଡିରେ ଯୋଗ ଦେଲେ ଓଲିଉଡ ସିଙ୍ଗର ହ୍ୟୁମାନ ସାଗର । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଧରିଲେ ଶଙ୍ଖ

କନକ ବ୍ୟୁରୋ : ବିଜେଡିରେ ଯୋଗ ଦେଲେ ଓଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନବୀନ ନିବାସରେ ବିଧିବଦ୍ଧ ଭାବେ ଶଙ୍ଖ ଧରିଛନ୍ତି ହ୍ୟୁମାନ ସାଗର ।ହ୍ୟୁମାନଙ୍କ ଯୋଗଦାନ ଦଳକୁ ଅଧିକ ମଜବୁତ କରିବ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।…
Read More...

ଖୋର୍ଦ୍ଧାରେ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆ ଏସଏସଜି ଗ୍ରୁପକୁ ପ୍ରଦାନ…

କନକ ବ୍ୟୁରୋ: ବ୍ରହ୍ମପୁରରେ ବୃହତ ଜାନିବିଲି ପାନୀୟ ଜଳ ପ୍ରକଳ୍ପର ଲୋକାର୍ପଣ କରିବା ପରେ ଖୋର୍ଧା ଜିଲ୍ଲାରେ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗୋଶାଳା ପଡିଆରେ ବିଶାଳ ସମାବେଶର ଆୟୋଜନ ହୋଇଛି । ଏହି ଅବସରରେ ହଜାର ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା…
Read More...

ବ୍ରହ୍ମପୁରରେ ଜାନିବିଲି ବୃହତ ଜଳଯୋଗାଣ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ: ଉପକୃତ ହେବେ ୫୩ଟି ଗାଁର ଲୋକ

କନକ ବ୍ୟୁରୋ: ବ୍ରହ୍ମପୁରରୁ ଜଳକଷ୍ଟ ଦୂର କରିବାକୁ ଭେଟି ଦେଇଛନ୍ତି ବୃହତ ଜାନିବିଲି ପାନୀୟ ଜଳ ପ୍ରକଳ୍ପ । ୪୯୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପକୁ ଆଜି ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ୧୬ଟି ପଂଚାୟତର ୫୩ଟି ଗାଁର ଲୋକେ ଉପକୃତ ହେବେ । ଏହା…
Read More...

ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଚିଠି! ପୂର୍ବତଟ ରେଳବାଇରୁ ୱାଲଟିୟର ଡିଭିଜନ ଅଲଗା ହେବା ନେଇ ଜାହିର କଲେ ଅସନ୍ତୋଷ,…

କନକ ବ୍ୟୁରୋ : ଇଷ୍ଟକୋଷ୍ଟ ରେଳବାଇକୁ ଦୁଇଭାଗ କରିଯିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି ନବୀନ ପଟ୍ଟନାୟକ । ଓଡିଶା ସରକାରଙ୍କ ସହ ପରାମର୍ଶ ନକରି ଦକ୍ଷିଣତଟ ରେଳଜୋନର ଗଠନ କରାଯାଇଥିବାରୁ ଅସନ୍ତୋଷ ଜାହିର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏପରିକି ବିଶାଖାପାଟଣାରେ…
Read More...

ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ଗସ୍ତ! ୩୮ ଦିନରେ ୨୫ ଜିଲ୍ଲା ଗସ୍ତ କରି ଜନସର୍ମ୍ପକ ବଢାଉଛନ୍ତି ନବୀନ

କନକ ବ୍ୟୁରୋ : ୩୮ ଦିନରେ ୨୫ ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୭୨ ବର୍ଷ ବୟସରେ ଉପନୀତ ନବୀନ ରାଜ୍ୟର ୩୦ ଜିଲ୍ଲାରୁ ୨୫ଟିରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଜନସାଧାରଣଙ୍କ ନିକଟରେ ନିଜକୁ ପହଞ୍ଚାଇଛନ୍ତି।…
Read More...

ବଡଚଣାରେ ୧୦୯ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ! କାଳିଆ ଯୋଜନାକୁ ପ୍ରଶଂସା କରିବା ସହ…

କନକ : ଚାଷୀଙ୍କ ଉନ୍ନତ୍ତି ପାଇଁ ହୋଇଛି କାଳିଆ ଯୋଜନା । କାଳିଆ ଯୋଜନା ଦେଶକୁ ବାଠ ଦେଖାଇଛି । ରାଜ୍ୟର ଜଣେ ବି ଚାଷୀ କାଳିଆ ଯୋଜନାକୁ ବାଦ ପଡ଼ିବେ ନାହିଁ । ଏଥିପାଇଁ ପ୍ରତ୍ୟେକ୍ଷ ରୂପରେ ନଜର ରଖିଛି । ଚାଷୀ ପିଲାଙ୍କ ପାଇଁ କାଳିଆ ବୃତ୍ତି ଯୋଜନା ହୋଇଛି । ଚାଷୀ, ମହିଳା ଓ ଯୁବ ସମାଜ ହେବେ…
Read More...

ପୂର୍ବତଟ ରେଳବାଇ ବିଭାଜନକୁ ବିରୋଧ ! ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଲା ବିଜେଡ଼ି

କନକ ବ୍ୟୁରୋ : ପୂର୍ବତଟ ରେଳବାଇ ବିଭାଜନକୁ ବିରୋଧ । ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଲା ବିଜୁ ଜନତା ଦଳ । ଚନ୍ଦ୍ରଶେଖରପୁର ସ୍ଥିତ ପୂର୍ବତଟ ରେଳବାଇର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରୁଛନ୍ତି ବିଜେଡି କର୍ମୀ । କେନ୍ଦ୍ର ସରକାର ଜାଣିଶୁଣି ରାଜନୈତିକ ସ୍ୱାର୍ଥସାଧନ ପାଇଁ ପୂର୍ବତଟ…
Read More...

ଆଜି ଯାଜପୁର ଓ ଭଦ୍ରକ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଣ୍ଡିଖୋଲଠାରେ ଉତ୍କଳ ବିଶ୍ୱବିଦ୍ୟାଳୟର…

କନକ ବ୍ୟୁରୋ : ଆଜି ଯାଜପୁର ଓ ଭଦ୍ରକ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ବିଭିନ୍ନ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ ଓ ଶିଳାନ୍ୟାସ କରିବେ ନବୀନ । ପ୍ରଥମେ ବଡଚଣାରେ ୧୦୯ କୋଟିରୁ ଅଧିକ ଟଙ୍କାର ୫ଟି ପ୍ରକଳ୍ପର ଶୁଭ ଉଦଘାଟନ କରିବେ । ସେହିପରି ୪୩କୋଟି…
Read More...