ନାମାଙ୍କନ ଭରିଲେ ମନ୍ମଥ ରାଉତରାୟ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କଲେ ପ୍ରାର୍ଥିପତ୍ର ।

କନକ ବ୍ୟୁରୋ: ନାମାଙ୍କନ ଦାଖଲ କଲେ ମନ୍ମଥ ରାଉତରାୟ । ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ମନ୍ମଥ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ନାମାଙ୍କନ ଭରିଛନ୍ତି । ତେବେ ଆଜି ସକାଳୁ କର୍ମୀଙ୍କ ଗହଳି ଭିତରେ ନାମାଙ୍କନ ଭରିବାକୁ…

ସୋସିଆଲ ମିଡିଆରେ ନୟାଗଡ ବିଜେପି ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀଙ୍କୁ କଦର୍ଯ୍ୟ କରି ଦେଖାଇବା ଘଟଣା । ସମ୍ବିତ…

କନକ ବ୍ୟୁରୋ: ସୋସିଆଲ ମିଡିଆରେ ନୟାଗଡ ବିଜେପି ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀଙ୍କୁ କଦର୍ଯ୍ୟ କରାଯିବା ଘଟଣାରେ ପ୍ରତିବାଦ । ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଏହି ଘଟଣାର ଦୃଢ ନିନ୍ଦା କରିଛନ୍ତି । ଆମ ପାଇଁ ବଡ ଆମ ନୟାଗଡ ନାମକ ଏକ ଫେସବୁକ୍ ଜରିଆରେ ପ୍ରତ୍ୟୁଷା ରାଜେଶ୍ୱରୀଙ୍କୁ…

ନାମାଙ୍କନ ଦାଖଲ କଲେ ଓ ଦମ୍ ଦେଖାଇଲେ । ନାମାଙ୍କନ ପୂର୍ବରୁ ଦେବେଶଙ୍କ ଶକ୍ତି ପ୍ରଦର୍ଶନ ।

କନକ ବ୍ୟୁରୋ: ନାମାଙ୍କନ ଦାଖଲ କଲେ ଓ ଦମ୍ ଦେଖାଇଲେ । ବରଗଡ଼ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ନାମାଙ୍କନ ଭରିବା ପୂର୍ବରୁ ଶକ୍ତି ପ୍ରଦର୍ଶନ କରିଛନ୍ତି । ବିରାଟ ଶୋଭାଯାତ୍ରରେ ହଜାର ହଜାର କର୍ମୀଙ୍କ ସହ ରୋଡ ସୋ କରିଛନ୍ତି ଦେବେଶ ଆଚାର୍ଯ୍ୟ । ନଦୀପଠାରୁ…

ରାଜ୍ୟ ସରକାରଙ୍କୁ ଘେରିଲେ ରାଜ୍ୟ ବିଜେପି ସଭାପତି । କହିଲେ ମହାନଦୀରେ ହେଇପାରିଲାନି ବ୍ୟାରେଜ୍ । ଆମେ ସରକାରକୁ ଆସିଲେ…

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ କୃଷକ ମାରଣ ନୀତିକୁ ବର୍ଷିଲା ବିଜେପି । ଓଡ଼ିଶାର ଚାଷୀ ୫ ହଜାର ଟଙ୍କା ରୋଜଗାର କରୁଥିବା ବେଳେ ପଞ୍ଜାବର ଚାଷୀ ଦେଢ଼ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ରାଜ୍ୟର ମାତ୍ର ୧୭ ଭାଗ ଜମିରେ ଜଳସେଚନ ହୋଇଛି । ୩ ଥର ନିର୍ବାଚନୀ ଇସ୍ତାହାରରେ ବିଜେଡ଼ି ଜଳସେଚନ ନେଇ…

ମାଆ ସମଲେଇଙ୍କ ଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ । ଆଜି ବିରାଟ ଶୋଭାଯାତ୍ରାରେ ଯାଇ କରିବେ ନାମାଙ୍କନ ।

କନକ ବ୍ୟୁରୋ: ସମ୍ବଲପୁର ଲୋକସଭା ପାଇଁ ଆଜି ନାମାଙ୍କନ ଦାଖଲ କରିବେ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନାମାଙ୍କନ ପୂର୍ବରୁ ମା’ ସମଲେଇଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଆଜି ବିରାଟ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବେ ।…

ଢେଙ୍କାନାଳ ପଲ୍ଲିଶ୍ରୀ ମେଳା ପଡ଼ିଆରେ ସନ୍ଦିଗ୍ଧ ହେଲିକପ୍ଟରକୁ ନେଇ ଚର୍ଚ୍ଚା । କାହିଁକି ଓ କେଉଁଠୁ ଆସିଲା ପ୍ରଶାସନ…

କନକ ବ୍ୟୁରୋ: ଢେଙ୍କାନାଳରେ ସନ୍ଦିଗ୍ଧ ହେଲିକପ୍ଟରକୁ ନେଇ ଚର୍ଚ୍ଚା । ଆଜି ସକାଳୁ ଏକ ଧଳା ରଙ୍ଗର ହେଲିକପ୍ଟର ଢେଙ୍କାନାଳ ପଲ୍ଲିଶ୍ରୀ ମେଳା ପଡ଼ିଆରେ ଅବତରଣ କରିଛି । ଏହି ଚପରଟି କେଉଁଠୁ ଆସିଛି ଓ କାହିଁକି ଆସିଛି ପ୍ରଶାସନ ପାଖରେ ସୂଚନା ନାହିଁ । ଏ ସଂକ୍ରାନ୍ତରେ ହେଲିକପ୍ଟରରେ ଥିବା…