ପ୍ରକାଶ ପାଇଲା ଜେଇଇ ମେନ୍ ସେସନ୍ -୨ ପରୀକ୍ଷାଫଳ । ଭୁବନେଶ୍ୱରର ପ୍ରିୟଙ୍କା ସର ଓଡିଶା ଟପ୍ପର

କନକ ବ୍ୟୁରୋ: ସର୍ବଭାରତୀୟ ଜେଇଇ ମେନ୍ ସେସନ୍ -୨ ପରୀକ୍ଷାଫଳ ପ୍ରକାଶ ପାଇଛି । ଶନିବାର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ପକ୍ଷରୁ ଏହି ରେଜଲ୍ଟ ପ୍ରକାଶ ପାଇଛି । ସର୍ବଭାରତୀୟ ସ୍ତରରେ ୪୩ ଜଣ ପରୀକ୍ଷାର୍ଥୀ ୧୦୦ ପ୍ରତିଶତ ସ୍କୋର ରଖି ଉତୀର୍ଣ୍ଣ ହୋଇଛନ୍ତି । ପ୍ରାୟ ୨ ଲକ୍ଷ ୫୦ ହଜାର…

ସମ୍ବଲପୁର ହନୁମାନ ଜୟନ୍ତୀ ହିଂସା ଘଟଣା । ଆଗୁଆ ସତର୍କ କରିଥିଲା ଗୁଇନ୍ଦା ବିଭାଗ ।

କନକ ବ୍ୟୁରୋ: ସମ୍ବଲପୁର ହନୁମାନ ଜୟନ୍ତୀ ହିଂସା ଘଟଣା । ହିଂସା ନେଇ ଏସପିଙ୍କୁ ଆଗୁଆ ସତର୍କ କରିଥିଲା ଗୁଇନ୍ଦା ବିଭାଗ । ସମ୍ବଲପୁର ଜିଲ୍ଲା ଏସପିଙ୍କୁ ଚିଠି ଲେଖି ସତର୍କ ରହିବାକୁ ସୂଚନା ଦେଇଥିଲେ ଗୁଇନ୍ଦା ଏସପି । ସେହି ସମୟର ଚିଠି ଏବେ ସାମ୍ନାକୁ ଆସିଛି । ୧୨ ଏପ୍ରିଲରେ ହନୁମାନ…

ଦାନ୍ତେୱାଡା ନକ୍ସଲ ଆକ୍ରମଣକୁ ନେଇ ଚାଞ୍ଚଲ୍ୟକର ତଥ୍ୟ । ଘଟଣାର ୨ ମାସ ଆଗରୁ ନକ୍ସଲ ପୋତିଥିଲେ ବିସ୍ଫୋରକ ।

କନକ ବ୍ୟୁରୋ: ଗତ ୨୬ ତାରିଖ ଦାନ୍ତେୱାଡା ନକ୍ସଲ ଆକ୍ରମଣ ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଯେଉଁଭଳି ଭାବେ ଆଇଇଡି ଲଗାଇ ଛତିଶଗଡ ଡିଆରଜିର ଯବାନଙ୍କ ଗାଡିକୁ ଉଡାଇ ଦେଇଥିଲେ ନକ୍ସଲ, ତାହା ପୁରା ଦେଶକୁ ଦୋହଲାଇ ଦେଇଥିଲା । ଘଟଣାର ୩ ଦିନ ପରେ ଆସିଛି ଆକ୍ରମଣକୁ ନେଇ ଚାଞ୍ଚଲ୍ୟକର ତଥ୍ୟ…

ବିଏମସିରେ ବାବୁ ଓ ନେତାଙ୍କ ବିବାଦ । ଅଧିକାରୀ ଓ କର୍ମଚାରୀ କଥା ଶୁଣୁନଥିବା ଅଭିଯୋଗ ଆଣିଲେ କିଛି କର୍ପୋରେଟର

କନକ ବ୍ୟୁରୋ: ବିଏମସିରେ ଚାଲିଛି ବାବୁ ଓ ନେତାଙ୍କ ଭିତରେ ବିବାଦ । ଅଧିକାରୀ ଓ କର୍ମଚାରୀ କଥା ଶୁଣୁନଥିବା ଅଭିଯୋଗ ଆଣିଛନ୍ତି କିଛି କର୍ପୋରେଟର । ବୈଠକ ପରେ ବାହାରକୁ ଆସି ଅସନ୍ତୋଷ ଜାହିର କରିଛନ୍ତି କିଛି କର୍ପୋରେଟର । ତେବେ ଜନପ୍ରତିନିଧିଙ୍କୁ ସମ୍ମାନ ଜଣାଇବା ପାଇଁ ଅଫିସରଙ୍କୁ କମିସନର…

ଗୁଲାମଙ୍କ ଆତ୍ମଜୀବନୀରେ ମହାବାତ୍ୟାର କଥା । ଲେଖିଛନ୍ତି ଅଙ୍ଗେଲିଭା ଅନୁଭୂତି । ଲୁଲୁଙ୍କ ସହଯୋଗକୁ ପ୍ରଶଂସା, ଧନ୍ୟବାଦ…

କନକ ବ୍ୟୁରୋ: ଦେଶର ବରିଷ୍ଠ ରାଜନେତା ଗୁଲାମନବୀ ଆଜାଦ୍ ନିକଟରେ ନିଜ ଆତ୍ମଜୀବନୀକୁ ନେଇ ‘ଆଜାଦ’ ନାମରେ ଏକ ପୁସ୍ତକ ଭେଟି ଦେଇଥିଲେ । ତେବେ ନିଜର ଏହି ଆତ୍ମଜୀବନୀରେ ୧୯୯୯ ମସିହାର ମହାବାତ୍ୟା ବିଷୟରେ ଆଲୋଚନା କରିଛନ୍ତି ଗୁଲାମନବୀ । ମହାବାତ୍ୟା ସମୟରେ ସ୍ୱର୍ଗତ କଂଗ୍ରେସ ନେତା ଲୁଲୁ…

କେନ୍ଦ୍ର ଜିଏସଟି ପରେ ରାଜ୍ୟ ଜିଏସଟିର ଚଢ଼ାଉ । ଉଠିଲା ପ୍ରଶ୍ନ, ଜିଏସଟି ଚଢାଉ ହେଉଛି.. ନା ଚାଲିଛି ରାଜନୈତିକ…

କନକ ବ୍ୟୁରୋ: କେନ୍ଦ୍ରର ଜିଏସଟି ବନାମ ରାଜ୍ୟର ଜିଏସଟି । କେନ୍ଦ୍ର ଓ ରାଜ୍ୟର ଜିଏସଟି ଚଢାଉକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ଯାଜପୁର ଧର୍ମଶାଳାରେ କେନ୍ଦ୍ର ଜିଏସଟି ଚଢାଉ କରିଥିବାବେଳେ, ତାଳଚେରର କୋଇଲା ବ୍ୟବସାୟୀଙ୍କ ଘରେ ରାଜ୍ୟ ଜିଏସଟିର ଚଢାଉ ହୋଇଛି । ଯାହାକୁ ନେଇ ତେଜିବାରେ ଲାଗିଛି…