ଯୁଦ୍ଧ ଭିତରେ ସ୍ୱଦେଶ ଫେରୁଛନ୍ତି ଭାରତୀୟ । ‘ଅପରେସନ ଅଜୟ’ରେ ଫେରୁଛନ୍ତି ଭାରତୀୟ

କନକ ବ୍ୟୁରୋ : ଇସ୍ରାଏଲ-ହମାସ୍ ଯୁଦ୍ଧ ଭିତରେ ‘ଅପରେସନ ଅଜୟ’ରେ ଦେଶକୁ ୨ୟ ପଯ୍ୟାୟରେ ଫେରିଛନ୍ତି ୨୩୫ ଭାରତୀୟ । ସ୍ୱତନ୍ତ୍ର ବିମାନ ଯୋଗେ ତେଲ ଅବିବରୁ ସୁରକ୍ଷିତ ଭାବେ ଦିଲ୍ଲୀରେ ପହଂଚିଛନ୍ତି ଇସ୍ରାଏଲରେ ରହୁଥିବା ଭାରତୀୟ । ଇସ୍ରାଏଲରେ ଚାଲିଥିବା ଯୁଦ୍ଧ ଭିତରେ ୧୮ହଜାର ଭାରତୀୟ ଫସି…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ୧୮ ଦିନ ଆଗୁଆ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

କନକ ବ୍ୟୁରୋ : ଶିମିଳିପାଳ ଅଭୟାରଣ୍ୟର ପିଠାବଟା ତନଖି ଫାଟକ । କଅଁଳ ଖରା ସାଙ୍ଗକୁ କୋହଲା ପାଗରେ ଅଭୟାରଣ୍ୟ ଭିତରକୁ ଯିବା ପାଇଁ ପ୍ରବେଶ ଅନୁମତି ଅପେକ୍ଷାରେ ଦୂର ଦୂରାନ୍ତରୁ ଆସିଥିବା ପର୍ଯ୍ୟଟକ । ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ଆଗରୁ ଶିମିଳିପାଳ ଗେଟ୍ ଖୋଲିଛି । ତେଣୁ ଅଭୟାରଣ୍ୟର…

ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ନାହାନ୍ତି ଆବଶ୍ୟକୀୟ ଡାକ୍ତର । ଚିକିତ୍ସା ସେବା ନପାଇ ନିରାସ ହେଉଛନ୍ତି…

କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲାର ଦ୍ୱିତୀୟ ବୃହତମ ସହର ପଟ୍ଟାମୁଣ୍ଡାଇରେ ରହିଛି ଉପଖଣ୍ଡ ସ୍ତରୀୟ ସ୍ୱାସ୍ଥ୍ୟ କେନ୍ଦ୍ର । ରାତି ପାହିଲେ ଆଳି, ରାଜନଗର, ମହାକାଳପଡା, ରାଜକନିକା ଓ ପଟ୍ଟାମୁଣ୍ଡାଇ ବ୍ଳକର ହଜାର ହଜାର ରୋଗୀ ଚିକିତ୍ସା ପାଇଁ ଏଠାରେ ଭିଡ ଲଗାନ୍ତି । ହେଲେ ଏଠାରେ ସଠିକ୍…

ପୁଣି ଆନ୍ଧ୍ରର ଅନୁପ୍ରବେଶ । କୋଟାପୁଟ ପଟାଙ୍ଗି ବ୍ଲକ ଗାଲିଗାବଦର ଗାଁରେ ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି ଆନ୍ଧ୍ର…

କନକ ବ୍ୟୁରୋ : ଓଡ଼ିଶା ସୀମାନ୍ତ ଅଂଚଳରେ ପୁଣି ଆନ୍ଧ୍ରର ଅନୁପ୍ରବେଶ । ସ୍ୱାସ୍ଥ୍ୟକର୍ମୀଙ୍କୁ ଘଉଡାଇଲେ ବ୍ଲକ ଅଧ୍ୟକ୍ଷା । କୋଟିଆ ଗ୍ରାମପୁଂଜକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ । ଅନେକ ସମୟରେ ଆନ୍ଧ୍ରର ଅଧିକାରୀ ମାନେ କୋଟିଆ ଗ୍ରାମପୁଂଜ ସହିତ ସୀମାନ୍ତ ଗାଁ…

କାହା ପାଇଁ ସରକାରୀ ଯୋଜନା ? କେଉଁ ଆଧାରରେ ଗରିବ ଲୋକଙ୍କୁ ଦିଆଯାଉଛି ସରକାରୀ ଆବାସ ? ଗୋଟିଏ ଘରେ ରହୁଛନ୍ତି ଗାଈ ଓ…

କନକ ବ୍ୟୁରୋ : ଅବହେଳିତ ବୃଦ୍ଧ ଦମ୍ପତି ନିରଂଜନ ଜେନା ଓ ଦୁଃଖିନୀ ଜେନା । ଦୁଇ ଗାଈଙ୍କ ସହିତ ଝାଟି ମାଟି କୁଡିଆରେ ଜରିପାଲ ପକାଇ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି । ଘରର ଗୋଟିଏ ପଟେ ଗାଈ ଅନ୍ୟପଟେ ରହୁଛନ୍ତି ବୃଦ୍ଧ ଦମ୍ପତି । ଘର ସାରା ପାଣି କାଦୁଅରେ ସରସର । ଘରର କୌଣସି କବାଟ ନାହିଁ ।…

ସମବାୟ ସମିତିରେ ବି ସରପଞ୍ଚ ସ୍ୱାମୀଙ୍କ ରାଜ୍ । ଚାଷୀଙ୍କ ଅଜାଣତରେ ଗଠନ କଲେ ସମିତି । କଟକ ଏଆରସିଏସଙ୍କ ଦ୍ୱାରସ୍ତ…

କନକ ବ୍ୟୁରୋ : କୃଷି ସମବାୟ ସମିତି ଖୋଲିଛି କିଏ? କେଉଁ ଆଧାରରେ କରାଯାଇଛି ସଭାପତି, ସଂପାଦକ ଓ ସଭ୍ୟ ଚୟନ? ସଭ୍ୟମାନେ ଚାଷୀ ନା ଅନ୍ୟ କୌଣସି ବୃତ୍ତିର? ସୂଚନା ଅଧିକାର ଆଇନ୍ ଖୋଲି ଦେଇଛି ସମବାୟ ସମିତିର ସତ । କଟକ ନିଶ୍ଚିନ୍ତକୋଇଲି ବ୍ଲକ ତରତ ଶାସନ ପଂଚାୟତରେ ନବଗଠିତ ଅନନ୍ତ କିଶୋର କୃଷି…