ଦର୍ଶନ ହୀରାନନ୍ଦାନୀଙ୍କ ୟୁଟର୍ଣ୍ଣ ପରେ ଜବାବ ରଖିଲେ ମହୁଆ ମୋଇତ୍ରା । କହିଲେ ଭୟଭୀତ କରାଇ ତାଙ୍କଠୁ ସତ୍ୟପାଠରେ…

କନକ ବ୍ୟୁରୋ : ପ୍ରଶ୍ନ ପାଇଁ ପଇସା ବିବାଦରେ ବଢ଼ୁଛି ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ଅଡୁଆ । ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀ ୟୁଟର୍ଣ୍ଣ ନେବା ସହ ମୋଇତ୍ରାଙ୍କ ନାଁରେ ପାଲଟା ଅଭିଯୋଗ ଆଣିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବଦନାମ କରିବା ପାଇଁ ଟିଏମସି ସାଂସଦ, ଗୌତମ…

ଯୁଦ୍ଧ ଭୂମିରୁ ୫ଟି ପର୍ଯ୍ୟାୟରେ ସ୍ୱଦେଶ ଫେରିଲେଣି ୧୨ଶହରୁ ଅଧିକ ଭାରତୀୟ । ଯୁଦ୍ଧ ପ୍ରଭାବରେ ଆକାଶଛୁଆଁ ହେଲାଣି ସୁନା…

କନକ ବ୍ୟୁରୋ : ଇସ୍ରାଏଲ ସେନାର ମନୋବଳ ବୃଦ୍ଧି କରୁଛନ୍ତି ଇସ୍ରାଏଲ ନାଗରିକ । କେବଳ ଖ।।ଦ୍ୟପାନୀୟ ଯୋଗାଉନାହାଁନ୍ତି ବଂର ସେମାନଙ୍କ କେଶ ବିନ୍ୟାଶ ମଧ୍ୟ କରୁଛନ୍ତି । ସେନା ନିକଟରେ ଶହ ଶହ ଲୋକ ଭଳିକି ଭଳି ଖାଦ୍ୟ ପ୍ରସ୍ତୁତ କରି ସେନାର ଯବାନଙ୍କୁ ଦେଉଥିବା ଦୃଶ୍ୟ ସାମ୍ନାକୁ ଆସିଛି ।…

ତେଲେଙ୍ଗାନାରେ ରାହୁଲ ଓ ରାଜସ୍ଥାନରେ ପ୍ରିୟଙ୍କା କଲେ ବିଜେପିକୁ ଟାର୍ଗେଟ । ଛତିଶଗଡରେ କଂଗ୍ରେସକୁ ଶାଣିତ ଆକ୍ରମଣ କଲେ…

କନକ ବ୍ୟୁରୋ : ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ବାଜି ସାରିଛିି ବିଗୁଲ । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଓ ମିଜୋରାମରେ ନିର୍ବାଚନ ପ୍ରଚାର ପାଇଁ ବଡ ବଡ ନେତାଙ୍କ ଗହଳି ପ୍ରତିଦିନ ଦେଖିବାକୁ ମିଳୁଛି । ଶୁକ୍ରବାର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ରାଜସ୍ଥାନ…

 ଚର୍ଚ୍ଚାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବୟାନ । କହିଲେ, ମୋ ପାଇଁ ବସୁନ୍ଧରାଙ୍କୁ ଦଣ୍ଡ ନଦେଉ ବିଜେପି

କନକ ବ୍ୟୁରୋ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବର୍ତ୍ତମାନ ଏଭଳି କିଛି କଥା କହିଛନ୍ତି ଯାହା କେବଳ ରାଜସ୍ଥାନ ରାଜ୍ୟ ରାଜନୀତି ନୁହେଁ ବଂର ଜାତୀୟ ରାଜନୀତିରେ ମଧ୍ୟରେ ଚର୍ଚ୍ଚା ବିଷୟ ପାଲଟିଛି । ଆଉ କାହା ପାଇଁ ନୁହେଁ ବିଜେପି ନେତ୍ରୀ ତଥା ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ…

ହସ୍ପିଟାଲ ପରେ ଚର୍ଚ୍ଚ ଉପରେ ଘାତକ ଆକ୍ରମଣ । ଶରଣାର୍ଥୀଙ୍କ ପ୍ରାଣହାନି, ଆକ୍ରମଣକୁ ନିନ୍ଦା

କନକ ବ୍ୟୁରୋ : ଗାଜାରେ ପ୍ରତିକ୍ଷଣରେ ଯାଉଛି ଜୀବନ । ଯେଉଁ ସ୍ଥାନକୁ ସବୁଠୁ ସୁରକ୍ଷିତ ମଣି ଲୋକମାନେ ଜୀବନ ବଂଚାଇବା ପାଇଁ ଆଶ୍ରୟ ନେଉଛନ୍ତି, ସେହି ସବୁ ସ୍ଥାନ ମଧ୍ୟ ଯୁଦ୍ଧରୁ ବାଦ ପଡୁନି । ଦୁଇ ଦିନ ପୂର୍ବରୁ ହସ୍ପିଟାଲ ଆକ୍ରମଣରେ ୫ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଏବେ ଗାଜାରେ…

ରାଜ୍ୟରେ ଘରୋଇ ବସ୍ ଧର୍ମଘଟ ଟାଳିବାକୁ ଆଲୋଚନା । ପରିବହନ ମନ୍ତ୍ରୀଙ୍କ ସହ ବସ୍ ମାଲିକ ସଂଘର ବୈଠକ

କନକ ବ୍ୟୁରୋ : ରାଜ୍ୟରେ ଘରୋଇ ବସ୍ ମାଲିକ ସଂଘର ଡାକରାରେ ଆଜି ବାଲେଶ୍ୱରକୁ ଛାଡି ଅନ୍ୟ ସବୁ ଜିଲ୍ଲାରେ ବସ୍ ଚଳାଚଳ ବନ୍ଦ ରହିଛି । ଲୋକମାନେ ଯିବା ଆସିବା ପାଇଁ ନାହିଁ ନଥିବାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏହାକୁ ନଜରରେ ରଖି ପରିବହନ ମନ୍ତ୍ରୀ ଓ ବସ୍ ମାଲିକ ସଂଘ ଭିତରେ ଧର୍ମଘଟ…