ବଢ଼ିଲା ଆମ ଆଦମୀ ପାର୍ଟି ସାଂସଦ ସଂଜୟ ସିଂଙ୍କ ଇଡି ରିମାଣ୍ଡ । ଅକ୍ଟୋବର ୧୩ପର୍ଯର୍ନ୍ତ ରିମାଣ୍ଡରେ ରହିବେ ଆପ୍ ସାଂସଦ

କନକ ବ୍ୟୁରୋ : ବଢୁଛି ଆପ୍ ସାଂସଦ ସଞ୍ଜୟ ସିଂହଙ୍କ ଅଡୁଆ, ୧୩ ଅକ୍ଟୋବର ପର୍ଯ୍ୟନ୍ତ ଇଡି ରିମାଣ୍ଡ ବୃଦ୍ଧି । ଇଡି ପ୪ରୁ ୫ଦିନିଆ ରିମାଣ୍ଡ ପାଇଁ ଆବେଦନ କରାଯାଇଥିବା ବେଳେ ୩ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି କୋର୍ଟ । ଜେରା ବେଳେ ସଞ୍ଜୟ ସିଂ ସହଯୋଗ କରୁନଥିବା କୋର୍ଟରେ କହିଲା ଇଡି ।…

ଏସିଆନ ଗେମ୍ସ ପଦକ ବିଜେତାଙ୍କୁ ଭବ୍ୟ ସମ୍ବର୍ନ୍ଧନା । ଦିଲ୍ଲୀ ଧ୍ୟାନଚାନ୍ଦ ଷ୍ଟାଡିୟମରେ କ୍ରୀଡାବିତଙ୍କୁ ସମ୍ବର୍ନ୍ଧନା…

କନକ ବ୍ୟୁରୋ : ଏସିଆନ ଗେମସ ପଦକ ବିଜେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବର୍ନ୍ଧନା । ଦିଲ୍ଲୀ ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରେ ଆୟୋଜିତ କାର୍ଯକ୍ରମରେ ପିଏମ ମୋଦି ଏସିଆନ ଗେମ୍ସରେ ଭାଗ ନେଇଥିବା କ୍ରୀଡାବିତ୍ ମାନଙ୍କୁ ଭେଟିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କ୍ରୀଡାବିତ ମାନଙ୍କୁ…

ମଧ୍ୟପ୍ରଦେଶ ଶାହଡୋଲରେ ସଭା କରି ବିଜେପି ଓ ଆରଏସଏକୁ ଟାର୍ଗେଟ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । କହିଲେ,…

କନକ ବ୍ୟୁରୋ : କଂଗ୍ରେସର ମିଶନ ମଧ୍ୟପ୍ରଦେଶ । ଶାହଡୋଲରେ ସଭା କରି ବିଜେପି ଓ ଆରଏସଏକୁ ଟାର୍ଗେଟ କରିଛନ୍ତି ରାହୁଲ । ରାହୁଲ କହିଛନ୍ତି ବିଜେପି ପଛୁଆବର୍ଗଙ୍କ କଥା କୁହେ କିନ୍ତୁ ହୃଦୟରୁ ସମ୍ମାନ ଦିଏନି । ଯଦି ସମ୍ମାନ ଭାବନା ଥାନ୍ତା ତେବେ ଜାତିଭିତିକ ଜନଗଣନା କରେଇବାକୁ ପଛାନ୍ତା ନାହିଁ…

ଘୋଷଣା ହେଲା ତାରିଖ, ଉଷ୍ମ ନିର୍ବାଚନୀ ମାହୋଲ । ଫାଇନାଲରୁ ପୂର୍ବରୁ ସେମିଫାଇନାଲ ଉପରେ ନଜର

କନକ ବ୍ୟୁରୋ : ୫ରାଜ୍ୟ ପାଇଁ ଘୋଷଣା ହୋଇଛି ବିଧାନସଭା ନିର୍ବାଚନ ତାରିଖ । ମୁଖ୍ୟ ନିର୍ବାଚନ କମିଶନ ସୋମବାର ତାରିଖ ଘୋଷଣା କରିବା ପରେ ଚଳଚଂଚଳ ହୋଇଛି ରାଜ୍ୟଠୁ ଜାତୀୟ ରାଜନୀତି । ପରମ ପ୍ରତିଦ୍ୱନ୍ଦୀ ବିଜେପି-କଂଗ୍ରେସ ମଧ୍ୟରେ ପୂର୍ବଥର ଅପେକ୍ଷା ଏଥରକ ଅଧିକ ଟକ୍କର ହେବା ବୋଲି କୁହାଯାଉଛି…

ଇସ୍ରାଏଲ ଉପରେ ହମାସ ଆକ୍ରମଣ । ଇରାନର ଭୂମିକା ନେଇ ଉଠିଲା ପ୍ରଶ୍ନ, ଦୁଇ ମାସ ପୂର୍ବରୁ ଷଡ଼ଯନ୍ତ୍ର ରଚିଥିବା ଚର୍ଚ୍ଚା

କନକ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ସାଂଘାତିକ ହେଉଛି ମହାସଂଘର୍ଷ । ପାଲେଷ୍ଟାଇନ୍ ଆତଙ୍କୀ ସଂଗଠନ ‘ହମାସ’ ଓ ଇସ୍ରାଏଲ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ରଣକ୍ଷେତ୍ର ପାଲଟିଛି ଗାଜା, ଘନଘନ ହେଉଛି ମିଜାଇଲ୍, ତୋପ ଓ ରକେଟ୍ ମାଡ । ଏହାରି ଭିତରେ ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀ ସଂଗଠନର ଆକ୍ରମଣ…

ଚତୁର୍ଥ ଦିନରେ ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ । ୧୫ଶହରୁ ଅଧିକ ହମାସ ଆତଙ୍କବାଦୀ ନିହତ, ଆତଙ୍କୀଙ୍କୁ ଖୋଜିଖୋଜି ମାରୁଛି…

କନକ ବ୍ୟୁରୋ : ଇସ୍ରାଏଲରେ ଅନୁପ୍ରବେଶ କରିଥିବା ହମାସ ଆତଙ୍କବାଦୀଙ୍କୁ ନିପାତ କରୁଛନ୍ତି ଇସ୍ରାଏଲ ସେନା । ୧୫ଶହ ହମାସ ଆତଙ୍କବାଦୀଙ୍କ ମୃତ ଦେହ ଇସ୍ରାଏଲରୁ ଠାବ ହୋଇଛି । ସେପଟେ ଲେବାନନର ଆତଙ୍କୀ ସଂଗଠନ ହିଜବୁଲ୍ଲାହର ଆତଙ୍କବାଦୀ ସୀମାରେ ପଶି ଗୁଳିମାଡ କରିଥିବା ସୂଚନା ମିଳିଛି ।…