କୃଷକ ଓ ସରକାରଙ୍କ ମଧ୍ୟରେ ଆଲୋଚନା ପାଇଁ ଖୋଲିଲା ବାଟ । କୃଷକ ନେତା କହିଲେ ନିସର୍ତ୍ତ ଆଲୋଚନା ପାଇଁ ରାଜି ହୋଇଛନ୍ତି…

କନକ ବ୍ୟୁରୋ : କୃଷକ ଆନ୍ଦୋଳନକୁ ସମାପ୍ତ କରିବା ପାଇଁ ସରକାର ଆଗକୁ ଆସିଛନ୍ତି । ଭାରତୀୟ କିଷାନ ୟୁନିୟନର ଅଧ୍ୟକ୍ଷ ବୁଟା ସିଂ କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ସୋମବାର ମଧ୍ୟାହ୍ନରେ ତାଙ୍କ ସହିତ କଥା ହୋଇଛନ୍ତି । ଏହାସହ କୃଷକ ନେତୃତ୍ୱଙ୍କ ସହିତ ସେ ନିସର୍ତ୍ତ ଆଲୋଚନା କରିବାକୁ ରାଜି…

ବିଜେପି ସାଂସଦଙ୍କ ଦାବି । ଟିଏମସିର ୬୨ ବିଧାୟକ ବିଜେପି ସଂପର୍କରେ । ୧୫ ଡିସେମ୍ବର ସୁଦ୍ଧା ଭାଙ୍ଗିଯିବ ଦିଦିଙ୍କ…

କନକ ବ୍ୟୁରୋ : ୨୦୨୧ ଆରମ୍ଭରୁ ପଶ୍ଚିମବଙ୍ଗରେ ହୋଇପାରେ ବିଧାନସଭା ନିର୍ବାଚନ । ହେଲେ ଏବେ ଠାରୁ ପଶ୍ଚିମବଙ୍ଗରେ ବିଜେପି ଓ ଶାସନ କ୍ଷମତାରେ ଥିବା ତୃଣମୂଳ କଂଗ୍ରେସ ମଧ୍ୟରେ ଛକା ପଞଞ୍ଝା ଜୋର ଧରିବାରେ ଲାଗିଛି । ଏହାସହ ନିର୍ବାଚନ ପୂର୍ବରୁ ଯେଭଳି ଦଳ ବଦଳ ଟ୍ରେଣ୍ଡ ଦେଖାଦିଏ ତାହା ଏବେ…

 କୃଷକ ଆନ୍ଦୋଳନକୁ ସମର୍ଥନ କରି ରାହୁଲ- ପ୍ରିୟଙ୍କାଙ୍କ ସୋସିଆଲ ମିଡିଆ ଅଭିଯାନ ‘ସ୍ପିକ୍ ଫର ଫାର୍ମରର୍ସ ’ । ଏନଡିଏ…

 କନକ ବ୍ୟୁରୋ : ଦେଶର କୃଷକ ମାନେ ନୂତନ କୃଷି ବିଲ୍ କୁ ବିରୋଧ କରି ଆରମ୍ଭ ଦିଲ୍ଲୀ, ପଞ୍ଜାବ, ହରିଆଣା, ଉତ୍ତରପ୍ରଦେଶ ଆଦି ରାଜ୍ୟର ସୀମାରେ ବିକ୍ଷୋଭ ଜାରି ରଖିଛନ୍ତି । କୃଷକଙ୍କ ଏଭଳି ପ୍ରତିବାଦ ରାଲିକୁ ଦେଶର ବିଭିନ୍ନ କୃଷକ ସଂଗଠନ ସହ ରାଜନୈତିକ ଦଳମାନେ ବାହାରୁ ସମର୍ଥନ ଦେଉଥିବା ଦେଖା…

ପୋଷ୍ଟ ଅଫିସରେ ଖାତାଥିଲେ ହୋଇଯା’ନ୍ତୁ ସତ୍ତର୍କ । ନହେଲେ ବନ୍ଦ ହୋଇଯିବା ଆକାଉଣ୍ଟ । ୧୧ ଡିସେମ୍ବରରୁ ବଦଳିଯିବ ଏସବୁ…

କନକ ବ୍ୟୁରୋ : କ’ଣ ଆପଣଙ୍କର ପୋଷ୍ଟ ଅଫିସ୍ ରେ ରହିଛି କି ସେଭିଙ୍ଗସ୍ ଆକାଉଣ୍ଟ । ତେବେ ଜାଣନ୍ତୁ ୧୧ ଡିସେମ୍ବର ଠାରୁ ବଦଳିଯିବ ଏସବୁ ନିୟମ । ତେଣୁ ଆପଣ ଶୀଘ୍ର ଏସବୁ ନିୟମ ବାବଦରେ ଜାଣିବା ଦରକାର । ନଚେତ୍ ଆପଣଙ୍କ ସେଭିଙ୍ଗିସ୍ ଆକାଉଣ୍ଟ ହୋଇଯିବ । ବନ୍ଦ । ୧୧ ଡିସେମ୍ବର ଠାରୁ ପୋଷ୍ଟ…

ଅନଲାଇନରେ ମହାପ୍ରଭୁଙ୍କ ନିର୍ମାଲ୍ୟ ବିକ୍ରିକୁ ବିରୋଧ । ଆମାଜନ ନାଁରେ ସିଂହଦ୍ୱାର ଥାନାରେ ସେବାୟତ ଦେଲେ ଏତଲା

କନକ ବ୍ୟୁରୋ : ମହାପ୍ରଭୂଙ୍କ ନିର୍ମାଲ୍ୟକୁ ଅନଲାଇନରେ ବିକ୍ରି କରିବାକୁ ନେଇ ଶ୍ରୀମନ୍ଦିର ସେବାୟତ ଥାନାରେ ଏତଲା ଦେଇଛନ୍ତି । ଏତଲା କାରୀ ଶମ୍ଭୁନାଥ ଖୁଣ୍ଟିଆ ଏତଲାରେ ଲେଖିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ସଂସ୍ଥାକୁ ଅନଲାଇନ ନିର୍ମାଲ୍ୟ ବିକ୍ରି କରିବାକୁ ଅନୁମତି ଦିଆଯାଇ…

କଟକରେ ପୁଣି ନକଲି ଘିଅ କାରଖାନା ଠାବ । କୋଟିଏରୁ ଅଧିକ ଟଙ୍କା ଅପମିଶ୍ରିତ ଘିଅ ଜବତ । ନାମୀଦାମୀ କମ୍ପାନୀର ଲୋଗୋ ଲଗାଇ…

କନକ ବ୍ୟୁରୋ : ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରିବାରେ କଟକ ପାଲଟିଛି ପେଣ୍ଟସ୍ଥଳୀ । କେତେବେଳେ ନକଲି ଗୁଟଖା ତ କେବେ ନକଲି ସସ୍ । ଜନଗହଳିପୂର୍ଣ୍ଣ କଟକ ସହର ଏବେ ନକଲି ସାମଗ୍ରୀ ପ୍ରସ୍ତୁତର ପେଣ୍ଠସ୍ଥଳ ପାଲଟିଛି । ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ଗୋଟିଏ ପଟେ ବେପାରୀ ମାନେ ମାଲେ…