ସାମୟିକ ଭାବେ ଅଚଳ ରହିଛି ଷ୍ଟେଟବ୍ୟାଙ୍କର ନେଟ୍ ବ୍ୟାଙ୍କିଙ୍ଗ ସେବା । ଶନିବାର ସକାଳ ଠାରୁ ଅଚଳ ଥିବାରୁ ଗ୍ରାହକ…

କନକ ବ୍ୟୁରୋ : ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଗ୍ରାହକମାନେ ଶନିବାର ଦିନ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ସେବାରୁ ବଞ୍ଚିତ ହୋଇଛନ୍ତି । ଏନେଇ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ କାରବାର କରୁଥିବା ଗ୍ରାହକମାନେ ନାହିଁ ନଥିବାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ହେଲେ ଷ୍ଟେଟ୍ ବ୍ୟାଙ୍କ ତରଫରୁ ଏନେଇ ପୂର୍ବରୁ…

ବଜାର ମଝିରେ ବ୍ୟାଙ୍କ ସେବା । ବଦଳ ଚାଲିଛି ଚିରାଫଟା ନୋଟ୍

କନକ ବ୍ୟୁରୋ : ହାତରେ ଅଛି ୫ ଶହ ଟଙ୍କିଆ ନୋଟ । କିନ୍ତୁ ନୋଟଟି ନଷ୍ଟ ହୋଇଯାଇଥିବାରୁ ଏହାକୁ ଖର୍ଚ କରିପାରୁନଥିଲେ । ଟଙ୍କା ବଦଳାଇବାକୁ ବ୍ୟାଙ୍କ ଯିବାକୁ ବି ସମୟ ନଥିଲା । କିନ୍ତୁ ଏବେ ବଜାର ମଝିରେ ବ୍ୟାଙ୍କ ସେବା ଉପଲବ୍ଧ ହୋଇଥିବାରୁ ଟଙ୍କା ବଦଳାଇବାକୁ ଆସିଛନ୍ତି । କେବଳ ଏହି ଜଣେ…

ଯୁଦ୍ଧଭୂମିରୁ ଫେରିଲେ ଓଡ଼ିଆ । ଛାତି ଥରାଇଲା ହମାସ ଆତଙ୍କର କାହାଣୀ

କନକ ବ୍ୟୁରୋ : ଯୁଦ୍ଧର ଘନଘଟା ଭିତରେ ଜୀବନ ବଂଚାଇ ସ୍ୱଦେଶ ଫେରିଛନ୍ତି ୨୧୨ ଭାରତୀୟ । ଅପରେସନ ଅଜୟ ଜରିଆରେ ପ୍ରଥମ ପର୍ଯ୍ୟାୟରେ ଏମାନେ ସବୁ ଶୁକ୍ରବାର ସକାଳୁ ସକାଳୁ ପଂହଚିଛନ୍ତି । ଆଉ ଏମାନଙ୍କ ମଧ୍ୟରେ ରହିଛନ୍ତି ୯ ଓଡିଆ । ବିମଳେନ୍ଦୁ ମହାପାତ୍ର, ଭୂପେଶ ମେହେର, ନୀଳକଣ୍ଠ ମେହେର,…

କଟକ ସହରର ହାଲ୍ ବେହାଲ୍ ! କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଲେ ହାଇକୋର୍ଟ, ସଫାସଫା ଶୁଣାଇଲେ, ୨୭ ସୁଦ୍ଧା କାମ ସାର

କନକ ବ୍ୟୁରୋ : ଆଗକୁ ପାର୍ବଣ, ଆଉ କିଏ ହେଉଛି କଟକ ସହରର ରାସ୍ତାଘାଟର ଅବସ୍ଥା । ରାସ୍ତା ନିର୍ମାଣ ପାଇଁ କେଉଁଠି ଗାତ ଖୋଲା ଯାଇଛି, ତ ଆଉ କେଉଁଠି ଅସଜଡ଼ା ପଡ଼ିଛି ଡ୍ରେନ୍ । ଏ ସମ୍ପର୍କୀୟ ଏକ ମାମଲାର ଶୁଣାଣି କରି ବିଭାଗୀୟ କର୍ତୃପକ୍ଷଙ୍କ ଉପରେ ବର୍ଷିଛନ୍ତି ହାଇକୋର୍ଟ । ହାଇକୋର୍ଟ…

ନବୀନ ନିବାସ ଘେରାଉ ଉଦ୍ୟମ ପଣ୍ଡ । ଅଧା ବାଟରୁ ଉଠାଇ ନେଲା ପୋଲିସ

କନକ ବ୍ୟୁରୋ : ବିଭିନ୍ନ ଦାବି ନେଇ ଯୁବ କଂଗ୍ରେସ କର୍ମୀଙ୍କ ନବୀନ ନିବାସ ଘେରାଉ ଉଦ୍ୟମ ଫସର ଫାଟିଛି । ବାଇକ ରାଲି କରି ଯୁବ କଂଗ୍ରେସ କର୍ମୀ ଫରେଷ୍ଟ ପାର୍କ ନିକଟରେ ପହଂଚିଥିଲେ । ଭ୍ୟାନରେ ଆସିଥିଲେ ଆଉ କେତେକ ଯୁବ କଂଗ୍ରେସ କର୍ମୀ । ଅଣ ଓଡ଼ିଆ ଠିକାଦାରଙ୍କୁ କାମ ଦିଆଯାଉଥିବା ଅଭିଯୋଗ,…

ବିଶ୍ୱ ଅଣ୍ଡା ଦିବସରେ ଅଣ୍ଡା ଚିନ୍ତା । କାହିଁକି ବଢୁଛି ଅଣ୍ଡାର ଦାମ ?

କନକ ବ୍ୟୁରୋ : ସଣ୍ଡେ ହୋ ୟା ମଣ୍ଡେ ରୋଜ ଖାଓ ଅଣ୍ଡେ । ଅଣ୍ଡାର ଚାହିଦା ବଢାଇବା ପାଇଁ ଟିଭିରେ ଆସୁଥିବା ବିଜ୍ଞାପନ ପିଲାବେଳୁ ଆମେ ଶୁଣି ଆସୁଛୁ । ଅଣ୍ଡା ପୁଷ୍ଟିକର ଓ ସୁଲଭ ହୋଇଥିବାରୁ ସାଧାରଣ ଲୋକେ ଏହାକୁ ଖାଇପାରୁଥିଲେ । କିନ୍ତୁ ଏବେ ଯେଉଁ ଭଳି ଭାବେ ଅଣ୍ଡାର ଦର ବୃଦ୍ଧି ହୋଇଛି ଦୈନିକ…