ଜାତିଆଣ ମନୋଭାବରୁ ଛାତ୍ର ହତ୍ୟା ଘଟଣା, ନିଜର ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇ ଇସ୍ତଫା ଦେଲେ ବିଧାୟକ

କନକ ବ୍ୟୁରୋ : ରାଜସ୍ଥାନ ବାରୋଁ ବିଧାନସଭାର କଂଗ୍ରେସ ବିଧାୟକ ପାନାଚନ୍ଦ ମେଘୱାଲ ଆଜି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ସେ କହିଛନ୍ତି କି ସ୍ୱାଧୀନତାର ୭୫ ବର୍ଷ ପରେ ରାଜ୍ୟରେ ଦଳିତମାନଙ୍କ ଉପରେ ହେଉଥିବା ଅତ୍ୟାଚାରରେ ବ୍ୟଥିତ ହୋଇ ସେ ଇସ୍ତଫା ଦେଇଛନ୍ତି । ଏନେଇ ସେ ତାଙ୍କର ଇସ୍ତଫା…

ଚୀନର ଧମକକୁ ଆମେରିକାର ଅଣଦେଖା । ଯୁଦ୍ଧ ଆଶଂକା ଭିତରେ ତାଇୱାନରେ ପହଞ୍ଚିଲେ ଆମେରିକାର କିଛି ସାଂସଦ

କନକ ବ୍ୟୁରୋ : ଆମେରିକା ସଂସଦର ଏକ ପ୍ରତିନିଧିମଣ୍ଡଳ ରବିବାର ଦିନ ଦୁଇଦିନିଆ ଗସ୍ତରେ ଯାଇ ତାଇୱାନରେ ପହଂଚିଛନ୍ତି । ସ୍ୱାଧୀନ ଦ୍ୱୀପ ତାଇୱାନ ଓ ଚୀନ ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ ତାଇୱାନ ଯାତ୍ରା କରିଥିବା ଆମେରିକାର ଏହା ଦ୍ୱିତୀୟ ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳ । ଆଜି ଏହି…

ପିତା ମାତା ନଥିବା ପିଲାଙ୍କ ପାଇଁ ମାଗଣା କେକ୍ , ଜାଣନ୍ତୁ କିଏ ଓ କେଉଁଠି ଖୋଲିଛନ୍ତି ଏହି ଦୋକାନ

କନକ ବ୍ୟୁରୋ : ଜୀବନରେ କେଉଁ ପରସ୍ଥିତିରେ ଥିଲେ ବି ଆମ ମନରେ ଦୟା, ଧର୍ମ ଓ ଦାନ ପ୍ରତି ଦୁର୍ବଳତା ରହିବା ଆବଶ୍ୟକ । କାରଣ ବିଶ୍ୱର କେହି ନା କେହି ପ୍ରତି ମୂହୁତ୍ତ୍ୱରେ ସାହାର୍ଯ୍ୟ ଅପେକ୍ଷାରେ ରହିଥାନ୍ତି । କିଏ ଖାଦ୍ୟ ପାଇଁ ତ କିଏ ବାସଗୃହ ପାଇଁ ଏଭଳି ଅନେକ ଲୋକ ଅନେକ ଆବଶ୍ୟକତା ପାଇଁ…

ସୋଏବ ଅଖତରଙ୍କ ଚମକାଇଦେଲା ଭଳି ଖୋଲାସା , “ମୁଁ ଜାଣି ନଥିଲି ସଚ୍ଚିନ ତେନ୍ଦୁଲକର କିଏ”

କନକ ବ୍ୟୁରୋ : ଭାରତ ଓ ପାକିସ୍ତାନ ମଧ୍ୟରେ ଅଗଷ୍ଟ ୨୮ ତାରିଖରେ ଏସିଆ କପର ମୁକାବିଲାରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଟି-୨୦ ଫର୍ମାଟରେ ଆୟୋଜିତ ହେଉଥିବା ଏହି କପରେ ଉଭୟ ଭାରତୀୟ ଓ ପାକିସ୍ତାନର ମଧ୍ୟରେ ମୁକାବିଲା ଦେଖିବାକୁ ପ୍ରଶଂସକମାନେ ଉତ୍ସୁକ ଅଛନ୍ତି । ଏହାରି ମଧ୍ୟରେ…

ମୁକେଶ ଆମ୍ବାନୀଙ୍କୁ ମିଳିଲା ୮ ଧମକପୂର୍ଣ୍ଣ ଫୋନକଲ, ୩ ଘଂଟାରେ ପୁରା ପରିବାରକୁ ସମାପ୍ତ କରିଦେବାକୁ ଧମକ

କନକ ବ୍ୟୁରୋ : ଦେଶରେ ବୃହତ ବ୍ୟବସାୟୀ ମୁକେଶ ଆମ୍ବାନୀଙ୍କୁ କେହି ଜଣେ ଅଜଣା ଲୋକ ୮ ଥର ଫୋନ କରି ପୁରା ପରିବାରକୁ ୩ ଘଂଟା ମଧ୍ୟରେ ଶେଷ କରିଦେବାକୁ ଧମକ ଦେଇଛି । ଗଣମାଧ୍ୟମର ସୂଚନା ମୁତାବକ ରିଲାୟନ୍ସ ଫାଉଣ୍ଡେସନ ହସ୍ପିଟାଲର ଡିସପ୍ଲେ ନମ୍ବରକୁ କେହି ଅଜଣା ବ୍ୟକ୍ତି ୮ ଥର ଫୋନ କରି ଏଭଳି…

ସ୍ୱାଧୀନତା ଦିବସରେ ବିହାର ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା , ରାଜ୍ୟରେ ୧୦ ଲକ୍ଷ ଚାକିରି ସହ ୨୦ ଲକ୍ଷ ଲୋକଙ୍କୁ ମିଳିବ…

କନକ ବ୍ୟୁରୋ : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସ୍ୱାଧୀନତାର ୭୫ ବର୍ଷ ପାଳନ ଅବସରରେ ଗାନ୍ଧୀ ମୈଦାନରେ ରାଜ୍ୟବାସୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କି ଆଗାମୀ ଦିନରେ ରାଜ୍ୟର ୧୦ ଲକ୍ଷ ବେକାର ଯୁବକ ଯୁବତୀଙ୍କୁ ଚାକିରି ଦେବା ସହ ୨୦ ଲକ୍ଷ ଲୋକଙ୍କୁ ରୋଜଗାର ପ୍ରଦାନ…