କେସିଆରଙ୍କୁ ରୋକିବାକୁ ବିଜେପିର ନୂଆ ରଣନୀତି, ଖୁବଶୀଘ୍ର ଏନଡିଏରେ ସାମିଲ ହୋଇପାରେ ଟିଡିପି

କନକ ବ୍ୟୁରୋ : ରାଷ୍ଟ୍ରୀୟ ରାଜନୀତିରେ ପୁଣି ଏକ ନୂଆ ସମିକରଣ ଦେଖିବାକୁ ମିଳିପାରେ । ତେଲେଙ୍ଗାନରେ କେସିଆରଙ୍କୁ କ୍ଷମତାରୁ ହଟାଇବାକୁ ଟିଡିପିକୁ ଏନଡିଏରେ ସାମିଲ କରିପାରେ ବିଜେପି । ସୂଚନା ଥାଉକି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏନଡିଏ ବିରୋଧରେ ଏକ ଶକ୍ତିଶାଳୀ ମେଣ୍ଟ ଗଠନ କରିବାକୁ…

ଆତଙ୍କବାଦ ଉପରେ ଏନଆଇରର ଆକ୍ସନ । ଦାଉଦ ଇବ୍ରାହିମ ଓ ଗୁଙ୍ଗେ ବିରୋଧରେ ନେଲା ଏଭଳି ପଦକ୍ଷେପ

କନକ ବ୍ୟୁରୋ : ଜାତୀୟ ଯାଂଚ ଏଜେନ୍ସି ଏନଆଇଏ ତରଫରୁ ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମ ଉପରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି । କେବଳ ଦାଉଦ ନୁହେଁ ତାର ସହଯୋଗୀ ଗୁଙ୍ଗେ ଉପରେ ବି ପୁରସ୍କାର ଘୋଷଣା କରାଯାଇଛି । ଏନଆଇଏ ତରଫରୁ ଚଳିତବର୍ଷ ଫେବୃଆରୀ ୩ ତାରିଖରେ ଏକ ମାମଲା ରୁଜୁ…

ଦେଶର ବିଭିନ୍ନ ରାଜ୍ୟରେ ଲାଗି ରହିଛି ବନ୍ୟା ସମସ୍ୟା । ବାରଣାସୀର ଅନେକ ଅଞ୍ଚଳ ଜଳମଗ୍ନ

କନକ ବ୍ୟୁରୋ : ଦେଶର ବିଭିନ୍ନ ରାଜ୍ୟରେ ଏବେ ବି ଜାରି ରହିଛି ବନ୍ୟା ସମସ୍ୟା । ବିଶେଷ କରି ଉତରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ ପିଛା ଛାଡୁନି ବନ୍ୟା । ଉତରପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ଗଙ୍ଗା ଓ ବରୁଣାରେ ବନ୍ୟା ଆସିବାରୁ ବାରଣାସୀର…

ସୋନାଲୀ ଫୋଗଟ ମୃତ୍ୟୁ ମାମଲାର ନୂଆ ରହସ୍ୟ । ସୋନାଲୀଙ୍କ ଫାର୍ମ ହାଉସରୁ ଜବତ ହେଲା ଚୋରି ଲାପଟପ୍

କନକ ବ୍ୟୁରୋ : ଦିନ ଯେତିକି ଗଡୁଛି ସେତିକି ଫିଟୁଛି ବିଜେପି ନେତ୍ରୀ ସୋନାଲି ଫୋଗଟ ମୃତ୍ୟୁ ମାମଲା । ମୃତ୍ୟୁ ମାମଲାର ଖୋଲତାଡ ପାଇଁ ହରିଆଣା ହିସାରରେ ପହଁଚିଛି ଗୋଆ ପୁଲିସ । ସେପଟେ ହିସାର ଫାର୍ମ ହାଉସରେ ବଡ ଧରଣର ଚୋରି ଅଭିଯୋଗ ଆସିବା ପରେ ହରିଆଣା ପୁଲିସ ସେଠାରେ ପହଁଚି ତନ୍ନ ତନ୍ନ…

ସର୍ଭିକାଲ୍ କ୍ୟାନସର ପାଇଁ ଆସୁଛି ସ୍ୱଦେଶୀ ଟିକା । ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ ଟିକା ସେପ୍ଟେମ୍ବର ୧ରେ ହେବ…

କନକ ବ୍ୟୁରୋ : ଚିକିତ୍ସା ବିଜ୍ଞାନରେ ଆଉ ଏକ ସଫଳତା ହାତେଇବାକୁ ଯାଉଛି ଦେଶ । ସର୍ଭିକାଲ କ୍ୟାନସର ବିରୋଧୀ ଲଢେଇ ପାଇଁ ଦେଶର ପ୍ରଥମ ଭ୍ୟାକସିନ ଗୁରୁବାର ମିଳିବାକୁ ଯାଉଛି । ସେରମ ଇନଷ୍ଟ୍ୟୁଚ୍ଟ ଅଫ ଇଣ୍ଡିଆ ଗୁରୁବାର ଟିକା ଲଂଚ କରିବ । ସେରମ ଓ ବାୟୋଟେକ୍ନୋଲୋଜିି ମିଳିତ ଭାବେ ଏହି…