ବିରୋଧୀଙ୍କୁ ଏକାଠି କରିବାକୁ ନୀତିଶଙ୍କ ମିଶନ ଦିଲ୍ଲୀ । ସେପ୍ଟେମ୍ବର ୫ ରେ ଅନେକ ନେତାଙ୍କ ସହ କରିବେ ବୈଠକ

କନକ ବ୍ୟୁରୋ : ବିଜେପି ଠାରୁ ସଂପର୍କ ତୁଟାଇବା ପରେ ଏବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜାତୀୟ ରାଜନୀତିରେ ନିଜର କ୍ଷେତ୍ର ପ୍ରସ୍ତୁତ କରିବାକୁ ଅଣ୍ଟା ଭିଡିଛନ୍ତି । ସେ ଚଳିତମାସ ୫ ତାରିଖରେ ଦିଲ୍ଲୀ ଗସ୍ତ କରୁଥିବା ସୂଚନା ମିଳିବା ପରେ ଏବେ ଦେଶ ରାଜନୀତି ସରଗରମ ହେବାରେ ଲାଗିଛି ।…

ପ୍ରସୂତୀ ମହିଳାଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ମୃତ ଶିଶୁ ଜନ୍ମ ହେଲେ ମା’ଙ୍କୁ ମିଳିବ ….

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ତରଫରୁ ମହିଳା କର୍ମଚାରୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ଯଦି କୌଣସି ମହିଳା କର୍ମଚାରୀ ପ୍ରସବ ସମୟରେ ବା ପ୍ରସବର କିଛି ସମୟ ପରେ ସେମାନଙ୍କ ପିଲାଟିର ମୃତ୍ୟୁ ହୋଇଯାଏ ତେବେ ସଂପୃକ୍ତ ମହିଳା କର୍ମଚାରୀଙ୍କୁ ଅଧିକ ୬୦ ଦିନ ଛୁଟି ମିଳିବ । କର୍ମଚାରୀ…

କୋର୍ଟରେ ଆତ୍ମସମର୍ପଣ କଲେ ଜିତେନ୍ଦ୍ର ନାରାୟଣ ତ୍ୟାଗୀ । କହିଲେ ସନାତନ ଧର୍ମର ଅପମାନକୁ ନେଇ ଲଢୁଥିବା ଲଢେଇରେ…

କନକ ବ୍ୟୁରୋ : ଜିତେନ୍ଦ୍ର ନାରାୟଣ ତ୍ୟାଗୀ ଓରଫ ୱାସୀମ ରିଜବୀ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ତ୍ୟାଗୀ କହିଛନ୍ତି କି ସନାତନ ଧର୍ମର ଅପମାନ ପରେ ସେ ଲଢୁଥିବା ଲଢେଇରେ ଏବେ ସେ ଏକୁଟିଆ ହୋଇ ଯାଇଛନ୍ତି । ହେଲେ ଘରକୁ ଫେରିବାର ତାଙ୍କର କୌଣସି ଅଭିଳାଶ ନାହିଁ । ଧର୍ମ ସଂସଦରେ ବିବାଦୀୟ…

ଜେଡିୟୁର ୫ ବିଧାୟକ ବିଜେପିରେ ସାମିଲ ହେବା ଘଟଣା । ଜେଡିୟୁ ନେତା କହିଲେ ୨୦୨୪ ରେ ଦେଶ ହେବ ବିଜେପି ମୁକ୍ତ

କନକ ବ୍ୟୁରୋ : ମଣିପୁରରେ ନିତୀଶଙ୍କ ପାର୍ଟି ଜେଡିୟୁର ୫ ଜଣ ବିଧାୟକ ବିଜେପିରେ ସାମିଲ ହେବା ପରେ ପ୍ରଥମଥର ଜେଡିୟୁ ନେତାଙ୍କ ପ୍ରତିକ୍ରିୟା ଆସିଛି । ଦଳର ନେତା ତଥା ରାଜ୍ୟସଭା ସାଂସଦ ଲଲନ ସିଂ ସୋସିଲ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । ସେ ସୋସିଲ ମୋଦୀଙ୍କୁ ଅରୁଣାଚଳ ପ୍ରଦେଶ ଓ ମଣିପୁର…

ଶିବାଜୀ ପାର୍କରେ ଦଶହରା ରାଲି କରିବାକୁ ସିନ୍ଦେ ଓ ଉଦ୍ଧବ ଗ୍ରୁପ ମଧ୍ୟରେ ସଂଘର୍ଷ, ଜାଣନ୍ତୁ କଣ ରହିଛି ଏହି ପାର୍କର…

କନକ ବ୍ୟୁରୋ : ଦଶହରାରେ ମହାରାଷ୍ଟ୍ରର ଦାଦର ଠାରେ ଥିବା ଶିବାଜୀ ପାର୍କରେ ପ୍ରତିବର୍ଷ ଶିବସେନା ରାଲି କରିଥାଏ । ହେଲେ ଏଥର ଦଶହରାରେ ଶିବାଜୀ ପାର୍କରେ ରାଲି କରିବାକୁ ଉଭୟ ଉଦ୍ଧବ ଠାକରେଙ୍କ ଗ୍ରୁପ ଓ ଏକନାଥ ସିନ୍ଦେ ଗ୍ରୁପ ଆବେଦନ କରିବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି । ଚଳିତବର୍ଷ…

ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ, ବିରୋଧୀ ବିଧାୟକଙ୍କୁ କିଣିବାକୁ ସରକାରୀ ସଂସ୍ଥାର ଅପବ୍ୟବହାର କରୁଛି…

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପରେ ଏବେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ବିଜେପି ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ସେ ବିଜେପିକୁ ସମାଲୋଚନା କରିବା ଆଳରେ କହିଛନ୍ତି କି ବିରୋଧୀ ବିଧାୟକଙ୍କୁ କିଣିବା ପାଇଁ ବିଜେପି ନେତାମାନେ ଟଙ୍କା ବ୍ୟାଗ ଧରି…