ସାରା ଦେଶରେ ଧୁମଧାମରେ ପାଳନ କରାଯାଉଛି ବିଘ୍ନବିନାଶକ ଗଣେଷଙ୍କ ପୂଜା । ସାଧାରଣ ଲୋକଙ୍କଠୁ ନେଇ ସେଲିବ୍ରେଟି…

କନକ ବ୍ୟୁରୋ :  ଆଜି ଅଗ୍ରପୂଜ୍ୟ ଗଜାନନଙ୍କ ଆରାଧନା । ଏଥିପାଇଁ ସାରା ଦେଶରେ ଦେଖିବାକୁ ମିଳିଛି ଉତ୍ସାହ । ଦୁଇବର୍ଷ ପରେ ମହାଆଡମ୍ବରରେ ପାଳନ ହେଉଛି ଗଣେଶ ପୂଜା । ସିଦ୍ଧି ଓ ବୁଦ୍ଧିର ଦେବତାଙ୍କ ଆବାହନ ପାଇଁ ସାରା ଦେଶ ଚଳଚଂଚଳ । ପ୍ରତିଟି ଗଳିକନ୍ଦିରେ ପାର୍ବତୀନନ୍ଦନଙ୍କୁ ଅପେକ୍ଷା…

ଅଡୁଆରେ ବିଜେପି ନେତ୍ରୀ । ସହାୟିକାଙ୍କୁ ଦେଉଥିଲେ ନିର୍ଯ୍ୟାତନା, ଦଳରୁ ନିଲମ୍ବନ ପରେ ହେଲେ ଗିରଫ

କନକ ବ୍ୟୁରୋ : ଇଏ ହେଉଛନ୍ତି ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଦୀପକ ପ୍ର୍ରକାଶଙ୍କ ପତ୍ନୀ ତଥା ବିଜେପି ନେତ୍ରୀ ସୀମା ପାତ୍ର । ବର୍ତମାନ ୟାଙ୍କୁ ନେଇ ଉଠୁଛି ପଡୁଛି ଝାଡ଼ଖଣ୍ଡ ପ୍ରଦେଶ ବିଜେପି । କିଛି ଭଲ କାମ ପାଇଁ ନୁହେଁ ବରଂ ଶଦ୍ଧରେ ପ୍ରକାଶ କରି ହେଉନଥିବା ଅମାନୀବୀୟ କାଣ୍ଡ ପାଇଁ…

ପାକିସ୍ତାନରେ ପ୍ରଳୟଙ୍କାରୀ ବନ୍ୟା । ୧୧ ଶହରୁ ଉର୍ଦ୍ଧ ଲୋକଙ୍କ ପ୍ରାଣହାନୀ

କନକ ବ୍ୟୁରୋ :  ପାକିସ୍ତାନରେ ପ୍ରଳୟଙ୍କାରୀ ବନ୍ୟା ଗମ୍ଭୀର ରୂପ ଧାରଣ କରିଛି । ଗତ କିଛି ଦିନ ଲଗାଣ ବର୍ଷା ଫଳରେ ଦେଶର ବିଭିନ୍ନ ଅଂଚଳରେ ବନ୍ୟା ପରିସ୍ଥିତି ସଙ୍ଗୀନ ହୋଇଛି । ରାସ୍ତା ଘାଟ ଘର ଦ୍ୱାର ସବୁଆଡେ ପାଣି ବୁଡି ରହିଛି । ଲୋକେ ଅଂଟାଏ ଉଚ୍ଚର ପାଣିରେ ପଶି ଯା-ଆସ କରୁଥିବା ବେଳେ…

ଆରପାରିରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ମା’ ଟ୍ୱିଟ୍ କରି ସୂଚନା ଦେଲେ ଜୟରାମ ରମେଶ

କନକ ବ୍ୟୁରୋ : କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ନେଇ ଏକ ବଡ ଖବର ଆସିଛି । ସୋନିଆ ଗାନ୍ଧୀଙ୍କ ମା ପାଓଲା ମାଇନୋଙ୍କର ଇଟାଲୀରେ ଦେହାନ୍ତ ହୋଇଛି । ଏନେଇ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ଜୟରାମ ରମେଶ ତାଙ୍କ ଟ୍ୱିଟରେ ଲେଖିଛନ୍ତି କି…

‘ଅପରେଶନ ଲୋଟସ୍’ର ଯାଂଚ ଦାବିକଲା ଆପ୍ , ସିବିଆଇ ଅଫିସ ଆଗରେ ଆପ୍ ବିଧାୟକଙ୍କ ଧାରଣା

କନକ ବ୍ୟୁରୋ : ଦିଲ୍ଲୀରେ ଆମ୍ ପାର୍ଟି ବନାମ୍ ବିଜେପିର ଯୁଦ୍ଧ ଏବେ ଆଉପାଦେ ଆଗକୁ ଯାଇଛି । ବିଭିନ୍ନ ରାଜ୍ୟରେ ଅପରେଶନ ଲୋଟସ କରି ବିଜେପି ସରକାର ଭାଙ୍ଗିଥିବା ଅଭିଯୋଗ କରିଛି ଆପ୍ । ଏହି କ୍ରମରେ ଯେଉଁ ଯେଉଁ ରାଜ୍ୟରେ ବିରୋଧୀଙ୍କ ସରକାର ଭାଙ୍ଗି ବିଜେପି ସରକାର କରିଛି ତାହା ଉପରେ ଯାଂଚ…

ଶିକ୍ଷକ ପିଟିଲେ ବୋଲି ବ୍ୟାଗରେ ବନ୍ଧୁକ ଧରି ସ୍କୁଲରେ ପହଂଚିଗଲା ଛାତ୍ର । ଜାଣନ୍ତୁ ତା ପରେ କଣ ହେଲା

କନକ ବ୍ୟୁରୋ : ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଆସିଛି କିଛି ଚକିତ କରିଦେବା ଭଳି ଖବର । ଲଠାରେ ଜଣେ ଦଶମଶ୍ରେଣୀର ଛାତ୍ର ବ୍ୟାଗରେ ବନ୍ଧୁକ ନେଇ ପହଂଚିଗଲେ । ହେଲେ ଚେକିଂ ଚାଲିଥିବାରୁ ଛାତ୍ର ଜଣଙ୍କ ଧରାପଡିଯାଇଛନ୍ତି । ଏହାପରେ ସ୍କୁଲ ତରଫରୁ ଛାତ୍ରଙ୍କୁ ଧରି ଥାନାରେ ଦେଇଛି । ସେପଟେ ପୋଲିସ…