ସାମାଜିକ କର୍ମୀ ତିସ୍ତା ଶୀତଲବାଡଙ୍କୁ ଆଶ୍ୱସ୍ତି, କୋର୍ଟ ଦେଲେ ଅନ୍ତରୀଣ ଜାମିନ

କନକ ବ୍ୟୁରୋ : ସାମାଜିକ କର୍ମୀ ତିସ୍ତା ଶୀତଲବାଡଙ୍କୁ ସୁପ୍ରିମ କୋର୍ଟ ଅନ୍ତରୀଣ ଜାମିନ ଦେଇଛନ୍ତି । ସୁପ୍ରିମକୋର୍ଟର ୩ ଜଣିଆ ବେଞ୍ଚ ଏହି ଜାମିନ ପ୍ରଦାନ କରିଛନ୍ତି । ଏହି କ୍ରମରେ ସୁପ୍ରିମକୋର୍ଟର ବେଞ୍ଚ କହିଛନ୍ତି କି ଆବେଦନକାରୀ ଜଣେ ମହିଳା ଓ ସେ ଦୁଇମାସ ହେବ ହାଜତରେ ରହିଛନ୍ତି ।…

ଆଫଗାନିସ୍ତାନ ଗୁଜରଗାହ ମସଜିଦରେ ଭୟଙ୍କର ବିସ୍ଫୋରଣ, ଇମାମ୍ ସମେତ ୧୫ ମୃତ

କନକ ବ୍ୟୁରୋ : ଆଫଗାନିସ୍ତାନ ଗୁଜରଗାହ ମସଜିଦରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଭଳି ବିସ୍ଫୋରଣ ଫଳରେ ମସଜିଦର ଇମାମ ସମେତ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କୁହାଯାଉଛି କି ମସଜିଦରେ ନମାଜ ପାଠ ଚାଲିଥିବା ବେଳେ ହଠାତ ଏଭଳି ବିସ୍ଫୋରଣ ହୋଇଥିଲା । ଏନେଇ ହେରାତ ରାଜ୍ୟପାଳଙ୍କ…

ମମତାଙ୍କ ପାଇଁ ବଢିଲା ଅଡୁଆ । କୋଇଲା ଦୁର୍ନୀତି ମାମଲାରେ ଇଡିରେ ହାଜରେ ହେଲେ ଭଣଜା ଅଭିଷେକ

କନକ ବ୍ୟୁରୋ : ଦିଲ୍ଲୀ, ବିହାର ପରେ ପଶ୍ଚିମବଙ୍ଗରେ ଆକ୍ସନ ମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପଶ୍ଚିମବଙ୍ଗ କୋଇଲା ଦୁର୍ନୀତି ମାମଲାରେ ଶାସକ ଦଳ ଟିଏମସିର ମହା ସଚିବ ଅଭିଷେକ ବାନାର୍ଜୀ ଆଜି କୋଲକତା ସ୍ଥିତ ଇଡି କାର୍ଯ୍ୟାଳୟରେ ଉପସ୍ଥିତ ହୋଇଛନ୍ତି । ଅଗଷ୍ଟ ୩୦ ତାରିଖରେ ଇଡି ତରଫରୁ…

ପ୍ରଧାନମନ୍ତ୍ରୀଙ୍କ ଭ୍ରଷ୍ଟାଚାର ବୟାନ ଉପରେ ବର୍ଷିଲେ ନିତୀଶ, କେନ୍ଦ୍ର ସରକାରଙ୍କୁ ନେଇ କହିଲେ ଏଭଳି କଥା

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଏକ ଭାଷଣରେ କହିଥିଲେ କି କିଛି ରାଜନୈତିକ ଦଳ ଏବେ ଦୁର୍ନୀତିଖୋର ନେତାଙ୍କୁ ବଞ୍ଚାଇ ରଖିବାକୁ ପ୍ରୟାସ କରୁଛନ୍ତି । ଏହାକୁ ନେଇ ଏବେ ରାଜନୀତି ସରଗରମ ହୋଇଛି । ଏବେ ଏବେ ଏନଡିଏ ଛାଡି ମହା ଗଠବନ୍ଧନରେ ସାମିଲ ହୋଇଥିବା ବିହାର ମୁଖ୍ୟମନ୍ତ୍ରୀ…

ଆମେରିକାରେ ନିର୍ବାଚନ ଲଢିବେ ଉତ୍ତର ପ୍ରଦେଶ ଝିଅ । ଜୋ ବାଇଡେନଙ୍କ ପାର୍ଟିରୁ ପ୍ରାର୍ଥୀ ହୋଇ ଦେଶକୁ କଲେ ଗର୍ବିତ

କନକ ବ୍ୟୁରୋ : କିଛିବର୍ଷ ହେବ ଭାରତୀୟମାନେ ସାରା ଦେଶରେ ନାଁ କମାଇବାରେ ଲାଗିଛନ୍ତି । ଭାରତୀୟ ବଂଶୋଦ୍ଭବ କମଳା ହାରିସ ଆମେରିକାର ଉପ ରାଷ୍ଟ୍ରପତି ପଦରେ ଅଧିଷ୍ଠିତ ହୋଇ ଦେଶକୁ ଗର୍ବିତ କରିଥିବା ବେଳେ ଏବେ ପୁଣି ଜଣେ ଭାରତୀୟ ମହିଳା ଆମେରିକାର ଶାସିତ ଜୋ ବାଇଡେନଙ୍କ ପାର୍ଟିରୁ ପ୍ରାର୍ଥୀ…

ଶ୍ରୀଲଙ୍କା ମୁଖ୍ୟ ସେନା ଅଧିକାରୀଙ୍କ ବଡ ବୟାନ, ପୂର୍ବତନ ରାଷ୍ଟ୍ରପତି ଗୋଟାବାୟାଙ୍କୁ ନେଇ କହିଲେ ଏଭଳି କଥା

କନକ ବ୍ୟୁରୋ : ଶ୍ରୀଲଙ୍କାରେ ରାଜନୈତିକ ସଂକଟ ଟିକେ ଥମିଥିବା ବେଳେ ଆର୍ଥିକ ସଂକଟ ପୂର୍ବଭଳି ଲାଗି ରହିଛି । ଏହାରି ମଧ୍ୟରେ ଶ୍ରୀଲଙ୍କା ସେନାର ମୁଖ୍ୟ ଅଧିକାରୀଙ୍କ ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସେ କହିଛନ୍ତି କି ଦେଶରୁ ପଳାଇଯାଇଥିବା ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି…