Daily Archives

April 23, 2024

ଉଜୁଡିଗଲା ଅମଳ ଫସଲ: କଣାସ ସାହସପୁରରେ ନିଆଁ ଲାଗି ଏକର ଏକର ପାଚିଲା ଧାନ କିଆରି ନଷ୍ଟ

କନକ ବ୍ୟୁରୋ: ବର୍ଷକ ପରିଶ୍ରମ ଗୋଟିଏ ଦିନରେ ହରାଇଛି ଚାଷୀ । ହତାଶ ହୋଇ କାନ୍ଦିବା ଛଡା ଆଉ ଅନ୍ୟ କୈାଣସି ଉପାୟ ନାହିଁ ଚାଷୀ ପାଖରେ । ପାଚିଲା ଧାନ କିଆରିରେ ନିଅାଁ ଲଗାଇଦେଲେ ଦୁର୍ବୃତ । ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ସାହସପୁର ଗ୍ରାମରେ ।ହତାଶ…

ଟିକେଟ୍ କଟିଲା କିନ୍ତୁ କାଟତି କମିନି । ବିଜେପି ଷ୍ଟାର ପ୍ରଚାରକ ତାଲିକାରେ ଟିକେଟ୍ କଟିଥିବା ଏହି ନେତା । ଦେଖନ୍ତୁ,…

କନକ ବ୍ୟୁରୋ: ଦଳରୁ ଟିକେଟ୍ କଟିଲା, କିନ୍ତୁ କାଟତି କମିନି । ଆସନ୍ତା ନିର୍ବାଚନ ପାଇଁ ଟିକେଟ୍ ପାଇନଥିବା ସତ୍ତେ୍ୱ, ଦଳ ସାମିଲ କରିଛି ଷ୍ଟାର ପ୍ରଚାରକ ତାଲିକାରେ । ମଙ୍ଗଳବାର ବିଜେପି ନିଜର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ଏହି ତାଲିକାରେ ସାମିଲ ଅଛନ୍ତି ସାଂସଦ ବସନ୍ତ…

ଚୈତ୍ର ପୁର୍ଣ୍ଣିମାରେ ମାଆ ମଙ୍ଗଳାଙ୍କ ଝାମୁ ଯାତ୍ରା: ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମାଆ 

କନକ ବ୍ୟୁରୋ: କାକଟପୁର ମାଆ ମଙ୍ଗଳାଙ୍କ ଝାମୁ ଯାତ୍ରା । ଭକ୍ତ ମାନଙ୍କୁ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ମଙ୍ଗଳା । ଝାମୁ ଯାତ୍ରାରେ ମାଆଙ୍କ ଦର୍ଶନ କରିଲେ ଅଶେଷ ପୁଣ୍ୟ ହେବାର ରହିଛି ବିଶ୍ୱାସ । ଆଉ ଏହି ଆଧାରରେ ଦୂରରରୁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ । ମାଆଙ୍କ ସମ୍ପୁର୍ଣର୍…

ସମସ୍ୟା ଭିତରେ ନୂଆପଡା ଗାଁ: ସଞ୍ଜ ହେଲେ ଅନ୍ଧାର ଭିତରେ ବିତୁଛି ଜୀବନ, ଡିବିରି ଆଲୁଅ ପାଲଟିଛି ଭରସା

କନକ ବ୍ୟୁରୋ: ସମସ୍ୟା ଭିତରେ ରହିଛି ଗାଁ । ଯେଉଁଠି ନାଁ ରାସ୍ତାଘାଟ ଅଛି ନାଁ ପିଇବାକୁ ଭଲ ପାଣି ମିଳୁଛି । ସବୁଠୁ ବଡ଼ କଥା ହେଲା ସେହି ଗାଁରେ ବିଜୁଳି ଆଲୁଅ କଣ ଲୋକଙ୍କୁ ଜଣାନାହିଁ । ଏବେ ବି ଅନ୍ଧାରରେ ରହୁଛନ୍ତି କଳାହାଣ୍ଡି ଜୟପାଟଣା ବ୍ଳକ ନୂଆପଡା ବାସୀ । ସଂଜ ନଇଁଗଲେ ଗାଁର ଲୋକ…

ଆସିଲା ବିଜେପିର ଷ୍ଟାର ପ୍ରଚାରକ ତାଲିକା । ୪୦ ଜଣିଆ ତାଲିକାରେ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦି ।

କନକ ବ୍ୟୁରୋ: ଆସିଲା ବିଜେପିର ଷ୍ଟାର ପ୍ରଚାରକ ତାଲିକା । ଓଡିଶା ପାଇଁ ୪୦ ଜଣିଆ ଷ୍ଟାର କ୍ୟାମ୍ପନର ତାଲିକା ଜାରି କଲା ବିଜେପି । ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ତାଲିକା ପ୍ରକାଶ । ପ୍ରଚାରକ ତାଲିକାରେ ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ ନାଁ । ୨ୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ…

ବଢୁଛି ରାଜନୀତି ମାହୋଲ: ପଟ୍ଟାଙ୍ଗୀରେ ଜମୁଛି ନିର୍ବାଚନୀ ପ୍ରଚାର, ମଇଦାନରେ ବୁଲୁଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ

କନକ ବ୍ୟୁରୋ: ବଢୁଛି ରାଜନୀତି ମାହୋଲ । ପଟ୍ଟାଙ୍ଗୀରେ ଜମୁଛି ନିର୍ବାଚନୀ ପ୍ରଚାର । ମଇଦାନରେ ଆରମ୍ଭ ହୋଇଯାଇଛି ତିନି ଦଳ ମଧ୍ୟରେ ଲାଗିଛି ଟକ୍କର । ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀ ରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଏବେ ତେଜୁଛି ରାଜନୀତି । ପଟ୍ଟାଙ୍ଗି…