ରାଜଧାନୀରେ ବିଭତ୍ସ ହତ୍ୟା । ରକ୍ତାକ୍ତ ଅବସ୍ଥାରେ ମିଳିଲା ଘର ମାଲିକଙ୍କ ମୃତଦେହ ।

996

କନକ ବ୍ୟୁରୋ: ରାଜଧାନୀରେ ବିଭତ୍ସ ହତ୍ୟା । ତମାଣ୍ଡୋ ଥାନା ଅଧୀନ ସିଭି ରମଣ କଲେଜ ପାଖରେ ଏଭଳି ହତ୍ୟାକାଣ୍ଡ ଘଟିଛି । ରାସ୍ତା କଡରୁ ଉଦ୍ଧାର ହୋଇଛି ଘର ମାଲିକଙ୍କ ରକ୍ତାକ୍ତ ମୃତଦେହ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନବିନ୍ ଆରମ୍ଭ କରିଛି ।

ସୂଚନା ଅନୁସାରେ ୩୫ ବର୍ଷୀୟ ଏହି ଯୁବକ ତାଙ୍କ ପାଖରେ ଜଣେ ଯୁବକଙ୍କୁ ଭଡାରେ ରଖିଥିଲେ । ଭଡାରେ ରହୁଥିବା ଯୁବକ ଜଣକ ମାଲିକଙ୍କୁ ହତ୍ୟା କରିଥିବା ଆଶଙ୍କା କରାଯାଉଛି । ତମାଣ୍ଡୋ ପୋଲିସ ମାମଲା ଦ ।ଏର କାରି ଘଟଣାର ତଦନ୍ତ ଆରମ୍ଭ କରିଛି ।