ଚୈତ୍ର ପୁର୍ଣ୍ଣିମାରେ ମାଆ ମଙ୍ଗଳାଙ୍କ ଝାମୁ ଯାତ୍ରା: ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମାଆ 

75

କନକ ବ୍ୟୁରୋ: କାକଟପୁର ମାଆ ମଙ୍ଗଳାଙ୍କ ଝାମୁ ଯାତ୍ରା । ଭକ୍ତ ମାନଙ୍କୁ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ମଙ୍ଗଳା । ଝାମୁ ଯାତ୍ରାରେ ମାଆଙ୍କ ଦର୍ଶନ କରିଲେ ଅଶେଷ ପୁଣ୍ୟ ହେବାର ରହିଛି ବିଶ୍ୱାସ । ଆଉ ଏହି ଆଧାରରେ ଦୂରରରୁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ । ମାଆଙ୍କ ସମ୍ପୁର୍ଣର୍ ରୀତି କରାଯାଇଥିବା ବେଳେ ମାନସିକ ଧାରୀମାନେ ପୂଜା କରିବାକୁ ଲଗାଇଥିଲେ ଲମ୍ବା ଲାଇନ୍ ।