Daily Archives

April 2, 2024

ଆସିଲା ତିନି ଦଳର ପ୍ରାର୍ଥୀ ତାଲିକା । ୨୪ ବିଧାନସଭା ନିର୍ବାଚନ ଚିତ୍ର ସ୍ପଷ୍ଟ । ଦେଖନ୍ତୁ, କେଉଁଠି ଜୋରଦାର ହେବ…

କନକ ବ୍ୟୁରୋ: ବିଜେଡି, ବିଜେପି ପରେ ଏବେ କଂଗ୍ରେସ ଜାରି କରିଛି ଉଭୟ ଲୋକସଭା ଓ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା । ବିଜେଡି ୭୨, ବିଜେପି ୧୧୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଏବେ କଂଗ୍ରେସ ୪୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି ପରେ ଆରମ୍ଭ ହୋଇଛି ଅସଲ ଲଢ଼େଇ…

ବିଜେପି ଓ କଂଗ୍ରେସର ବିଧାନସଭା ତାଲିକାରେ ବାପା, ପୁଅ, ଝିଅଙ୍କୁ ଟିକେଟ୍ । ପଢନ୍ତୁ, କେଉଁ ପରିବାରର କାହାକୁ ମିଳିଲା…

କନକ ବ୍ୟୁରୋ: ରାଜନୀତିରେ ପରିବାରବାଦ । କଂଗ୍ରେସରେ ବାପାଙ୍କ ସହ ପୁଅ ଝିଅଙ୍କୁ ମିଳିଛି ଟିକେଟ୍ । ନବରଙ୍ଗପୁର ଲୋକସଭା ପାଇଁ ପ୍ରାର୍ଥୀ ହୋଇଥିବା ଭୁଜବଳ ମାଝୀଙ୍କ ଝିଅ ଲିପିକା ମାଝୀଙ୍କୁ ଡାବୁଗାଁ ବିଧାନସଭା ଆସନରେ ପ୍ରାର୍ଥୀ କରିଛି ଦଳ । ସେପଟେ ଭକ୍ତ ଦାସଙ୍କୁ ନର୍ଲା ଓ ପୁଅ ସାଗର…

ପଞ୍ଚଭୂତରେ ଲୀନ ଭଜନ ସାମ୍ରାଜ୍ଞୀ: ସ୍ୱର୍ଗଦ୍ୱାରରେ ଦିଆଗଲା ଗାର୍ଡ ଅଫ ଅନର

କନକ ବ୍ୟୁରୋ: ନୀରବି ଗଲେ ଭଜନ ସାମ୍ରାଜ୍ଞି ଶାନ୍ତିଲତା ବାରିକ । ସ୍ୱର୍ଗଦ୍ୱାରରେ ଗାର୍ଡଅଫ ଅନର ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ କୃତ୍ୟ ସଂପନ୍ନ ହୋଇଛି । ଭୁବନେଶ୍ୱରରେ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଶାନ୍ତିଲତାଙ୍କ ପରଲୋକରେ ଓଡିଆ ଭକ୍ତି ସଙ୍ଗୀତ ଜଗତରେ ଏକ ବିରାଟ…

ନିର୍ବାଚନ କମିସନଙ୍କ କଡ଼ା ଆଭିମୁଖ୍ୟ: ବଦଳିବେ ୮ ଅଧିକାରୀ, ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ: ନିର୍ବାଚନ କମିସନଙ୍କ କଡ଼ା ଆଭିମୁଖ୍ୟ । କଟକ ଓ ଜଗତସିଂହପୁର ଜିଲ୍ଲାପାଳ, ୨ଏସ୍ପିଙ୍କ ସହ କେନ୍ଦ୍ରାଂଚଳ ଆଇଜିଙ୍କ ବଦଳି ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିସନ । ଏହି ଅଧିକାରୀଙ୍କୁ ନିର୍ବାଚନ ସହ ଜଡ଼ିତ ନଥିବା ସ୍ଥାନକୁ ବଦଳି କରିବାକୁ ନିର୍ଦ୍ଦେଶ…

ପୁରୀରେ ମୁହାଁମୁହିଁ ହେବେ ସୁନୀଲ ମହାନ୍ତି ଓ ଜୟନ୍ତ ଷଡଙ୍ଗୀ । ଦିଗପହଣ୍ଡିରେ ବିପ୍ଳବଙ୍କୁ ଟକ୍କର ଦେବେ ସିଦ୍ଧାନ୍ତ ।…

କନକ ବ୍ୟୁରୋ: ଚଳିତ ନିର୍ବାଚନ, ପୂର୍ବ ନିର୍ବାଚନଠାରୁ ଟିକେ ନିଆରା ହେବାକୁ ଯାଉଛି । ଏଥର ଏକାଧିକ ବିଧାନସଭା ଆସନରେ ହେଭିୱେଟଙ୍କ ମଧ୍ୟରେ ଲଢ଼େଇ ହେବ ବୋଲି କୁହାଯାଉଛି । ଯାହା ପ୍ରଚାର ମଇଦାନକୁ ସରଗରମ କରିବ । ବିଧାନସଭା ପାଇଁ ହେବ ବଡ ଲଢ଼େଇ ମଇଦାନରେ ମୁହାଁମୁହିଁ ହେବେ…

ବଡ଼ ଲଢ଼େଇ ପାଇଁ ମୈଦାନ ପ୍ରସ୍ତୁତ । ୫ ଲୋକସଭା ପାଇଁ ଚେହେରା ସ୍ପଷ୍ଟ । 

କନକ ବ୍ୟୁରୋ: ୨୪ ଲଢେଇ ପାଇଁ ୩ ପ୍ରମୁଖ ଦଳଙ୍କ ପ୍ରାର୍ଥୀ ଘୋଷଣା ପରେ ୫ଟି ଲୋକସଭା ଆସନରେ ଚେହେରା ସ୍ପଷ୍ଟ ହୋଇଛି । ସୁନ୍ଦରଗଡ଼, ନବରଙ୍ଗପୁର, କନ୍ଧମାଳ, କଳହାଣ୍ଡି ଏବଂ କୋରାପୁଟ ସଂସଦୀୟ କ୍ଷେତ୍ର ଏଥର ବଡ ଲଢେଇ ହେବ । ସୁନ୍ଦରଗଡ଼ରେ ଜୁଏଲ ଓରାମ, ଦିଲ୍ଲୀପ ତିର୍କୀ ଓ ଜନାର୍ଦ୍ଦନଙ୍କ ମଧ୍ୟରେ…