Daily Archives

February 19, 2024

ଭୟ ଲାଗୁଛି ଭୁବନେଶ୍ୱରରେ! ଏଣିକି ନିଜ ସୁରକ୍ଷା ନିଜ ହାତରେ! ଚାରିଆଡେ ଚୋରି, ଲୁଟ ଆଉ ସୁନା ଗାଏବକୁ ନେଇ ଚର୍ଚ୍ଚା

କନକ ବ୍ୟୁରୋ: ଚାରିଆଡେ ଚୋରି, ଲୁଟ ଆଉ ସୁନା ଗାଏବକୁ ନେଇ ଚର୍ଚ୍ଚା । କେତେବେଳେ କାହା ଘର ଲୁଟେରାଙ୍କ ଟାର୍ଗେଟ ପାଲଟିବ ସେ କଥା କହିବା ମୁସ୍କିଲ । ଏକୁଟିଆ ଘର ହେଉ ଅବା ଆପାର୍ଟମେଣ୍ଟ, ସବୁଠି ଲୁଟେରାଙ୍କ ଭୟ । ଖାଲି ଘର ତ ଘର, ଏପରିକି ଘରେ ଥିବା ଅବସ୍ଥାରେ ବି ଲୁଟ ଘଟଣା କିଛିଦିନ ତଳେ…

ଖଣ୍ଡଗିରି କୁମ୍ଭମେଳାରେ ସାଧୁସନ୍ଥଙ୍କ ଭିଡ଼ । ଭବିଷ୍ୟବାଣୀ ଠାରୁ ଆରମ୍ଭ କରି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି…

କନକ ବ୍ୟୁରୋ: କାଠି କରୁଛି ଆପଣଙ୍କ ଭାଗ୍ୟ ଭବିଷ୍ୟତର ବିଚାର । ସବୁ ସତ କହିବ କାଠି । ଖଣ୍ଡଗିରି କୁମ୍ଭ ମେଳାକୁ ଆସିଥିବା ଜଣେ କାଠି ବାବାଙ୍କୁ ନେଇ ବହୁ ଚର୍ଚ୍ଚା । ଯିଏ ମେଳା ଆସୁଛି ସିଏ ବାବାଙ୍କ ପାଖରେ ବିତାଉଛି କିଛି ସମୟ । ନିଜର ଭବିଷ୍ୟତ କଥା ପଚାରି ବୁଝୁଛି । ୬ଟି କାଠି ଧରି…

ବଜାରରେ ବୁଲୁଛି ସେନା ପୋଷାକ । ୫ଶହ ମିଟର କପଡ଼ା ଜବତ, ବ୍ୟବସାୟୀଙ୍କ ବିରୋଧରେ ମାମଲା ରୁଜୁ

କନକ ବ୍ୟୁରୋ: ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଖୋଲା ବଜାରରେ ମିଳୁଛି ସେନା ପୋଷାକ । ଏଭଳି ଏକ ଗୁଇନ୍ଦା ସୂଚନା ପାଇ ଚଢ଼ାଉ କରିଛି ବ୍ରହ୍ମପୁର ପୁଲିସ ଓ ସେନାର ଗୁଇନ୍ଦା ବିଭାଗ । କମ୍ବାଟ ୟୁନିଫର୍ମର ନକଲି କପଡ଼ା ଜବତ କରିବା ସହ ଦୋକାନୀ ବିରୋଧରେ ମାମଲା କରାଯାଇଛି । ବଜାରରେ ସେନା…

ନିର୍ବାଚନ ପୂର୍ବରୁ ସରକାରଙ୍କ ଉପହାର ପେଡି । ୯ ଦିନ ହେଲା ବିଭିନ୍ନ ଯୋଜନାରେ ଘୋଷଣା ହେଉଛି ଆର୍ଥିକ ସହାୟତା ।…

କନକ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବିଭିନ୍ନ ବର୍ଗଙ୍କ ପାଇଁ ଉପହାରର ପେଡି ଖୋଲି ଦେଇଛନ୍ତି ରାଜ୍ୟ ସରକାର । ଶେଷ ୯ଦିନ ହେଲା ଗୋଟିଏ ଗୋଟିଏ ପରେ ଗୋଟିଏ ୧୦ରୁ ଅଧିକ ବର୍ଗଙ୍କ ପାଇଁ ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ଘୋଷଣା ପରେ ଆରମ୍ଭ ହୋଇଯାଇଛି ରାଜନୈତିକ ଆଲୋଚନା ।…

କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ । ପୋଷ୍ଟର ମାରି ୧୫ ଦିନର କଣ୍ଟ ଦେଲା ଦୁର୍ବୃତ୍ତ ।…

କନକ ବ୍ୟୁରୋ: ବିଧାୟକଙ୍କୁ ହତ୍ୟା ଧମକ୍ ଦେଇଛି କିଏ? ହତ୍ୟା ଧମକ୍ ପଛର ଉଦ୍ଦେଶ୍ୟ କ’ଣ? ପୋଷ୍ଟର ଥିବା ଯୁବକ ଜଣକ କିଏ? ଏଭଳି କିଛି ପ୍ରଶ୍ନ ଉଙ୍କି ମାରୁଛି, ଯେତେବେଳେ ସହର ଭିତରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକର ଦୁଇ ଦୁଇଟି ପୋଷ୍ଟର ସାମ୍ନାକୁ ଆସିଛି । ଜଣେ…

ଦିଲ୍ଲୀରୁ ଫେରିବା ପରେ ଉତ୍ସାହିତ ରାଜ୍ୟ ବିଜେପି ନେତା । ଫୋକସରେ ରହିଛି ୨୦୧୯ରେ ହାରିଥିବା ଆସନ ।

କନକ ବ୍ୟୁରୋ: ନୂଆ ଉତ୍ସାହ, ନୂଆ ଉଦ୍ଦୀପନା ନେଇ ଦିଲ୍ଲୀରୁ ଫେରିଛନ୍ତି ଓଡ଼ିଶା ବିଜେପି ନେତା । ରାଷ୍ଟ୍ରୀୟ ଅଧିବେଶନରେ ଦୁଇ ଦିନିଆ କ୍ଲାସ୍ ନେଇ ଫେରିବା ପରେ କେମିତି ଲୋକଙ୍କ ପାଖକୁ ଯିବେ ଏବଂ କେଉଁ ପ୍ରସଙ୍ଗ ଉଠାଇବେ ତାହା ଚୂଡ଼ାନ୍ତ ହୋଇସାରିଛି । କେନ୍ଦ୍ରର ମୋଦୀ ସରକାର ଯେଉଁ ଲକ୍ଷ୍ୟ…