Daily Archives

February 14, 2024

ଚାଷୀ ଆନ୍ଦୋଳନ ଯୋଗୁଁ ଦିଲ୍ଲୀ ସୀମାରେ ପ୍ରବଳ ଉତେଜନା । ହରିଆଣା ସମେତ ପଡୋଶୀ ରାଜ୍ୟରୁ ମାଡି ଆସୁଛନ୍ତି ମାଳମାଳ ଚାଷୀ

କନକ ବ୍ୟୁରୋ : କଡ଼ା ସୁରକ୍ଷାବଳରେ ରାଜଧାନୀର ସୀମାନ୍ତ ଅଂଚଳ । କଂକ୍ରିଟପାଚେରୀ, ଲୁହାବାଡ, କଂଟାତାର ଭିତରେ ରହିଛି ପୂରା ଦିଲ୍ଲୀ । ସେପଟେ ତ୍ରୀବ ହେଉଛି ଚାଷୀଙ୍କ ଆନ୍ଦୋଳନ । ମଙ୍ଗଳବାରଠୁ ମାଳ ମାଳ ଚାଷୀ ଦିଲ୍ଲୀମୁହାଁରେ ହେଉଛନ୍ତି । ଟ୍ରାକ୍ଟରଯୋଗେ ଉତରପ୍ରଦେଶ, ପଂଜାବ, ହରିଆଣା ଓ…

ପ୍ରଥମ ଥର ରାଜ୍ୟସଭା ଯିବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା । ବୁଧବାର ରାଜସ୍ଥାନ ରାଜ୍ୟସଭା ପାଇଁ ନାମାଙ୍କନ ଭରିଛନ୍ତି…

କନକ ବ୍ୟୁରୋ : ସମସ୍ତ କଳ୍ପନା, ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି । ରାଜସ୍ଥାନରୁ ନୂଆ ଯାତ୍ରା ଆରମ୍ଭ କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ରାଜସ୍ଥାନରେ ରାଜ୍ୟସଭା ଯିବେ ସୋନିଆ ଆଉ ଏଥିପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ,…

ରାଜ୍ୟ ସରକାରଙ୍କ ବଡ ଘୋଷଣା । ବରିଷ୍ଠ ବୁଣାକାର ପାଇବେ ଭତ୍ତା

କନକ ବ୍ୟୁରୋ : ରାଜ୍ୟର ବରିଷ୍ଠ ବୁଣାକାର ଓ ହସ୍ତ ଶିଳ୍ପ କାରିଗର ମାନଙ୍କ ପାଇଁ ଖୁସି ଖବର। ସେମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ନୂଆ ଯୋଜନା । ଏହି ଯୋଜନାରେ ୪୦ ବର୍ଷରୁ ୮୦ ବର୍ଷ ବୟସ ମଧ୍ୟରେ ଥିବା ମହିଳା ବୁଣାକାର ଓ ବୁଣା କାର୍ଯ୍ୟରେ…

ନିର୍ବାଚନ ପାଇଁ ଆକ୍ସନରେ କମିଶନରେଟ ପୁଲିସ । ଅପରାଧୀ ହେବେ ତଡିପାର୍

କନକ ବ୍ୟୁରୋ : ସାଧାରଣ ନିର୍ବାଚନ ପାଖୋଇ ଆସିଲାଣି । ଆଉ ଏହି ସମୟରେ ଅପରାଧୀ ଓ ଅସାମାଜିକ ଲୋକଙ୍କୁ ସାବାଡ କରିବା ପାଇଁ କମିଶନରେଟ ପୁଲିସ ବି ଆରମ୍ଭ କରିଦେଇଛି ପୁଲିସ । ଗଣ୍ଡଗୋଳ ଆଶଙ୍କା ଥିବାରୁ ଦାଗୀଙ୍କୁ ତଡିପାର ପାଇଁ ଆରମ୍ଭ ହୋଇଛି ଯୋଜନା । ଏଥିପାଇଁ ତାଲିକା ପ୍ରସ୍ତୁତ କରାଯାଇ…

ପ୍ରେମ ସପ୍ତାହରେ ନିଆରା ପ୍ରେମ କାହାଣୀ । ଦିବ୍ୟାଙ୍ଗ ପ୍ରେମିକାକୁ ଆପଣାଇନେଲେ ପ୍ରେମିକ

କନକ ବ୍ୟୁରୋ : ପ୍ରେମ - ଏକ ଅପୂର୍ବ ଅନୁଭୂତି, ଅକୁହା ଆନନ୍ଦର ପରିଭାଷା । ପ୍ରେମିକା, ଆଉ ଜୀବନ ସାଥୀକୁ ପ୍ରେମ ନିବେଦନ । ସେଥିପାଇଁ ଭାଲେନଟାଇନ ଡେ’ ଠାରୁ ଆଉ ପ୍ରକୃଷ୍ଟ ସମୟ ଆଉ କେବେ ମିଳିବ । ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକର ଏହି ଦମ୍ପତିଙ୍କୁ ନେଇ ଚାରିଆଡେ ଚର୍ଚ୍ଚା । ଫତେପୁର ଅଂଚଳର…

କଟକରୁ ବାଘ ଛାଲ ଜବତ ଘଟଣାରେ ୭ ଗିରଫ । ୬ ଅଭିଯୁକ୍ତ ଏବେ ବି ଫେରାର, ୨୦୧୯ରେ ବ୍ରହ୍ମପୁର ବରିହାକଟା ଜଙ୍ଗଲରେ ବାଘକୁ…

କନକ ବ୍ୟୁରୋ : ୨୦୧୯ରେ ବ୍ରହ୍ମପୁରର ବରିହାକଟା ଜଙ୍ଗଲରେ ନିର୍ମମ ଭାବେ ଏମିତି କଲରାପତରିଆ ବାଘକୁ ହତ୍ୟା କରିଥିଲେ ଶିକାରୀ । ବନ ବିଭାଗର ଜଏଂଟ ଟାସ୍କ ଫୋର୍ସ ଅନୁସନ୍ଧାନ ପରେ ସାମ୍ନାକୁ ଆସିଛି ୪ ବର୍ଷ ତଳର ବାଘ ଶିକାରର ଲୋମଟାଙ୍କୁରା କାହାଣୀ । ଶିକାରୀ ଓ ମାଫିଆ ଗିରଫ ହେବା ପରେ ଜଙ୍ଗଲ…