Daily Archives

February 4, 2024

ଟିକେଟ ପାଇଁ କଂଗ୍ରେସର କସରତ: ଅନଲାଇନରେ ପ୍ରାର୍ଥୀ ବାଛିବ ଦଳ

କନକ ବ୍ୟୁରୋ: ସାଧାରଣ ଲୋକେ ପାଇବେ କଂଗ୍ରେସ ଟିକେଟ । ୱେବସାଇଟରେ ଆବେଦନ କଲା ପରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଟିକେଟ ଦିଆଯିବ । ଭୁବନେଶ୍ୱରରେ ଦେଶରେ ପ୍ରଥମ ଥର ଲାଗି ଏଭଳି ୱେବସାଇଟ ଆରମ୍ଭ କରିଛନ୍ତି ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର । କଂଗ୍ରେସ ଟିକେଟ ବଂଟନକୁ ଅଧିକ ସ୍ୱଚ୍ଛ ଓ…

ଷୋଡଶ ବିଧାନସଭାର ଶେଷ ଅଧିବେଶନ: ସଂକ୍ଷିପ୍ତ ହେଲେ ବି ହେବ ସରଗରମ

କନକ ବ୍ୟୁରୋ: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନ । ନିର୍ବାଚନ ଆଉ ଅଳ୍ପଦିନ ଥିବାରୁ ଷୋଡଶ ବିଧାନସଭାର ଏହା ହେବ ଶେଷ ଅଧିବେଶନ । ସରକାର ଏହି ଅଧିବେଶନରେ କାମଚଳା ବଜେଟ ଆଣିବେ । ୮ ତାରିଖରେ ଏହି କାମଚଳା ବଜେଟ ଆଗତ ହେବ । ସଂକ୍ଷିପ୍ତ ହେଲେ ବି ଏହି ଅଧିବେଶନ ବେଶ…

ଦ୍ୱନ୍ଦ୍ୱ ବଢ଼ାଇଲା ମୋଦୀଙ୍କ ଓଡ଼ିଶା ଗସ୍ତ: କଂଗ୍ରେସକୁ ସମାଲୋଚନା, ବିଜେଡି ସଂପର୍କରେ ନିରବ!

କନକ ବ୍ୟୁରୋ: ନିର୍ବାଚନ ପାଇଁ ସବୁ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପ୍ରଧାନମନ୍ତ୍ରୀ ଶନିବାର ସମ୍ବଲପୁର ଆସି ରାଜ୍ୟ ବିଜେପି ପାଇଁ ନିର୍ବାଚନ ବିଗୁଲ ବଜାଇଛନ୍ତି । ତେବେ ଓଡିଶା ଗସ୍ତବେଳେ ମୋଦି ୨୦୧୯ ଆଭିମୁଖ୍ୟ ଦେଖାଇନାହାନ୍ତି । ସମ୍ବଲପୁରରେ କଂଗ୍ରେସକୁ ସମାଲୋଚନା କରିଥିବାବେଳେ…

ବିଜୁବାବୁଙ୍କୁ କେବେ ଦିଆଯିବ ଭାରତରତ୍ନ? କେବେ ପୂରଣ ହେବ ଓଡ଼ିଶାର ଦାବି?

କନକ ବ୍ୟୁରୋ: କର୍ପୂରୀ ଠାକୁର ଓ ଲାଲକୃଷ୍ଣ ଆଡଭାନୀଙ୍କ ପରେ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ଦେବା ନେଇ ଦାବି ଜୋର ଧରିଛି । ବହୁଦିନ ଧରି ଏ ନେଇ ଦାବି ହୋଇଆସୁଥିଲେ ବି ଓଡ଼ିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଭୁଲି ଯାଇଛନ୍ତି କେନ୍ଦ୍ର ସରକାର । ଆଉ ଏହି…

ଅର୍ପଣ ଚାଉଳରୁ ପ୍ରସ୍ତୁତ ହେଲା ଖେଚୁଡି: ଶହେଟି କୁଡୁଆରେ ତିଆରି ହୋଇଛି ପ୍ରସାଦ

କନକ ବ୍ୟୁରୋ: ଅର୍ପଣ ଚାଉଳରୁ ଶ୍ରୀମନ୍ଦିରରେ ପ୍ରସ୍ତୁତ ହୋଇଛି ଖେଚୁଡି । ଅର୍ପଣ ଚାଉଳରେ ପ୍ରସ୍ତୁତ ହୋଇଛି ଖେଚୁଡ଼ି, କାନିକା, ମିଠା ଅନ୍ନ । ଏହାକୁ ପ୍ରତିଦିନ ପ୍ରାୟ ୧୦ ହଜାର ଭକ୍ତଙ୍କୁ ଦେବାର ପ୍ରକ୍ରିୟା ଆରମ୍ଭ ହୋଇଛି । ଆଉ ପ୍ରସାଦକୁ ବେଶ ଶ୍ରଦ୍ଧରେ ସେବନ କରିଛନ୍ତି ଭକ୍ତ । ଅର୍ପଣ…

କର୍କଟ ରୋଗକୁ ଜାଣିବା କର୍କଟ ରୋଗକୁ ଜିଣିବା: ବିଶ୍ଵ କର୍କଟ ଦିବସ ଅବସରରେ କୋଣାର୍କ କ୍ୟାନ୍ସର ଫାଉଣ୍ଡେସନର ଏକ ନିଆରା…

କନକ ବ୍ୟୁରୋ: କ୍ୟାନ୍ସର ଏକ ଅଭିଶପ୍ତ ରୋଗ ଯେପରି, ଯାହାକୁ ବି ଗ୍ରାସେ, ସେ ମାନସିକ ଏବଂ ଶାରିରୀକ ସ୍ତରରେ ଦୁର୍ବଳ ହୋଇପଡ଼େ। କ୍ୟାନ୍ସର ରୋଗ ଆବାଳବୃଦ୍ଧବନିତାଙ୍କୁ ହୋଇଥାଏ । ସେହିପରି, ସମ୍ପୂର୍ଣ୍ଣ ଜୀବନକୁ ଖୁସିରେ ଉପଭୋଗ କରିବା ବଦଳରେ କର୍କଟ ରୋଗୀମାନେ, ମୃତ୍ୟୁକୁ ଅତି ନିକଟରୁ…