Daily Archives

January 15, 2024

ସରକାରୀ ନିୟମକୁ ଖୋଲା ଉଲ୍ଲଙ୍ଘନ: ମଣ୍ଡି ବଦଳରେ ମିଲକୁ ଆସୁଛି ଧାନ

କନକ ବ୍ୟୁରୋ: ମଣ୍ଡି ବଦଳରେ ସିଧାସଳଖ ମିଲକୁ ଯାଉଛି ଚାଷୀର ଧାନ । ସରକାରୀ ନିୟମର ଉଲ୍ଲଂଘନ କରି ଚାଷୀର ଧାନକୁ ମିଲକୁ ନେବାକୁ ଉସୁକାଉଛନ୍ତି ମଣ୍ଡିରେ କାମ କରୁଥିବା କର୍ମଚାରୀ । ମିଲର ଓ ମଣ୍ଡି କର୍ମଚାରୀଙ୍କ ଭିତରେ କେଉଁ ମଧୁଚନ୍ଦ୍ରିକା ରହିଛି, ଯେ ମଣ୍ଡିରେ ଧାନ ଓହ୍ଲାଇ ବଦଳରେ ବିନା…

ବାତ୍ୟାର ସଠିକ୍ ଆକଳନ କରେ ଆଇଏମଡି: ଭାରତୀୟ ପାଣିପାଗ ବିଭାଗକୁ ୧୫୦ ବର୍ଷ

କନକ ବ୍ୟୁରୋ: ଭାରତୀୟ ପାଣିପାଗ ବିଭାଗକୁ ପୂରିଛି ଦେଢ ଶହ ବର୍ଷ । ୧୫୦ ବର୍ଷ ପୂର୍ତି ଅବସରରେ ନୂଆ ଅଭିଯାନ ଆରମ୍ଭ କରିଛି ଆଇଏମ୍ଡି । ପଂଚାୟତ ସ୍ତରରେ ପାଣିପାଗ ସୂଚନା ପ୍ରଦାନ କରିବାକୁ ଆରମ୍ଭ ହୋଇଛି, ହର ହର ମୌସମ, ହର ଘର ମୌସମ କାର୍ଯ୍ୟକ୍ରମ । ଏହା ଦ୍ୱାରା ଓଡ଼ିଆ ସମେତ ୧୨ଟି ଭାଷାରେ…

ସଚେତନତା ସତ୍ତେ୍ୱ ମାନିଲେନି: ମନଇଚ୍ଛା ଉଡ଼ାଇଲେ ଗୁଡ଼ି, ମାଞ୍ଜା ସୂତା ଲାଗି ୨ ଆହତ

କନକ ବ୍ୟୁରୋ: ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ାଇବାର ପରମ୍ପରା ରହିଛି । ହେଲେ ଗୁଡ଼ି ଉଡ଼ାଇବା ପାଇଁ ବ୍ୟବହୃତ ମାଂଜା ସୂତା ଯେ କେତେ ମାରାତ୍ମକ, ତାହା ସମସ୍ତଙ୍କୁ ଜଣା । ଆଉ କମିଶନରେଟ୍ ପୁଲିସ ପକ୍ଷରୁ ମାଂଜା ସୂତା ବ୍ୟବହାର ନେଇ ବାରମ୍ବାର ସଚେତନ କରାଯାଉଥିଲେ ବି କିଛି ଅମାନିଆ ମାନିବାକୁ…

ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମନ୍ଦିର ସଫେଇ କରୁଛନ୍ତି ବିଜେପି ନେତା: ଦେବଗଡର ଗୋପାଳଜୀ ମନ୍ଦିରରେ…

କନକ ବ୍ୟୁରୋ: ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି, ସେତିକି ସରଗରମ୍ ହେବାରେ ଲାଗିଛି ରାଜ୍ୟ ରାଜନୀତି । ଆଉ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ପ୍ରତ୍ୟେକ ଦଳ ଆରମ୍ଭ କରିଦେଇଛନ୍ତି ଅଙ୍କ କଷା । ଏହାରି ଭିତରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଜେପି କରିଛି ନୂଆ ରଣନୀତି । ବିଜେପି…

ପରିକ୍ରମା ପ୍ରକଳ୍ପକୁ ନେଇ ତେଜିଲା ରାଜନୀତି: ବିରୋଧୀଙ୍କ ସମାଲୋଚନା, ସାମିଲ ହେବାକୁ ବିଜେଡିର ଆହ୍ୱାନ

କନକ ବ୍ୟୁରୋ: ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାମିଲ ହେବାକୁ ଦଳମତ ନିର୍ବିଶେଷରେ ରାଜ୍ୟର ସମସ୍ତ ବିଧାୟକ, ସାଂସଦ ଓ ବରିଷ୍ଠ ନେତାଙ୍କୁ ପ୍ରଶାସନ ପକ୍ଷରୁ ନିମନ୍ତ୍ରଣ କରାଯାଇଛି । ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି । କିନ୍ତୁ ୧୭ତାରିଖ…

ଉତ୍ସବମୁଖର ଶ୍ରୀକ୍ଷେତ୍ର: ଅଖଣ୍ଡ ଦୀପ ସହ ଆରମ୍ଭ ହେଲା ଯଜ୍ଞ

କନକ ବ୍ୟୁରୋ: ଜଗନ୍ନାଥଙ୍କ ପାଇଁ ଚାଲିଛି ଯଜ୍ଞ । ବେଦ, ମନ୍ତ୍ରପାଠରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ । ଚାରି ଦ୍ୱାରରେ ବେଦପାଠ କରୁଛନ୍ତି ୬୦ଜଣ ବିଦ୍ୟାର୍ଥୀ । ଦିନକ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଉଦ୍ଘାଟନ ଉତ୍ସବ । ଏହାକୁ ଭବ୍ୟ, ଆକର୍ଷଣୀୟ ଆଉ ସ୍ମରଣୀୟ କରିବା ପାଇଁ ରାଜ୍ୟ…