Monthly Archives

January 2024

ରାଜଧାନୀରେ ପୁଣି ଆପାର୍ଟମେଣ୍ଟରୁ ସିରିଜ୍ ଲୁଟ୍ । ପାହାଳ ନିକଟ କଲ୍ୟାଣୀ ହାଇଟ୍ସର ୩ଟି ଫ୍ଲାଟ୍ରୁ ଲୁଟ୍ । ୩୦ ଲକ୍ଷରୁ…

କନକ ବ୍ୟୁରୋ: ରାଜଧାନୀରେ ପୁଣି ଆପାର୍ଟମେଣ୍ଟରୁ ସିରିଜ ଲୁଟ । ପାହାଳ ଥାନ ଭୀମପୁର କଲ୍ୟାଣୀ ହାଇଟସ ଆପାର୍ଟମେଣ୍ଟରୁ ଚୋରି । ସିସିଟିଭିରେ କଏଦ ହେଲା ରାତିରେ ଆପାର୍ଟମେଣ୍ଟରେ ଚୋର ପଶୁଥିବାର ଚିତ୍ର । ଘରେ କେହି ନଥିବାର ସୁଯୋଗ ନେଇ ୩ଟି ଫ୍ଲାଟରୁ ଲୁଟ୍ କରିଛନ୍ତି ଲୁଟେରା । ଗୋଟିଏ…

ଫେବୃଆରୀ ୬ ତାରିଖରେ ଓଡିଶା ଆସିବେ ରାହୁଲ ଗାନ୍ଧୀ । ନ୍ୟାୟ ଯାତ୍ରାରେ ସୁନ୍ଦରଗଡରେ କରିବେ ରୋଡ୍ ସୋ ।

କନକ ବ୍ୟୁରୋ: ଆସନ୍ତା ଫେବ୍ରୁଆରୀ ୬ ତାରିଖରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ଓଡ଼ିଶାରେ ପହଂଚିବେ ରାହୁଲ ଗାନ୍ଧୀ । ୬ ତାରିଖ ସଂଧ୍ୟାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ସୁନ୍ଦରଗଡ଼ ବୀରମିତ୍ରପୁରରେ ପହଂଚିବ । ସେଠାରେ ରାହୁଲ ଗାନ୍ଧୀଙ୍କୁ ସ୍ୱାଗତ କରାଯିବ ।…

ନବରଙ୍ଗପୁର ବ୍ଲକ୍ କାର୍ଯ୍ୟାଳୟ ନିକଟ ଏଟିଏମ ଲୁଟ ଘଟଣା । ଡାବୁଗାଁ ଜଙ୍ଗଲରୁ ଧରାପଡିଲେ ୫ ଅନ୍ତରାଜ୍ୟ ଲୁଟେରା କାର ସହ…

କନକ ବ୍ୟୁରୋ: ଏଟିଏମ୍ ତାଡି ଟଙ୍କା ଲୁଟ ଘଟଣାରେ ସମସ୍ତ ୫ ଲୁଟେରାଙ୍କୁ ଗିରଫ କଲା ନବରଙ୍ଗପୁର ପୋଲିସ । ସର୍ଚ୍ଚ ଅପରେସନ୍ବେଳେ ଡାବୁଗାଁ ଜଙ୍ଗଲରେ ଲୁଚି ରହିଥିବାବେଳେ ୫ଜଣ ଚୋରଙ୍କୁ ଗିରଫ କରିଛି ପୋଲିସ । ସମସ୍ତ ଲୁଟେରା ବାହାର ରାଜ୍ୟର । ୪ ଜଣ ହରିୟାଣାର ହୋଇଥିବାବେଳେ ଜଣେ ଲୁଟେରା…

ଘଞ୍ଚ ଜଙ୍ଗଲ ଭିତରେ ମାଓବାଦୀଙ୍କ ସୁଡ଼ଙ୍ଗ । ଛତିଶଗଡ଼ ଦାନ୍ତେୱାଡ଼ାରେ କୁମ୍ବିଂ ବେଳେ ଠାବ କଲେ ଯବାନ ।ମାଓବାଦୀଙ୍କ ଯୋଜନା…

କନକ ବ୍ୟୁରୋ: ଘଞ୍ଚ ଜଙ୍ଗଲ ଭିତରେ ମାଓବାଦୀଙ୍କ ସୁଡଙ୍ଗ । ଯବାନଙ୍କୁ ଟାର୍ଗେଟ୍ କରିବା ପାଇଁ ଲାଲବାହିନୀଙ୍କ ନୂଆ ଚାଲ । ଆପଣଙ୍କ ଟିଭି ସ୍କ୍ରିନ୍ରେ ଏ ହେଉଛି ସେହି ଏକ୍ସକ୍ଲୁସିଭ୍ ଭିଜୁଆଲ । ଦେଖନ୍ତୁ କିପରି ସୁଡଙ୍ଗ ଖୋଲିଛନ୍ତି ମାଓବାଦୀ । ଏପରି ଦୃଶ୍ୟ ଆସିଛି ପଡୋଶୀ ଛତିଶଗଡ଼ରୁ ।…

ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ବଜେଟ୍ ଅଧିବେଶନ । ସରକାରଙ୍କ ଉପଲବ୍ଧି ଓ ସଫଳତା ନେଇ ବିବୃତ୍ତି ରଖିଲେ ଦୌପଦୀ…

କନକ ବ୍ୟୁରୋ: ଅନ୍ତରୀଣ ବଜେଟ୍ ଅଧିବେଶନ ପୂର୍ବରୁ ନୂଆ ସଂସଦ ଭବନରେ ଅଭିଭାଷଣ ରଖିଛନ୍ତି ମହମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି କ୍ରମରେ ମୋଦୀ ସରକାରଙ୍କର ୧୦ ବର୍ଷର ଉକ୍ରର୍ଷତାକୁ ବଖାଣିଛନ୍ତି । ବହୁ ପ୍ରତୀକ୍ଷିତ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଓ ଜମ୍ମୁ କାଶ୍ମୀରରୁ ୩୭୦ ଧାରା…

କୁହୁଡି ପାଇଁ ଭୟଙ୍କର ଦୁର୍ଘଟଣା । ଟ୍ରକ୍ – ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ସେପଟେ ନୟାଗଡ ଦଶପଲ୍ଲା ନିକଟରେ…

କନକ ବ୍ୟୁରୋ: ନୟାଗଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦଶପଲ୍ଲା ଥାନା ଡିହଗାଁ ନିକଟରେ ଟ୍ରକ୍ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର । ଆହତକୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ ମୃତାହତମାନେ କବାଡିଆ ବେପାରୀ । ଉଭୟ ପାଲାଗୁଣ୍ଠୁଲି ଗାଁର ବାସିନ୍ଦା…