Daily Archives

December 11, 2023

ଅପରାଜିତା ବନାମ ବିଜେଡି: ଚର୍ଚ୍ଚାରେ ଭୁବନେଶ୍ୱର ସାଂସଦଙ୍କ ପୋଷ୍ଟ

କନକ ବ୍ୟୁରୋ: ଚର୍ଚ୍ଚା ବଢାଇଲା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସୋସିଆଲ ମିଡିଆ ପୋଷ୍ଟ । ସୋସିଆଲ ମିଡିଆ ଏକ୍ସରେ ସେ ଅଭିଯୋଗ, ରାଜଧାନୀ କାଂଥରେ ଆଉଥରେ ଅପରାଜିତା ଲେଖାକୁ ବିଏମସି ଲିଭାଇ ଦେଉଛି । ହେଲେ କାହିଁକି ବିଜେଡିର ପ୍ରଚାର ଲେଖାକୁ ଲିଭାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି…

ଇତିହାସ ପାଲଟିିଲା ଧାରା ୩୭୦ । ମୋଦୀ ସରକାରଙ୍କ ନିଷ୍ପତି ଉପରେ ମୋହର ମାରିଲେ ସୁପ୍ରିମକୋର୍ଟ । ଜମ୍ମୁ-କାଶ୍ମୀରକୁ…

କନକ ବ୍ୟୁରୋ: ଇତିହାସ ପାଲଟିଲା ଧାରା ୩୭୦ । ଜମ୍ମୁ-କାଶ୍ମୀରରୁ ଉଚ୍ଛେଦ ହୋଇଥିବା ଧାରା ବାବଦରେ ସୁପ୍ରିମ୍ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଜମ୍ମୁ-କାଶ୍ମୀରରୁ ୩୭୦ ଉଚ୍ଛେଦ ନେଇ କେନ୍ଦ୍ର ସରକାର ନେଇଥିବା ନିଷ୍ପତିକୁ କାଏମ ରଖିଛନ୍ତି କୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ୫ ଜଣିଆ ଖଣ୍ଡପୀଠ…

ଧୀରଜ ସାହୁଙ୍କ କଳାଧନକୁ ନେଇ ତେଜୁଛି ରାଜନୀତି । ଦେଶବ୍ୟାପୀ ବିଜେପିର ପ୍ରତିବାଦ । ମଦ ସାମ୍ରାଜ୍ୟର ଗୁମର ଖୋଲିବାକୁ…

କନକ ବ୍ୟୁରୋ: ମଦ ବ୍ୟବସାୟୀ ଧୀରଜ ସାହୁଙ୍କ କଳାଧନକୁ ନେଇ ତେଜୁଛି ରାଜନୀତି । ଘଟଣାକୁ ନେଇ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି । ଦଳର କେନ୍ଦ୍ରୀୟ ନେତୃତ୍ୱ କଂଗ୍ରେସ ଉପରେ ବର୍ଷୁଥିବା ବେଳେ ରାଜ୍ୟ ନେତୃତ୍ୱ ବିଜେଡି ଲିଙ୍କକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେପଟେ ବିଜେପି…

ସରିଲା ଟଙ୍କା ଗଣତି: ଏବେ ସମ୍ପତ୍ତିକୁ ନେଇ ଖୋଳତାଡ, ଆସିବେ କି ଇଡି- ସିବିଆଇ?

କନକ ବ୍ୟୁରୋ: ମଦବ୍ୟବସାୟୀଙ୍କ ବିଭିନ୍ନ ଠିକଣାରୁ ଜବତ ହୋଇଥିବା ପାହାଡ ଭଳି ଟଙ୍କାର ଗଣତି ଶେଷ ହେବା ପରେ, ଆଗକୁ ଆଉ କଣ ବାହାରିବ? ତାହା ଜାଣିବାକୁ ସମସ୍ତଙ୍କ ଭିତରେ ଉକ୍ରଣ୍ଠା ବଢ଼ିବାରେ ଲାଗିଛି । ଅନ୍ୟପଟେ ଆୟକର ବିଭାଗର ରେଡ୍ ପରେ ଅନ୍ୟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଆସୁଥିବା ଶୁଣି…

ସବୁ ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ, ମଧ୍ୟପ୍ରଦେଶରେ ଚାଲିବ ମୋହନ ରାଜ୍ । ନିରାଶ ହେଲେ ଶିବରାଜ । ରାଜ୍ୟରେ ରହିବେ…

କନକ ବ୍ୟୁରୋ: ସମସ୍ତ ଚର୍ଚ୍ଚାର ଅବସାନ ଘଟି ଶେଷରେ ମଧ୍ୟପ୍ରଦେଶକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ । ସମସ୍ତଙ୍କୁ ଚମକାଇଲା ଭଲି ନିଷ୍ପତି ନେଇଛନ୍ତି ମୋଦି-ଶାହ ଯୋଡି । ଶିବରାଜ ସିଂହ ଚୌହ୍ୱାନଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ମୋହନ ଯାଦବ ହେବେ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ । ଭୋପାଳରେ…

ହଠାତ ଆମେରିକା ଗସ୍ତରେ କାହିଁକି ଗଲେ ପାକିସ୍ତାନୀ ଜେନେରାଲ ମୁନିର୍  ?  ଆତଙ୍କବାଦର ଭୟ କଣ ଏତେ ଜୋର ଘାରିଛି ?

ପାକିସ୍ଥାନ ସେନାମୁଖ୍ୟ ଅଚାନକ ଆମେରିକା ଗସ୍ତ କରିଛନ୍ତି । ଏହ ପୂର୍ବରୁ ନିର୍ଦ୍ଧାରିତ କୌଣସି କାର୍ଯ୍ୟକ୍ରମ ନୁହେଁ । ତେଣୁ ଏ ଗସ୍ତ ଉପରେ ଏବେ ପ୍ରଶ୍ନ ଉଠିବ ସ୍ବାଭାବିକ । ନିକଟରେ ଆଫଗାନିସ୍ତାନ ସୀମାରୁ ଏପରି ସୂଚନା ଆସିଥିଲା ​​ଯେ ସେହି ସମଗ୍ର ଅଞ୍ଚଳରେ ଟିଟିପି ଯଥେଷ୍ଟ ପ୍ରଭାବ ବଢିଛି…