Daily Archives

December 6, 2023

ବିଜେପି ଦଖଲରେ ହିନ୍ଦୀ ହାର୍ଟଲ୍ୟାଣ୍ଡ । ଇଭିଏମ୍ ଉପରେ ବିରୋଧୀ ପ୍ରଶ୍ନ ଉଠାଇବା ନେଇ ତେଜିଲା ବିତର୍କ ।…

କନକ ବ୍ୟୁରୋ: ତେଲେଙ୍ଗାନାରେ କଂଗ୍ରେସ ବିପୁଳ ବିଜୟ ଲାଭ କରିଛି । ଦକ୍ଷିଣ ଭାରତରେ କର୍ଣ୍ଣାଟକ ପରେ ତେଲେଙ୍ଗାନାରେ ବିଜୟ ଦଳକୁ ହିନ୍ଦୀ ହାର୍ଟଲ୍ୟାଣ୍ଡ ପରାଜୟର ସାନ୍ତ୍ୱନା ଦେଇଛି । ହେଲେ ଏବେ ମଧ୍ୟପ୍ରଦେଶର ନେତା ଦାବି କରିଛନ୍ତି ଜନତା ଯେଉଁ ଇଭିଏମରେ ଭୋଟ ଦେଇଛନ୍ତି ସେଥିରେ ଟାମ୍ପରିଂ…

ଆୟ ବର୍ହିଭୁୂତ ସଂପତ୍ତି ଠୁଳ ମାମଲାରେ ଦେଶରେ ପ୍ରଥମ ଓଡିଶା । ୨୦୨୨ ରେ ଦେଶରେ ୩୭୨ ମାମଲାରୁ ଓଡିଶାରେ ୮୫

କନକ ବ୍ୟୁରୋ : ସୁନୀଲ କୁମାର ପାଢ଼ୀ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଭିିଜିଲାନ୍ସ ଚଢାଉବେଳେ ଆୟବହିର୍ଭୂତ ସଂପତ୍ତି ଭୁବନେଶ୍ୱରରେ ୧ କୋଟି ୧୦ ଲକ୍ଷ ଟଙ୍କାର ତିନ ମହଲା କୋଠା ଆସିକାରେ ମାର୍କେଟ କମ୍ପେ୍ଲକ୍ସ ୩ ଲକ୍ଷ ୪୦ ହଜାର ନଗଦ ଟଙ୍କା ୧୭ଟି ବ୍ୟାଙ୍କ…

ହିନ୍ଦୀ ହାର୍ଟଲ୍ୟାଣ୍ଡ ଦେଖିବ କି ନୂଆ ମୁଖ୍ୟମନ୍ତ୍ରୀ? ରେସରେ ଅନେକ ନେତା । ଦଳୀୟ ବିଜେପିକୁ ଘାରିଛି କି ଅସନ୍ତୋଷର ଭୟ…

କନକ ବ୍ୟୁରୋ: ଆଗକୁ ସାଧାରଣ ନିର୍ବାଚନ ରହିଛି । ବିରୋଧୀ ବି ପୂର୍ବ ଅପେକ୍ଷା ଅଧିକ ସକ୍ରିୟ ଅଛନ୍ତି । ଅନ୍ୟପଟେ ଦଳ ମଧ୍ୟରେ ମୁଖ୍ୟମନ୍ତ୍ରୀ ଆଶାୟୀ ମଧ୍ୟ ଅନେକ ଅଛନ୍ତି । ଯଦି ଚେହେରା ଠିକ୍ ନହେବ ତାହେଲେ ସାଧାରଣ ନିର୍ବାଚନ ପୂର୍ବରୁ ଦଳୀୟ ନେତାଙ୍କ ଅସନ୍ତୋଷ ବୁମେରାଂ ହୋଇପାରେ । ତିନି…

ଏମିତି ବି ଆସେ ଦୁଃଖ । ବାପାଙ୍କ ଅନ୍ତିମ ସଂସ୍କାର ବେଳେ ଚାଲିଗଲା ପୁଅର ଜୀବନ, କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଂଚଳରେ…

କନକ ବ୍ୟୁରୋ : ବାପା ପଛେ ପଛେ ଚାଲିଗଲା ପୁଅ । କିଏ ଜାଣିଥିଲା ବାପାର ଶେଷକୃତ୍ୟ କରିବାକୁ ଯାଇଥିବା ପୁଅର ଅଚାନକ ମୃତ୍ୟୁ ହେବ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ବୋରିଗୁମ୍ମା ବ୍ଲକ କାମତା ଗାଁରେ । ପୁଅ ଉପରୁ ବାପାର ହାତ ଉଠିଯିବା ପରେ ଭାଙ୍ଗିପଡିଥିଲେ ପୁଅ ।…

ପରାଜୟକୁ ନେଇ ଇଭିଏମକୁ ଦାୟୀ କଲା କଂଗ୍ରେସ । କଂଗ୍ରେସ ନେତା କମଲନାଥଙ୍କ ଅଭିଯୋଗ, ଇଭିଏମକୁ କରାଯାଇଛି ଟାମ୍ପରିଂ

କନକ ବ୍ୟୁରୋ : ତିନି ରାଜ୍ୟରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ପୁଣିଥରେ ଇଲେକଟ୍ରୋନିକ୍ ଭୋଟିଂ ମେସିନ୍ ବା ଇଭିଏମ୍ ଉପରେ ପ୍ରଶ୍ନ ଉଠାଇଛି । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ଇଭିଏମ୍ ମେସିନ୍ରେ ଚିପ୍ ଥିବା କଥା କହି ଟାର୍ଗେଟ୍ କରିଛନ୍ତି ।…

ଆଉ ଖସି ପାରିବେନି ଲୁଟେରା । ଧରାପକେଇବ ଫିଙ୍ଗରପ୍ରିଂଟ ସ୍କାନର

କନକ ବ୍ୟୁରୋ : ରାଜଧାନୀରେ ଅପରାଧୀଙ୍କୁ ଧରିବା ଲାଗି ଇଏ ହେଉଛି ପୁଲିସର ପ୍ରସ୍ତୁତି । ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ଅପରାଧୀଙ୍କୁ କାବୁ କରିବ ରାଜଧାନୀ ପୋଲିସ । ଏଥିପାଇଁ ବ୍ୟବହାର ହେବ ବାୟୋମେଟ୍ରିକ । ଫିଙ୍ଗର ପ୍ରିଂଟ ସ୍କାନର । ରାଜଧାନୀରେ ବିଭିନ୍ନ ସମୟରେ…