Daily Archives

December 5, 2023

ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ପଦ ନେଇ ତୁହାକୁ ତୁହା ବୈଠକ । ବସୁନ୍ଧରା ରାଜେଙ୍କ ଘରେ ବିଧାୟକଙ୍କ ଭିଡ

କନକ ବ୍ୟୁରୋ : ପାଂଚ ରାଜ୍ୟର ନିର୍ବାଚନ ଫଳାଫଳ ଆସିସାରିଛି । ବିଜେପି ଚମକ୍ରାର ପ୍ରଦର୍ଶନ କରି ୩ଟି ରାଜ୍ୟରେ ବଡ଼ ବିଜୟ ହାସଲ କରିଛି । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଜେପି ଖାତାକୁ ଯାଇଥିବା ବେଳେ କଂଗ୍ରେସ ତେଲେଙ୍ଗାନା ଦଖଲ କରିଛି । ହେଲେ ଏବେ ବିଜୟ ପରେ ରାଜ୍ୟ ପାଇଁ ମୁଖିଆ…

ଶ୍ରମିକ ବନିଲେ ବିଧାୟକ: ସାତ ସାତ ଥର ବିଧାୟକ ନିର୍ବାଚିତ ହୋଇଥିବା କଂଗ୍ରେସ ନେତାଙ୍କୁ ପରାସ୍ତ କରି, ବିଧାୟକ ହେଲେ…

କନକ ବ୍ୟୁରୋ: କଥାରେ କୁହନ୍ତି, ଭାଗ୍ୟରେ ରାଜ ଯୋଗ ଥିଲେ ଜଣେ ରାଜା ହୁଏ । ଏବେ ତ’ ରାଜା ନାହାଁନ୍ତି, ବିଧାୟକ, ସାଂସଦ ଆଦି ନିର୍ବାଚିତ ହେଉଛନ୍ତି । କେବଳ ଯେ, ଜନତାଙ୍କ ସମର୍ଥନ ଥିଲେ ଜଣେ ଜନନେତା ହୋଇଯାଏ ତାହା ନୁହେଁ, ବରଂ ରାଜ ଯୋଗ ଥିଲେ ଜଣଙ୍କୁ ଆସନ ମିଳେ ବୋଲି ଅନେକ ବିଶ୍ୱାସ…

ସେୟାର ବଜାରର ସର୍ବକାଳୀନ ରେକର୍ଡ: ବିଜେପିର ବିଜୟ ପରେ ଉତ୍ସାହ!

କନକ ବ୍ୟୁରୋ: ୩ ରାଜ୍ୟରେ ବିଜେପିର ବିଜୟ. ପରେ ସେୟାର ମାେର୍କେଟରେ ଉତ୍ସାହ । ବିଏସଇ ସେନସେକ୍ସ ରେକର୍ଡ ଛୁଇଁଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କରେ ୪୩୧ ପଏଂଟ ବୃଦ୍ଧି ଘଟି ୬୯ ହଜାର ୨୯୬ ପଏଂଟରେ ବନ୍ଦ ହୋଇଛି । ଆଉ ଏହା ନିବେଶକଙ୍କୁ ଖୁସି ଆଣିଦେଇଛି । ସୁନା ଦର ମଧ୍ୟ ୧୦ଗ୍ରାମ…

ଛତିଶଗଡରେ ବଦଳିଲା ସରକାର: ବଦଳିବ କି ମହାନଦୀର ଭାଗ୍ୟ?

କନକ ବ୍ୟୁରୋ: ଛତିଶଗଡରେ ବଦଳିଲା ସରକାର । ଆଉ ସରକାର ବଦଳିବା ପରେ ମହାନଦୀର ବିବାଦର ଭାଗ୍ୟ ବଦଳିବ କି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ମହାନଦୀ ଜଳ ବିବାଦକୁ ନେଇ ଛତିଶଗଡ ଓ ଓଡିଶା ମଧ୍ୟରେ ଦୀର୍ଘବର୍ଷ ଧରି ବିବାଦ ଲାଗିରହିଛି । ଟ୍ରିବ୍ୟୁନାଲ ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଛି ।…

ବାତ୍ୟା ପ୍ରଭାବରେ ଦକ୍ଷିଣରେ ପ୍ରବଳ ବର୍ଷା: ଗଜପତିରେ ଶିକ୍ଷାନୁଷ୍ଠାନ ଛୁଟି

କନକ ବ୍ୟୁରୋ: ବାତ୍ୟାର ପ୍ରଭାବ ଓଡିଶାରେ ବି ଦେଖିବାକୁ ମିଳିଛି । ଦକ୍ଷିଣ ଜିଲ୍ଲାଗୁଡିକରେ ପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଗଜପତିରେ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନୱାଡି ବନ୍ଦ ରହିବ । ଆଜି ରାତିରୁ କାଲି ସକାଳ ଯାଏଁ ପ୍ରବଳ ବର୍ଷାର…

ଏନଆରବି ରିପୋର୍ଟରେ ଚିନ୍ତାଜନକ ତଥ୍ୟ: ‘ରାଜ୍ୟରେ ବଢ଼ୁଛି ମହିଳା ବିରୋଧୀ ଅପରାଧ’, ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ…

କନକ ବ୍ୟୁରୋ: ରାଜ୍ୟରେ ଦିନକୁ ଦିନ ଅପରାଧିକ ମାମଲା ବଢ଼ିବାରେ ଲାଗିଛି । ପ୍ରକାଶ ପାଇଥିବା ଏନଆରସିବି ରିପୋର୍ଟରେ ଏମିତି କିଛି ତଥ୍ୟ ଆସିବା ପରେ ତେଜିଛି ରାଜନୀତି । ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ହେଲେ, ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛି ଶାସକ ଦଳ…