Daily Archives

November 29, 2023

ଚୀନ ନିମୋନିଆ ପାଇଁ ସର୍ତ୍ତକ ଭାରତ ସରକାର । ସମସ୍ତ ରାଜ୍ୟଙ୍କୁ ସର୍ତ୍ତକ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର…

କନକ ବ୍ୟୁରୋ : ବଢ଼ୁଛି ଶ୍ୱାସକ୍ରିୟା ସଂକ୍ରମଣ । ପିଲା ଓ ଅଧିକାଂଶ ଯୁବପୀଢିଙ୍କୁ   ଶିକାର କରୁଛି ଏକ ରହସ୍ୟମୟ ଜ୍ୱର ଓ ନିମୋନିଆ । ଚୀନରେ ମାଡିଚାଲିଛି ଏହି ଅଜଣା ରୋଗ । ଏନେଇ ସଜାଗ ହୋଇଛନ୍ତି ଚୀନ ସରକାର । ସେପଟେ କୋଭିଡ ପରି ସମସ୍ୟା ନଆସିବା ପାଇଁ ଭାରତ ସରକାର ସମୟ ଥାଉ ଥାଉ ସଜାଗ…

ଡିସେମ୍ବର ପହିଲାରୁ ବଦଳିବ ସିମ କାର୍ଡ କ୍ରୟ ଓ ବିକ୍ରୟ ପାଇଁ ନିୟମ । ସିମ୍ ଡିଲର କରିବେ ପୋଲିସ ଓ ବାୟୋମେଟ୍ରିକ ଯାଂଚ…

କନକ ବ୍ୟୁରୋ : ଡିସେମ୍ବର ୧ରୁ ସିମକାର୍ଡ କିଣିବା ପାଇଁ ନୂଆ ନିୟମ ପରିବର୍ତନ ହେବାକୁ ଯାଉଛି । ସିମ ଡିଲର ଓ ସିମ ଗ୍ରାହକଙ୍କ ପାଇଁ ଏହି ନୂଆ ନିୟମ ଲାଗିବ । ଡିସେମ୍ବରୁ ୧ରୁ ସିମକାର୍ଡ ଡିଲରଙ୍କୁ ପୋଲିସ ଓ ବାୟୋମେଟ୍ରିକ ଯାଂଚ ସହ ପଂଜୀକରଣ କରିବାକୁ ପଡିବ । ବ୍ୟବସାୟୀଙ୍କ ପୋଲିସ ଯାଂଚର…

ମମତାଙ୍କ ଗଢ଼ରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ରଣହୁଙ୍କା । ଶାହା କହିଲେ ଖୁବ ଶିଘ୍ର ଲାଗୁ ହେବ ସିଏଏ

 କନକ ବ୍ୟୁରୋ : ଦିଦିଙ୍କ ଗଡ଼ରେ ଶାହାଙ୍କ ଗର୍ଜନ । ୨୦୨୪ ସାଧାରଣ ନିର୍ବାଚନକୁ ନେଇ ପଶ୍ଚିମବଙ୍ଗରେ ବିଜେପି ଆରମ୍ଭ କରିଛି ପ୍ରଚାର ଅଭିଯାନ । ମହାପରିବର୍ତ୍ତନ ରାଲିରେ ମମତା ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ୨୦୨୬ରେ ବିଜେପି ସଂଖ୍ୟା ଗରିଷ୍ଠତା ସହ…

କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତି । ବଢ଼ିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି, ଆହୁରି ୫ ବର୍ଷ ମାଗଣା…

କନକ ବ୍ୟୁରୋ : କେନ୍ଦ୍ର କ୍ୟାବିନେଟର ଗୁୁରୁତ୍ୱପୂର୍ଣ୍ଣ ନିଷ୍ପତି । ଆହୁରି ୫ବର୍ଷ ମିଳିବ ମାଗଣା ଚାଉଳ । ୨୦୨୪ରୁ ଆଗାମୀ ୫ବର୍ଷ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ । ଏହି ଯୋଜନାରେ ପ୍ରାୟ ୮୧କୋଟି ହିତାଧିକାରୀ ଉପକୃତ ହେବେ । ୫ବର୍ଷ ପାଇଁ ୧୧ଲକ୍ଷ କୋଟି ଖର୍ଚ୍ଚ କରିବେ ସରକାର । କୋଭିଡ…

ଉଦ୍ଧାର ଶ୍ରମିକଙ୍କୁ ହାଲଚାଲ ପଚାରି ମନୋବଳ ବୃଦ୍ଧି କଲେ ପ୍ରଧାନମନ୍ତ୍ରୀ । ଶ୍ରମିକ ବଖାଣିଲେ ୧୭ଦିନର ସଂର୍ଘଷର କଥା

କନକ ବ୍ୟୁରୋ : ସୁରକ୍ଷିତ ଭାବେ ଟନେଲରୁ ଫେରିବା ପରେ କେତେ ଖୁସି ଅଛନ୍ତି ଶ୍ରମିକ ଆଉ କେତେ ଖୁସି ଅଛନ୍ତି ସରକାର । ମଙ୍ଗଳବାର ଉଦ୍ଧାର ପରେ ବୁଧବାର ଶ୍ରମିକଙ୍କ ସହ ଫୋନରେ କଥାବାର୍ତା ହୋଇ ହାଲଚାଲ ପଚାରିବୁଝିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କେମିତି ଥିଲା ୧୭ଦିନର ସଂଘର୍ଷ ସେକଥା…

ଘରେ କେହି ନଥିବା ବେଳେ ଆଲମିରା ଖୋଲି ଲକ୍ଷେ ଟଙ୍କା ଚୋରିକଲା କାମବାଲି । ସିସିଟିଭିରେ କଏଦ ହେଲା ଟଙ୍କା ଗଣିବାର ଦୃଶ୍ୟ

କନକ ବ୍ୟୁରୋ : ଭୁବନେଶ୍ୱର ଜଗନ୍ନାଥନଗରର ରୋଡ ନମ୍ବର ୪ ପ୍ଲଟ ନମ୍ବର ୧୫୩୫-୩୮୨୯ । ଏଠାରେ ରୁହନ୍ତି ବିଭୁ ପ୍ରସାଦ ମହାପାତ୍ର । ଘର କାମ ପାଇଁ ମାସିକ ୪ ହଜାର ଟଙ୍କା ଦେଇ କାମବାଲୀ ରଖିଥିଲେ । ହେଲେ ଏହି କାମବାଲୀ କେବଳ ବାସନ ଆଉ ଘର ସଫା କରେନାହିଁ, ଘରେ କେହି ନଥିବା ବେଳେ ଦାମୀ ଜିନିଷ ବି…