Daily Archives

November 18, 2023

ଡିପଫେକ୍ ଭିଡିଓକୁ ନେଇ ଆକ୍ସନ ମୁଡରେ କେନ୍ଦ୍ର ସରକାର । ସୋସିଆଲ ମିଡିଆ କମ୍ପାନୀଙ୍କୁ ନୋଟିସ, ଡିପଫେକ ଭିଡିଓ ଚିହ୍ନି…

କନକ ବ୍ୟୁରୋ : ଯେବେଠୁ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପଫେକ ଭିଡିଓ ଭାଇରାଲ ହୋଇଛି ସେବେଠୁ ଏହି ନକଲି ଭିଡିଓକୁ ନେଇ ଜୋର ଚର୍ଚ୍ଚା ଚାଲିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଏହି ଡିପଫେକ ଭିଡିଓକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ପୁଲିସ ସେବା…

ରାଜଧାନୀରେ ଅଙ୍ଗ ଚୋରି ଅଭିଯୋଗ । ମର ଶରୀରରୁ କିଡନୀ କାଢି ନିଆଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକ ।

କନକ ବ୍ୟୁରୋ: ଭୁବନେଶ୍ୱରର କେଳୁ ଚରଣ ରାଉରାୟ । ନିଖୋଜ ହେବାର ୬ଦିନ ଦିନ ପରେ ନିଆଳି ଓଲଟପୁରର ଏକ ବିଲ ଭିତରୁ ତାଙ୍କ ମୃତ ଦେହ ମିଳିବା, ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । କିନ୍ତୁ ମୃତ ଦେହ ମିଳିବା ପରେ, କେଳୁ ଚରଣଙ୍କ ପରିବାର ସାଂଘାତିକ ଅଭିଯୋଗ ଆଣିଛନ୍ତି । ପେଟରେ କଟା ଦାଗ…

ଉତରାଖଣ୍ଡ ଉତରକାଶୀ ଟନେଲରେ ଫସିରହିଛି ୪୧ଜଣ ଶ୍ରମିକଙ୍କ ଜୀବନ । ଉଦ୍ଧାରପାଇଁ ଅପରେସନ ଜିନ୍ଦେଗୀର ପ୍ଲାନ ବି ଆରମ୍ଭ

କନକ ବ୍ୟୁରୋ : ସମୟ ଗଡୁଛି, ଆଶଙ୍କା ବଢ଼ୁଛି । ସାତ ଦିନ ଧରି ଟନେଲରେ ଫସିରହିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହୋଇଛି ପ୍ଲାନ୍-ବି । କେମିତି ଶ୍ରମିକଙ୍କୁ କରାଯିବ ଉଦ୍ଧାର ସେନେଇ ରାଜ୍ୟ ସରକାର ବିଶେଷଜ୍ଞ ଟିମଙ୍କ ସହ ବୈଠକ କରିବା ପରେ ପ୍ଲାନ ବି ଆରମ୍ଭ ହୋଇଛି । ‘ଅପରେସନ…

କିଛି ଘଂଟା ପରେ ଦୁଲୁକିବ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ । ପହଁଚିିଲେଣି ଅତିଥି, ଦର୍ଶକଙ୍କ ପାଇଁ ଚାଲିଲା…

କନକ ବ୍ୟୁରୋ : ଚାରିବର୍ଷର ଅପେକ୍ଷା ଏବେ ଶେଷ ପାହଚରେ । ରବିବାର ହେବ ବିଗ ଫାଇଟ । ଭାରତ ମାଟିରେ କଙ୍ଗାରୁଙ୍କୁ ଚକମା ଦେବାକୁ ରୋହିତ ବାହୀନୀ ଏକଦମ ପ୍ରସ୍ତୁତ । ପଡିଆ ପ୍ରସ୍ତୁତ, ଖେଳାଳୀ ମଧ୍ୟ ପ୍ରସ୍ତୁତ । ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉକ୍ରଣ୍ଠା । ଗାଁଠୁ ସହର ସବୁଠି ଉତ୍ସାହର ମାହୋଲ ।…

ପୁରୀ ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ସେମିନାର । ସନ୍ଥ ବଳରାମ ଦାସଙ୍କ ରଚିତ ଲକ୍ଷ୍ମୀପୁରାଣ ଉପରେ ଆଲୋଚନା କଲେ…

କନକ ବ୍ୟୁରୋ: ଲକ୍ଷ୍ମୀ ପୂରାଣକୁ ନେଇ ପୁରୀରେ ଆୟୋଜିତ ହୋଇଛି ୩ ଦିନିଆ ଆଲୋଚନାଚକ୍ର । ଏହାକୁ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଲକ୍ଷ୍ମୀ ପୂରାଣ ଆଜି ବି ସମାଜର କୁସଂସ୍କାର ଦୂରୀକରଣରେ ଏକ ପ୍ରମୁଖ ମାଧ୍ୟମ । ନାରୀ ସଶକ୍ତିକରଣରେ ଏହା ବାର୍ତ୍ତା ବହନ କରିଥାଏ ।…

ଶୀଘ୍ର ଖୋଲ ରତ୍ନଭଣ୍ଡାର । ଶ୍ରୀଜିଉଙ୍କ ଦର୍ଶନ ପରେ ଦାବି କଲେ ଧର୍ମେନ୍ଦ୍ର ପ୍ରଧାନ । ସେପଟେ ବିଜୟ ମହାପାତ୍ର କହିଲେ,…

କନକ ବ୍ୟୁରୋ: ରତ୍ନଭଣ୍ଡାର ଖୋଲିବାକୁ ତେଜିଲା ଦାବି । ପୁରୀରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପରେ ଏ ନେଇ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ରତ୍ନଭଣ୍ଡାର ଓଡିଆ ଲୋକଙ୍କ ଭାବାବେଗ ସହ ଜଡିତ, ତେଣୁ ତୁରନ୍ତ ଏହାକୁ ଖୋଲାଯାଉ । ଆଉ ଧର୍ମେନ୍ଦ୍ରଙ୍କ ଏହି…