Daily Archives

June 25, 2023

ବଙ୍ଗୋପସାଗରରେ ଲଘୁଚାପ, ସକ୍ରିୟ ହେଲା ମୌସୁମୀ ବାୟୁ । ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା । ୧୩ ଜିଲ୍ଲାକୁ ଅରେଞ୍ଜ୍…

କନକ ବ୍ୟୁରୋ: ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ପରେ ସକ୍ରିୟ ହୋଇଛି ମୌସୁମୀ ବାୟୁ । ଆଉ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁସବୁ ସ୍ଥାନରେ କିଛି ଦିନ ତଳେ ପ୍ରବଳ ଖରା ହେଉଥିଲା, ଏବେ ସେହି ସବୁ ସ୍ଥାନରେ ଅଧିକ ବର୍ଷା…

ସେବାୟତଙ୍କ ମଧ୍ୟରେ ବିବାଦରୁ ନୀତି ବିଭ୍ରାଟ । ବିଳମ୍ବରେ ହେଲା ବନକ ଲାଗି ଓ ହେରାପଞ୍ଚମୀ । ଭୋରରୁ ପଡିଲା ପହୁଡ଼, ରାତି…

କନକ ବ୍ୟୁରୋ: ଚଳିତ ବର୍ଷ ମହାପ୍ରଭୁ ଶ୍ରୀମନ୍ଦିର ଛାଡି ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବାର, ପ୍ରଥମ ଦିନରୁ ଶ୍ରୀକ୍ଷେତ୍ରରୁ ଆସିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ନୀତି ବିଳମ୍ବର ଖବର । ପ୍ରଥମ ଦିନରେ ଠିକ୍ ସମୟରେ ନନ୍ଦିଘୋଷ ଓ ଦର୍ପଦଳନ ରଥ ଶରଧାବାଲିରେ ପହଞ୍ଚି ପାରିନଥିଲା । ତା ପରଦିନ…

୩ ମହଲା ବିଶିଷ୍ଟ ହାଇଜେନିକ୍ ମାଛ ମାର୍କେଟକୁ ମୁହଁ ମୋଡୁଛନ୍ତି ବ୍ୟବସାୟୀ: ବ୍ରହ୍ମପୁରରେ ରାସ୍ତାକଡରେ ଜମୁଛି ମାଛ…

କନକ ବ୍ୟୁରୋ: ଖାଲି ପଡିଛି ପିଣ୍ଡି । ରାସ୍ତାକଡରେ ପସରା ମେଲାଇଛନ୍ତି ବେପାରୀ । ବଜାରରେ ଗ୍ରାହକଙ୍କ ଭିଡ ଜମିଲେ ଟ୍ରାଫିକ ସମସ୍ୟା ବଢିବା ସହ ପରିବେଶ ପ୍ରଦୁଶିତ ହେଉଛି । ବ୍ରହ୍ମପୁରରେ ବେପାରୀଙ୍କ କାମରେ ଆସୁନି ହାଇଜେନିକ ମାଛ ବଜାର । ବ୍ରହ୍ମପୁର ସହର ବଡ ମେଡିକାଲ ସାମ୍ନାରେ ରହିଛି…

ମୌସୁମୀ ବର୍ଷା ଆରମ୍ଭରୁ ବେହାଲ ଢେଙ୍କାନାଳର ତଳି ଅଂଚଳ: ଟାଉନ୍ ପ୍ଲାନିଂ ଓ ଗାୟତ୍ରୀନଗରରେ ରାସ୍ତା ଉପରେ ବହିଲା ୨ ଫୁଟ…

କନକ ବ୍ୟୁରୋ: ବର୍ଷା ଆରମ୍ଭରୁ ବେହଲା ସହର ଅବସ୍ଥା । ମୌସୁମୀ ବର୍ଷା ଆରମ୍ଭ ହେଉ ହେଉ ଢେଙ୍କାନାଳ ସହରର ତଳି ଅଂଚଳରେ ଲୋକଙ୍କ ଘରେ ପଶି ଯାଇଛି ବର୍ଷା ପାଣି । ଟାଉନ୍ ପ୍ଲାନିଂ ଓ ଗାୟତ୍ରୀନଗରରେ ରାସ୍ତା ଉପରେ ୨ ଫୁଟ ଉଚ୍ଚର ପାଣି ବହିଛି । ସହରର ତଳି ଅଂଚଳରୁ ଜଳ ନିଷ୍କାସନ ପାଇଁ…

ଶାଶୂ-ଦେଢଶୁରଙ୍କୁ ଘରେ ତାଲା ପକାଇ ଫେରାର ହୋଇଗଲେ ବୋହୂ: ବନ୍ଦ ଘରୁ ମାଆ-ପୁଅଙ୍କୁ ଉଦ୍ଧାର କଲେ ପୋଲିସ ଓ ଗ୍ରାମବାସୀ

କନକ ବ୍ୟୁରୋ: ଶାଶୁ ଓ ଦେଢଶୁରଙ୍କୁ ଘରେ ତାଲା ପକାଇ ବୋହୁ ଫେରାର । ଘରେ ବନ୍ଦ ରହିଥିବା ମାଆ-ପୁଅଙ୍କୁ ଉଦ୍ଧାର କଲେ ପୋଲିସ ଓ ଗ୍ରାମବାସୀ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଡ଼ଙ୍ଗାପାଳ ଗାଁରୁ ଏମିତି ଏକ ଖବର ଆସିଛି । ଡଙ୍ଗାପାଳ ଗାଁର ବିଧବା ବୋହୁ କାମିନୀ ବେଶ୍ରା ନିଜ ଶାଶୁ…

ସ୍ୱାଧୀନତାର ୭୫ ବର୍ଷ ପରେ ବି ଗାଁକୁ ହୋଇପାରିନି ବିଦ୍ୟୁତ୍ ସଂଯୋଗ: ପିଲାଛୁଆଙ୍କୁ ଧରି ଅନ୍ଧାରୀ ଜୀବନ ଜିଉଁଛନ୍ତି…

କନକ ବ୍ୟୁରୋ: ସ୍ୱାଧୀନତାର ୭୫ ବର୍ଷ ପରେ ବି ଅନ୍ଧକାରରେ ବିତୁଛି ଦିନ, ସନ୍ଧ୍ୟା ହେଲେ ଗାଁରେ ପଢୁଛି ତାଟି କବାଟ, ପିଲାଙ୍କ ପାଠ ପଢ଼ାବି ବନ୍ଦ ହୋଇଯାଉଛି କାରଣ ଏବେ ବି ବିଜୁଳି ଆଲୋକ ଠାରୁ ଅନେକ ଦୂରରେ ଏମାନେ । ଗାଁ ଗାଁରେ ବିଦ୍ୟୁତ୍ ସଂଯୋଗ ନେଇ ସରକାର କରୁଥିବା ନାରାବାଜିର ସତ ।…