Daily Archives

June 17, 2023

ତାମିଲନାଡୁରେ ଥମୁନି ସରକାର-ରାଜ୍ୟପାଳ ବିବାଦ । ଇଡି ଦ୍ୱାରା ଗିରଫ ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀଙ୍କ ବିଭାଗ ବଂଟନ…

କନକ ବ୍ୟୁରୋ : ତାମିଲନାଡୁରେ ଥମୁନି ସରକାର-ରାଜ୍ୟପାଳ ବିବାଦ । କିଛି ଦିନ ପୂର୍ବରୁ ଦୁର୍ନୀତି ଅଭିଯୋଗରେ ଇଡି ଦ୍ୱାରା ଗିରଫ ହୋଇଥିଲେ ତାମିଲନାଡୁ ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀ । ତେଣୁ ତାଙ୍କ ଦାୟିତ୍ୱର ଥିବା ଦୁଇଟି ବିଭାଗକୁ ଅନ୍ୟ ମନ୍ତ୍ରୀଙ୍କୁ ଦେବାକୁ ରାଜ୍ୟପାଳ ଆରଏନ ରବିଙ୍କୁ…

ଗୁଜରାଟରେ ପହଁଚି ବାତ୍ୟା ପ୍ରଭାବିତ ଅଂଚଳ ବୁଲି ଦେଖିଲେ ଗୃହମନ୍ତ୍ରୀ ଅମିତ ଶାହା, ଆକାଶମାର୍ଗରୁ ପରଖିଲେ ସ୍ଥିତି

କନକ ବ୍ୟୁରୋ : ବାତ୍ୟା ବିପର୍ଯ୍ୟୟ । ଆରବ ସାଗରରେ ଜୁନ ୬ ତାରିଖରୁ ସୃଷ୍ଟି ହୋଇଥିବା ବାତ୍ୟାକୁ ନେଇ ବିଭିନ୍ନ ଆଶଙ୍କା କରାଯାଉଥିଲା । ଜୁନ ୧୫ରେ ଗୁଜରାଟ ଉପକୂଳ ଅତିକ୍ରମ କରିବା ସମୟରେ ତାର ଭୟାବହତା ଦେଖିବାକୁ ମିଳିଛି ଯାହା ଆକଳନ କରାଯାଉଥିଲା ତାଠୁ ବେଶୀ କ୍ଷତି କରିଛି ବାତ୍ୟା…

ଉପହାସର ଶିକାର ହେଲେ ଆମେରିକା ରାଷ୍ଟ୍ରପତି, ଜୋ ବାଇଡେନଙ୍କ ତ୍ରୁଟିପୂର୍ଣ୍ଣ ଭାଷଣ ସାମାଜିକ ଗଣମାଧ୍ୟମରେ ହେଉଛି…

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଜିକାଲି ବେଶ ଚର୍ଚ୍ଚାରେ ରହୁଛନ୍ତି । ଚର୍ଚ୍ଚାର କାରଣ କୌଣସି ରାଜନୈତିକ କିମ୍ବା କୁଟନୀତି ପ୍ରସଙ୍ଗ ନୁହେଁ । ନିଜ ଭାଷଣ ପାଇଁ ଖବରର ଶିରୋନାମା ପାଲଟିଛନ୍ତି ଆମେରିକା ରାଷ୍ଟ୍ରପତି । ଲଗାତାର କିଛି ଦନ ହେବ ବାଇଡେନଙ୍କ ଭାଷଣରେ ତ୍ରୁଟି…

ଶବ ଖୋଜୁଛନ୍ତି ସଂପର୍କୀୟ । ପୁଅର ମୃତଦେହ ନେବାକୁ ପଶ୍ଚିମବଙ୍ଗରୁ ଆସିଛନ୍ତି ବାପା, ହେଲେ ବିହାରରେ ସରିଗଲାଣି ଶବଦାହ ।…

କନକ ବ୍ୟୁରୋ: ପୁଅ ବିପୁଲର ଶବ ନେବା ପାଇଁ ପଶ୍ଚିମବଙ୍ଗରୁ ଓଡିଶା ଆସିଥିଲେ ବାପା ଶିବକାନ୍ତ । କିନ୍ତୁ ଏବେ ଶବ ନୁହଁ କେବଳ ମୃତ ପ୍ରମାଣ ପତ୍ର ହିଁ ନେଇ ଘରକୁ ଫେରିବାକୁ ପଡିବ । କାରଣ ବିହାରରେ ପୁଅର ମୃତଦେହର ଅନ୍ତିମ ସକ୍ରାର ସରିଯାଇଛି । ଏହି କଥା ଶୁଣିବାକୁ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି…

ଶିକାରୀଙ୍କ କବଜାରେ ଶିମିଳିପାଳ । ପାଟ୍ରୋଲିଂ ବେଳେ ଶିକାରୀ-ବନ କର୍ମଚାରୀ ମଧ୍ୟରେ ଗୁଳିବିନିମୟ । ପ୍ରାଣ ହରାଇଲେ…

କନକ ବ୍ୟୁରୋ: ଶିକାରୀଙ୍କ କବଜାରେ ଶିମିଳିପାଳ । ମାତ୍ର ଏକ ମାସ ଭିତରେ ପ୍ରଥମେ ଜଣେ ଫରେଷ୍ଟ ଗାର୍ଡ ଆଉ ଏବେ ଜଣେ ଫରେଷ୍ଟର ଶିକାରୀଙ୍କ ଗୁଳିର ଶିକାର ହୋଇଛନ୍ତି । ଶୁକ୍ରବାର ରାତିରେ ପାଟ୍ରୋଲିଂ ବେଳେ ଶିକାରୀଙ୍କ ଗୁଳି ମାଡର ଶିକାର ହୋଇ ପ୍ରାଣ ହରାଇଛନ୍ତି ଫରେଷ୍ଟର । ତେବେ ବାରମ୍ବାର…

କେନ୍ଦ୍ରମନ୍ତ୍ରୀ ନୀତିଶ ପରମାଣିକଙ୍କ ଉପରେ ଆକ୍ରମଣ ଅଭିଯୋଗ, ପଶ୍ଚିମବଙ୍ଗ କୁଚ୍ଚବିହାରରେ ମନ୍ତ୍ରୀଙ୍କ କାର ଉପରେ…

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ହିଂସାର ମାହୋଲ । ନାମାଙ୍କନ ତାରିଖ ଘୋଷଣା ପରଠୁ ଏଠାରେ ଚାଲିଛି ଉତେଜନା । ଶନିବାର କେନ୍ଦ୍ରମନ୍ତ୍ରୀ ନୀତିଶ ପରମାଣିକଙ୍କୁ କାର ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ମନ୍ତ୍ରୀ ଆକ୍ରମଣ ଅଭିଯୋଗ ଆଣିବା ସହ ଅଳ୍ପକେ…