Daily Archives

June 5, 2023

ରେଳ ଦୁର୍ଘଟଣାକୁ ନେଇ ତେଜୁଛି ରାଜନୀତି। ବିଦେଶରୁ ବିଜେପିକୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ

କନକ ବ୍ୟୁରୋ: ବାହାନଗା ଟ୍ରେନ ଦୁର୍ଘଟଣାକୁ ନେଇ ଏବେ ଜାତୀୟ ରାଜନୀତି ସରଗରମ ହୋଇପଡିଛି । ଦୁର୍ଘଟଣାକୁ ନେଇ ବିଜେପିକୁ ବିରୋଧୀ ଦୋଷାରୋପ କରୁଥିବା ବେଳେ ବିଦେଶରୁ ବିଜେପିରୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆମେରିକାର ନ୍ୟୁୟର୍କରେ ଭାରତୀୟ ବଂଶୋଦ୍ଭବକୁ ଉଦବୋଧନ ଦେଇ…

ଯେତିକି ମୃତ୍ୟୁ ସେତିକି କାହାଣୀ: ପୁଅର ସନ୍ଧାନରେ ଶବ ଅଣ୍ଡାଳୁଛି ବାପା, ସ୍ୱାମୀଙ୍କୁ ହରାଇ ବାହୁନି କାନ୍ଦୁଛି ପତ୍ନୀ

କନକ ବ୍ୟୁରୋ: ବାହାନାଗା ଟ୍ରେନ ଦୁର୍ଘଟଣାର ୩ ଦିନ ବିତିଗଲା । କିନ୍ତୁ ଏବେ ବି କ୍ଷତିଗ୍ରସ୍ତଙ୍କ ଶୁଖୁନି ଲୁହ । ପ୍ରତି ମୃତକଙ୍କ ଗୋଟିଏ ଗୋଟିଏ କାହାଣୀ ସାମ୍ନାକୁ ଆସୁଛି । କିଏ ନିଜ ସ୍ୱାମୀକୁ ହରାଇଛି ତ କିଏ ନିଜ ପୁଅକୁ ହରାଇଛି । ଶବ ଭିତରେ ରକ୍ତର ସମ୍ପର୍କକୁ ଖୋଜୁଥିବା, ଅସହାୟତାର…

ଟ୍ରେନ ଦୁର୍ଘଟଣା ପରେ ବଡ ସମସ୍ୟା, ମୃତକଙ୍କୁ ଚିହ୍ନଟ କରିବା: ଫଟୋ ଧରି ନିଖୋଜ ବ୍ୟକ୍ତିଙ୍କୁ ଖୋଜୁଛନ୍ତି ସମ୍ପର୍କୀୟ

କନକ ବ୍ୟୁରୋ: ଦୁର୍ଘଟଣା ପରେ ପୁଣି ଥରେ ଟ୍ରେନ୍ ଟ୍ରାକ ଠିକ ହୋଇଛି । ରେଳ ଲାଇନରେ ଟ୍ରେନ୍ ପୁଣି ଥରେ ଚଳାଚଳ ଆରମ୍ଭ କରିଛି । କିନ୍ତୁ ଦୁର୍ଘଟଣା ପରେ ସବୁଠୁ ବଡ ଚ୍ୟାଲେଞ୍ଜ ହୋଇଛି ମୃତକଙ୍କ ପରିଚୟ ମିଳିବା ବା ଶବ ଚିହ୍ନଟ ହେବା । ଦୁର୍ଘଟଣା ପରେ ସବୁଠାରୁ ବଡ ସମସ୍ୟା ଭାବେ ଉଭା ହୋଇଛି…

ବାଲେଶ୍ୱର ଷ୍ଟେସନରେ ଭାବବିହ୍ୱଳ ପରିବେଶ: ସହାୟତା ପାଇଁ ପରିବାର ଓ ସମ୍ପର୍କୀୟଙ୍କ ଭିଡ

କନକ ବ୍ୟୁରୋ: ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକ ଓ ଆହତଙ୍କୁ ସିଧାସଳଖ ସହାୟତା ଦେଉଛି ରେଳ ବିଭାଗ । ବାଲେଶ୍ୱର ଷ୍ଟେସନରେ ଏଥିପାଇଁ ସମ୍ପର୍କୀୟଙ୍କ ଭିଡ ଜମିଛି । ଦକ୍ଷିଣପୂର୍ବ ରେଳପଥର ବରିଷ୍ଠ ଅଧିକାରୀ ମାନଙ୍କୁ ନେଇ ଏକ ଟିମ୍ ବାଂଟୁଛି ସହାୟତା । କ୍ଷତିଗ୍ରସ୍ତଙ୍କୁ ପ୍ରଥମ ଥର…

ସାମ୍ପ୍ରଦାୟିକ ରୂପ ଦେବାକୁ ଉଦ୍ୟମ! ସତର୍କ କଲା ଓଡି଼ଶା ପୋଲିସ, କଠୋର କାର୍ଯ୍ୟାନୁଷ୍ଠାନ ଚେତାବନୀ

କନକ ବ୍ୟୁରୋ: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ସାରାବିଶ୍ୱ ସ୍ତବ୍ଧ ହୋଇଛି । ଭାରତ ସରକାର ଷ୍ଟେସନର ଉନ୍ନତିକରଣ ଓ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ଉପରେ ଗୁରୁତ୍ୱ ଦେଉଛନ୍ତି । ବୁଲେଟ୍ ଟ୍ରେନ ଚଳାଚଳର ସ୍ୱପ୍ନ ଦେଖୁଛନ୍ତି । ଆଉ ଏସବୁ ଭିତରେ ଏତେ ବଡ ଟ୍ରେନ୍…

ଦୁର୍ଘଟଣା ପଛରେ ଅପରାଧିକ କାର୍ଯ୍ୟ ନେଇ ରହିଛି କି ସନ୍ଦେହ? ସିବିଆଇ ତଦନ୍ତରେ ସାମନାକୁ ଆସିବ କି ସତ?

କନକ ବ୍ୟୁରୋ: ବାହାନାଗା ରେଳ ଦୁର୍ଘଟଣାରେ ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ରେଳମନ୍ତ୍ରୀ ସୁପାରିଶ କରିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସାଧାରଣତଃ ସିବିଆଇ ତଦନ୍ତ ଅପରାଧିକ ମାମଲାରେ ହୋଇଥାଏ । ଯାନ୍ତ୍ରିକ କିମ୍ବା ମନୁଷ୍ୟକୃତ ତ୍ରୁଟିରେ ଏଭଳି ହୋଇନଥାଏ । ଦୁର୍ଘଟଣା ପଛରେ…