Daily Archives

June 5, 2023

ବୃଦ୍ଧା ମାଆଙ୍କୁ ପଚାରିଲେନି ପୁଅ-ବୋହୂ। ୩ କିଲୋମିଟର ଚାଲି ଚାଲି ଯାଇ ଅସ୍ତରଙ୍ଗ ଥାନାରେ ପହଞ୍ଚିଲେ ମୁଣ୍ଡୁକି ଗାଁର…

କନକ ବ୍ୟୁରୋ: ବାପା-ମାଆଙ୍କ ଋଣ କେହି କେବେ ଶୁଝିପାରିବେ ନାହିଁ । ସେମାନଙ୍କ ପାଇଁ ଯେତେକଲେ ବି ସେମାନଙ୍କ ତ୍ୟାଗ ଆଗରେ ସବୁ କମ୍ ପଡିବ । ହେଲେ ଏବେ ଏମିତି କିଛି ଖବର ଆସୁଛି ଯାହା ସଭ୍ୟ ସମାଜକୁ ଆନ୍ଦୋଳିତ କରୁଛି । ବାପା-ମାଆ ବୟସରେ ଅପରାହ୍ଣରେ ପହଞ୍ଚିବା ପରେ ପିଲାମାନଙ୍କ ପାଇଁ ସେମାନେ…

କିଏ ପୋଡ଼ିଦେଲା ଗାଁ? ମାଓବାଦୀଙ୍କ ଭୟରେ ଗାଁ ଛାଡି ଚାଲିଯାଇଥିଲେ ନବରଙ୍ଗପୁର ଲକ୍ଷ୍ମଣପୁରର ଗାଁ ଲୋକ

କନକ ବ୍ୟୁରୋ: ଜଙ୍ଗଲ କାଟି ଜନବସତି କରାଇଥିବା ଅଭିଯୋଗରେ ନାରାୟଣ ନାଗେଶଙ୍କୁ ହତ୍ୟା କରିବା ସହିତ ୯ ଜଣଙ୍କୁ ଗାଁ ଛାଡ଼ି ଚାଲିଯିବାକୁ ପୋଷ୍ଟର ମାଧ୍ୟମରେ ଚେତାବନୀ ଦେଇଥିଲେ ମାଓବାଦୀ । ସେହିଦିନ ଠାରୁ ଭୟଭୀତ ହୋଇ ଗାଁ ଛାଡି ଅନ୍ୟତ୍ର ରହୁଥିଲେ ଗ୍ରାମବାସୀ । ସେହି ଜନଶୂନ୍ୟ ଗାଁର ଅଧିକାଂଶ…

ବ୍ରତଘର ହେବ କହି ବାହା ହୋଇଗଲା ପ୍ରତାରକ ପ୍ରେମିକ। ଘର ଆଗରେ ପହଞ୍ଚିଗଲେ ପ୍ରେମିକା, ଯୁବତୀଙ୍କୁ ଦେଖି ଘର ଛାଡି ଫେରାର…

କନକ ବ୍ୟୁରୋ: ବ୍ରତଘର ହେବ ବୋଲି କହି ବାହା ହୋଇଗଲେ ପ୍ରେମିକ, ଧାରଣାରେ ବସିଲେ ପ୍ରେମିକା । ବିବାହିତ ପ୍ରେମିକର ଘର ସାମ୍ନାରେ ଧାରଣାରେ ବସିଛନ୍ତି ଜଣେ ଯୁବତୀ । ହିନ୍ଦୁ ରିତିନୀତିରେ ପ୍ରେମିକର ବାହାଘର ଶେଷ ହୋଇଛି । ରାତିରେ ବାହାଘର ସରିଥିବା ବେଳେ ସକାଳେ ଆସି ବର ଘରେ ହାଜର ପ୍ରେମିକା…

ବିଳମ୍ବରେ ଆସିବ ମୌସୁମୀ, ଆରବ ସାଗରରେ ଲଘୁଚାପ ଯୋଗୁଁ ଆହୁରି ବିଳମ୍ବରେ ନେଇ ପାଣିପାଗ ବିଭାଗର ସୂଚନା

କନକ ବ୍ୟୁରୋ: ଏଥର ଦେଶରେ ମୌସୁମୀ ଆହୁରି ବିଳମ୍ବରେ ପହଞ୍ଚିବ। ଗତ ୨୪ ଘଣ୍ଟା ମଧ୍ୟରେ ଆରବ ସାଗରର ଦକ୍ଷିଣ ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ କେରଳ ଉପକୂଳରେ ମେଘ ହ୍ରାସ ପାଇଛି। ଏଭଳି ସ୍ଥିତିରେ ଚଳିତ ବର୍ଷ କେରଳରେ ମୌସୁମୀ ଆସିବାରେ ସାମାନ୍ୟ ବିଳମ୍ବ ହେବ।…

ମାଆ କଥା ମାନିବାରୁ ବଞ୍ଚିଗଲେ ବାପା-ପୁଅ। ସିଟ୍ ନବଦଳାଇବାରୁ ବଞ୍ଚିଗଲା ଜୀବନ

କନକ ବ୍ୟୁରୋ: ବର୍ଥ ନବଦଳେଇ ଥିବାରୁ ବଞ୍ଚିଗଲା ଜୀବନ । ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ୍ କଡ ଲେଉଟେଇବା ଆଗରୁ ବର୍ଥ ବା ସିଟ୍ ବଦଳେଇବା ଲାଗି କଥା ହେଉଥିଲେ ବାପା-ପୁଅ । ହେଲେ ଅଟକାଇ ଦେଇଥିଲେ ମାଆ । କହିଥିଲେ ଟିକିଏ ରୁହ, ରାତି ଖାଦ୍ୟ ଖାଇ ସାରିବା ପରେ ଯିବା । ମାଆଙ୍କ କଥା ମାନିବାରୁ…

୧୦ ଲକ୍ଷର ବୀମା ପାଇଁ ମାତ୍ର ୩୫ ପଇସା ନେଇଥାଏ ରେଳବାଇ

କନକ ବ୍ୟୁରୋ: ବାଲେଶ୍ବର ରେଳ ଦୁର୍ଘଟଣା ପରେ ଯାତ୍ରୀମାନଙ୍କ ପାଇଁ କରାଯାଉଥିବା ବୀମା ଚର୍ଚ୍ଚାକୁ ଚାଲିଆସିଛି । ଆଇଆରସିଟିସି ଯାତ୍ରୀ ପିଛା ମାତ୍ର ୩୫ ପଇସା ନେଇ ଯାତ୍ରା ବୀମା ପ୍ରଦାନ କରିଥାଏ । ଆଇଆରସିଟିସି ମାଧ୍ୟମରେ ଇ-ଟିକେଟ କାଟିବାବେଳେ ଏହି ୩୫ ପଇସା ଆଦାୟ କରାଯାଏ । କିନ୍ତୁ ଏହାକୁ…