Daily Archives

June 1, 2023

ରୁଷ ଉପରେ ଭାରିପଡୁଛି ୟୁକ୍ରେନ, ରୁଷର ଦୁଇଟି ବିଶାଳ ତୈଳ ଡିପୋ ଉପରେ ରକେଟ ଲଂଚର ଓ ଡ୍ରୋନରେ ୟୁକ୍ରେନ ଆକ୍ରମଣ…

କନକ ବ୍ୟୁରୋ : ୟୁକ୍ରେନ-ରୁଷ ଯୁଦ୍ଧରୁ ଆସିଛି ବଡ ଖବର । ରୁଷର ଦୁଇଟି ବଡ ସ୍ଥାନରେ ୟୁକ୍ରେନ ଆକ୍ରମଣ କରଥିବା ଜଣାପଡିଛି । ସୂଚନା ଅନୁସାରେ ରକେଟ ଲଂଚର ଓ ଡ୍ରୋନରେ ୟୁକ୍ରେନ ରୁଷର ଦୁଇଟି ବିଶାଳ ତୈଳ କାରଖାନେରେ ଆକ୍ରମଣ କରିବା ପରେ ରୁଷକୁ ବଡ ଆର୍ଥିକ କ୍ଷତି ସହିବାକୁ ପଡିଛି । ଏହି…

ରାଜଧାନୀରେ ରହିପାରିବେନି ନିଶା ବେପାରୀ । ନିଶା ବିକ୍ରି କଲେ ୬ ମାସ ପାଇଁ ହେବେ ତଡ଼ିପାର

କନକ ବ୍ୟୁରୋ: ରାଜଧାନୀରେ ଦିନକୁ ଦିନ ବଢ଼ି ଚାଲିଛି ନିଶା ବେପାରୀଙ୍କ ସଂଖ୍ୟା । କିନ୍ତୁ ଏଣିକି ଆଉ ରାଜଧାନୀରେ ରହିପାରିବେନି ନିଶା ବେପାରୀ । ନିଶା କାରବାର ବିରୋଧରେ କମିଶନରେଟ୍ ପୋଲିସର ଜିରୋ ଟଲରାନ୍ସ ନୀତି ଆପଣାଇଛି । ନିଶା ବିକ୍ରି କଲେ ୬ ମାସ ପାଇଁ ତଡ଼ିପାର ହେବେ । ଏପରିକି ନିଶା…

ବିହାର ମୁଖ୍ୟମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକରେ ଯୋଗ ଦେବାକୁ ସହମତି ପ୍ରକାଶ କଲା କଂଗ୍ରେସ । ଜୟରାମ ରମେଶ କହିଲେ ବୈଠକରେ…

କନକ ବ୍ୟୁରୋ : ଜୁନ ୧୨ରେ ବିହାର ରାଜଧାନୀ ପାଟଣାରେ ବସିବ ବିରୋଧୀ ଦଳ ବୈଠକ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ବୈଠକର ଆୟୋଜନ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ବୈଠକରେ ଯୋଗ ଦେବା ପାଇଁ ସହମତି ପ୍ରକାଶ କରିଛି କଂଗ୍ରେସ । ଦଳର ବରିଷ୍ଠ ନେତା ଜୟରାମ ରମେଶ ଏନେଇ ସୂଚନା…

ବିନା ପରିଚୟ ପତ୍ରରେ ଦୁଇ ହଜାର ଟଙ୍କିଆ ନୋଟ ବଦଳାଇବା ନିଷ୍ପତି ବିରୋଧୀ ପିଟିସନ ଉପରେ ଶୁଣାଣୀ କରିବାକୁ ମନା କଲେ…

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ୨ ହଜାର ଟଙ୍କା ନୋଟ ବଦଳାଇବା ମାମଲା ଖାରଜ୍ । ପରିଚୟ ପତ୍ର ନ ଦେଖାଇ ୨ ହଜାର ଟଙ୍କା ନୋଟ ବଦଳାଇବା ମାମଲାରେ ତୁରନ୍ତ ଶୁଣାଣିକୁ ନେଇ ସୁପ୍ରିମକୋର୍ଟ ମନା କରିଛନ୍ତି । ଏହି ମାମଲା ଏପରି ଏକ ମାମଲା ନୁହେଁ ଯାହାର ତୁରନ୍ତ ଶୁଣାଣି ଜରୁରୀ ବୋଲି କୋର୍ଟର…

ବସ୍ତିରୁ ବାହାରିଲେ ଟପ୍ପର । ଯୁକ୍ତ ୨ ବିଜ୍ଞାନରେ ଭୁବନେଶ୍ୱର ଟପ୍ପର ହେଲେ ବର୍ଷାରାଣୀ ସ୍ୱାଇଁ । ସେପଟେ ପାଠ ପଢିବା…

କନକ ବ୍ୟୁରୋ: ଯେତେବେଳେ ବହୁ ପିଲା ପଢ଼ିବା ପାଇଁ ସବୁ ସୁବିଧା ସୁଯୋଗ ପାଇବା ସତ୍ୱେ ବି ପରୀକ୍ଷାରେ ଭଲ କରିପାରନ୍ତି ନାହିଁ । ସେତିକିବେଳେ ଏମିତି ବି କିଛି ପିଲା ଅଛନ୍ତି, ଯେଉଁମାନେ ସବୁ ଅଭାବ ଅସୁବିଧା ସତ୍ୱେ ବି ପରୀକ୍ଷାରେ ଭଲ କରନ୍ତି, ଆଉ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜନ୍ତି ।…

କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଜଣାଇ ଦିଲ୍ଲୀରେ ପହଁଚିଲା ଚାଷୀ ସଂଗଠନ ବିକେୟୁ । ଚାଷୀ ନେତା କହିଲେ ନ୍ୟାୟ ପାଇଁ…

କନକ ବ୍ୟୁରୋ : ଗୋଟିଏ ମାସରୁ ଅଧିକ ସମୟ ବିତିଗଲାଣି । ଚାଲିଛି ନ୍ୟାୟ ଦାବିରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ । ସେପଟେ ରାଜନେତାଙ୍କଠୁ ନେଇ ଚାଷୀ ନେତା, ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ମଧ୍ୟ କୁସ୍ତିଯୋଦ୍ଧାଙ୍କୁ ନିଜର ସମର୍ଥନ ଜଣାଉଛନ୍ତି । ଏହା ଭିତରେ ଜୁନ ୧ରେ ଚାଷୀ ସଂଘ ବିକେୟୁ…