Daily Archives

April 20, 2023

ଗୁଜରାଟର ନରୋଦା ଗାଁ ନରସଂହାର । ସମସ୍ତ ଅଭିଯୁକ୍ତଙ୍କୁ ଖଲାସ୍ କଲେ କୋର୍ଟ । ଜାଣନ୍ତୁ, କଣ ଥିଲା ପୂରା ଘଟଣା…

କନକ ବ୍ୟୁରୋ: ଗୁଜରାଟର ନରୋଦା ଗାଁ ଦଙ୍ଗା ମାମଲାରେ ସ୍ପେଶାଲ କୋର୍ଟ ରାୟ ଶୁଣାଇଛନ୍ତି । ଏସଆଇଟି ତଦନ୍ତ କରୁଥିବା ଏହି ମାମଲାରେ ଜଜ୍ ଏସ୍ କେ ବକ୍ସି ଆଜି ଶୁଣାଣି କରିବା ସହିତ ୬୮ ଜଣ ଅଭିଯୁକ୍ତଙ୍କୁ ଖଲାସ୍ କରିଛନ୍ତି । ତେବେ ୨୦୦୨ ମସିହାରେ ଏହି ଦଙ୍ଗା ମାମଲାରେ ୧୧ ଜଣ ଲୋକ ପ୍ରାଣ…

ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ମିଳିଲା ଜାମିନ୍ । କେନ୍ଦ୍ରମନ୍ତ୍ରୀ କହିଲେ, ‘ସତ୍ୟମେବ ଜୟତେ, ଧର୍ମର…

କନକ ବ୍ୟୁରୋ: ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ପ୍ରତିବାଦ କରିବା ସମୟରେ ଜେଲ୍ ଯାଇଥିବା ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ଜାମିନ ମିଳିବା ମାମଲାରେ ‘ସତ୍ୟମେବ ଜୟତେ, ଧର୍ମର ଜୟ’ ହୋଇଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…

ମେ ୯ରେ ବାରିପଦା ଗସ୍ତରେ ରାଷ୍ଟ୍ରପତି, ଏମଏସବିଡି ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ହେବେ ସାମିଲ। 

କନକ ବ୍ୟୁରୋ: ବାରିପଦା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମେ ୯ ତାରିଖରେ ରାଷ୍ଟ୍ରପତିଙ୍କର ବାରିପଦା ଗସ୍ତ କାର୍ଯ୍ୟକ୍ରମ ରହିଛି । ଏମଏସବିଡି ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସେ ସାମିଲ ହେବେ । ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ ।

୫୫୫ ଦିନ ପରେ ପୁଣିଥରେ ଆରସିବିର ମଙ୍ଗ ଧରିଲେ କୋହଲି । ପଞ୍ଜାବ ବିପକ୍ଷରେ ହାସଲ କଲେ ଅର୍ଦ୍ଧଶତକ ।

କନକ ବ୍ୟୁରୋ : ପୁଣି ଦଳର ମଙ୍ଗ ସମ୍ଭାଳିଲେ କ୍ୟାପଟେନ କୋହଲି । ଦୀର୍ଘ ୫୫୫ ଦିନ ପରେ ଆରସିବିର ଅଧିନାୟକ ଭାର ସମ୍ଭାଳିଛନ୍ତି ବିରାଟ କୋହଲି । ପଞ୍ଜାବ ବିପକ୍ଷ ମ୍ୟାଚରେ ବିରାଟଙ୍କୁ ପୁଣିଥରେ ଅଧିନାୟକ ଭାବେ ଦେଖିବାକୁ ମିଳିଛି । ଦଳର ନିୟମିତ ଅଧିନାୟକ ଡୁ-ପ୍ଲେସିସ ଇମ୍ପାକ୍ଟ ପ୍ଲେୟାର…

ଗୋଟିଏ ଟ୍ୱିଟରେ କରୁଛନ୍ତି ଟେନସନ୍ ଦୂର ।  ପ୍ରଶାସନ ପାଖରେ ମୋବାଇଲରୁ ପହଞ୍ଚାଉଛନ୍ତି ଅସହାୟଙ୍କ ସମସ୍ୟା ।

କନକ ବ୍ୟୁରୋ: ସୋସିଆଲ ମିଡ଼ିଆ ଅନେକ ଯୁବପୀଢ଼ିଙ୍କୁ ଅବାଟକୁ ନେଇଯାଉଥିବାର ଖବର ତ ପ୍ରତିଦିନ ଆପଣ ଦେଖୁଥିବେ । ହେଲେ ଦ ଟ୍ୱିଟର ମ୍ୟାନ୍ ମୁକେଶ ଦଳାଇଙ୍କ କାହାଣୀ ଜାଣିଲେ, ଆପଣ ବି ତାଙ୍କ ପ୍ରଶଂସା ନକରି ରହିପାରିବେନି । https://youtu.be/nkxVDrusKSs ବାଲେଶ୍ୱର ଭୋଗରାଇ ବ୍ଲକର +୩…

୧୨ ବର୍ଷ ଝିଅ କାନ୍ଧରେ ପୂରା ପରିବାରର ବୋଝ । ବାପା-ମାଆ ଚାଲିଗଲା ପରେ କାନ୍ଦୁଛି କାଦମଲ୍ଲି ।

କନକ ବ୍ୟୁରୋ: ଚୁଲି ଜଳୁନି କିନ୍ତୁ ଜୀବନ ଜାଳୁଛି । ଫଟା କାନ୍ଥକୁ ଆଉଜି ହତାଶା ଭିତରେ ହାତରେ ବହି ଧରିଛନ୍ତି, ଗରିବି ଓ ଅନାଥର ଟ୍ୟାଗ୍ ଲିଭାଇବାକୁ ଲୁହକୁ ଲକ୍ଷ୍ମଣରେଖାରେ ରଖି, ଦୁହେଁ ଲେଖୁଛନ୍ତି ଆଉ ପଢୁଛନ୍ତି । ଏମାନଙ୍କ ବୋଝକୁ କାନ୍ଧରେ ଉଭୟ ବାପା-ମାଆ ସାଜି ବୋହି ଚାଲିଛି ତାଙ୍କ ୧୨…