Daily Archives

January 30, 2023

ହକି ବିଶ୍ୱକପରୁ ବିଦା ପରେ କୋଚ୍ ପଦରୁ ଗ୍ରାହାମ ରିଡଙ୍କ ଇସ୍ତଫା। ଇସ୍ତଫାପତ୍ର ଗ୍ରହଣ କଲା ହକି ଇଣ୍ଡିଆ ।

କନକ ବ୍ୟୁରୋ: ହକି ବିଶ୍ୱକପରେ ଭାରତର ବିଫଳତା ପରେ ଇସ୍ତଫା ଦେଇଛନ୍ତି କୋଚ୍ ଗ୍ରାହାମ ରିଡ୍ । ନିଜର ଇସ୍ତଫା ପତ୍ର ସେ ହକି ଇଣ୍ଡିଆ ସଭାପତି ଡ. ଦିଲୀପ ତିର୍କୀଙ୍କୁ ପ୍ରଦାନ କରିଛନ୍ତି । ଓଡିଶାରେ ଖେଳାଯାଇଥିବା ବିଶ୍ୱକପରେ ଭାରତୀୟ ଦଳ କ୍ୱାଟର ଫାଇନାଲରେ ପ୍ରବେଶ କରିପାରିନଥିଲା । ରିଡଙ୍କ…

ଛଳଛଳ ଆଖିରେ ନେତାଙ୍କୁ ବିଦାୟ ଦେଲେ ଜନତା: ପଞ୍ଚଭୂତରେ ଲୀନ ହେଲେ ନବ ଦାସ

କନକ ବ୍ୟୁରୋ: ପଞ୍ଚଭୂତରେ ଲୀନହେଲା ନବ ଦାସଙ୍କ ପାର୍ଥିବ ଶରୀର । ଛଳଛଳ ଆଖିରେ ନିଜ ନେତାଙ୍କୁ ବିଦାୟ ଦେଲେ ଜନତା । ଚାରିଆଡେ ଖାଲି ଶୋକର ଛାୟା, ନବ ଦାସଙ୍କୁ ଝୁରୁଛି ଝାରସୁଗୁଡା । ନିଜ ଜନ୍ମମାଟିର ଖେରୁଆଲରେ ନବ ଦାସଙ୍କ ଅନ୍ତିମ ସଂସ୍କାର ଶେଷ ହୋଇଛି । ନବ ଦାସଙ୍କ ଶେଷଯାତ୍ରାରେ ସାମିଲ…

ମୁରଲୀ ବିଜୟ କ୍ରିକେଟକୁ କହିଲେ ବାଏ ବାଏ … ୫ ବର୍ଷ ତଳେ ଭାରତ ପାଇଁ ଖେଳିଥିଲେ ଶେଷ ମ୍ୟାଚ ।

କନକ ବ୍ୟୁରୋ: ଷ୍ଟାଇଲିସ୍ ବ୍ୟାଟର ମୁରଲୀ ବିଜୟ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି । ଆଜି ଦ୍ୱିପ୍ରହରରେ ସେ ସୋସିଆଲ ମିଡିଆରେ ଏନେଇ ପୋଷ୍ଟ କରିଥିଲେ । ଟ୍ୱିଟରେ ସେ ସମସ୍ତ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ୩୮ ବର୍ଷୀୟ ମୁରଲୀ ବିଜୟ ନିଜର ଏହି ପୋଷ୍ଟରେ ଲେଖିଛନ୍ତି ଯେ, ଆଜି…

ପାକିସ୍ତାନର ମସଜିଦରେ ଆତ୍ମଘାତୀ ବିସ୍ଫୋରଣ । ୨୦ ଜଣଙ୍କ ମୃତ୍ୟୁ, ୯୦ରୁ ଅଧିକ ଆହତ ।

କନକ ବ୍ୟୁରୋ: ପାକିସ୍ତାନ ପେଶାୱାରରେ ଥିବା ଏକ ମସଜିଦରେ ଆତ୍ମଘାତୀ ହମଲା ହୋଇଛି । ଏହି ଧମାକାରେ ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କର ମୃତ୍ୟୁ ହାଇସାରିଥିବାବେଳେ, ୯୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ତେବେ ମିଳିଥିବା ସୂଚନା ମୁତାବକ, ଏହି ଧମାକା ଏତେ ଜୋରରେ ଥିଲା ଯେ, ପୂରା ମସଜିଦ୍ ଦୋହଲି…

ତୁଟିଲା ସିଙ୍ଗିଙ୍ଗ ଷ୍ଟାର ଶ୍ରେୟା-ହ୍ୟୁମାନଙ୍କ ପାରିବାରକ କଳି: କଟକ ମହିଳା ଥାନାରେ ହେଲା ଆପୋଷ ବୁଝାମଣା

କନକ ବ୍ୟୁରୋ: ତୁଟିଲା ଓଡିଶା ସିଙ୍ଗିଙ୍ଗ ଷ୍ଟାର ହ୍ୟୁମାନ ସାଗର ଓ ପତ୍ନୀ ଶ୍ରେୟାଙ୍କ ପାରିବାରିକ ବିବାଦ । ଆପୋଷ ବୁଝାମଣା ପରେ ପ୍ରତିକ୍ରିୟା ରଖିଲେ ଉଭୟ ପକ୍ଷ । ହ୍ୟୁମାନ କହିଲେ, ଆମ ଭିତରେ ବିବାଦ ତୁଟିଲା, ଆମେ ଖୁବଶୀଘ୍ର ଏକାଠି ହେବୁ । ସେହିପରି ଶ୍ରେୟା କହିଲେ, ଛୋଟ ଭୁଲ ବୁଝାମଣା…

ବଜେଟରେ ଏମିତି ବି ହୋଇଥିଲା…. ବିବାହିତ, ଅବିବାହିତଙ୍କ ପାଇଁ ଅଲଗା ଟାକ୍ସ ସ୍ଲାବ ଘୋଷଣା କରିଥିଲେ ଅର୍ଥ…

କନକ ବ୍ୟୁରୋ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ତାରିଖରେ ସାଧାରଣ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି । ସଂସଦରେ ଅର୍ଥମନ୍ତ୍ରୀ ଆଗାମୀ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ । କରଦାତା ଆଶା କରୁଛନ୍ତି ଯେ ସରକାର ବଜେଟରେ ତାଙ୍କ ପାଇଁ କିଛି ରିହାତି ଘୋଷଣା କରିପାରନ୍ତି ।…