Daily Archives

October 22, 2022

ପାକିସ୍ତାନ ବିପକ୍ଷ ମ୍ୟାଚରେ ଚାପରେ ରୁହେ କି ଟିମ୍ ଇଣ୍ଡିଆ? ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ ପୂର୍ବରୁ ବଡ ବୟାନ ଦେଲେ…

କନକ ବ୍ୟୁରୋ : ସୁପର ସଣ୍ଡେରେ ବିଶ୍ୱ ଦେଖିବ ସୁପର ସୋ’ । ମୁହାଁମୁହିଁ ଦୁଇ ଚିର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ । ଏହି ହାଇଭୋଲଟେଜ ମ୍ୟାଚ୍ ଉପରେ ପୂରା ବିଶ୍ୱ କ୍ରିକେଟପ୍ରେମୀଙ୍କ ନଜର ରହିଛି । କିଏ ବିଜୟୀ ହେବ ଓ କିଏ ପରାଜୟ ସହ ଅଭିଯାନ ଆରମ୍ଭ କରିବ ତାହାକୁ ନେଇ ଆରମ୍ଭ…

ଅରୁଣାଚଳ ପ୍ରଦେଶରେ ହେଲିକପ୍ଟର ଦୁର୍ଘଟଣା, ଶେଷ ଯବାନଙ୍କ ଶବ ଉଦ୍ଧାର। 

କନକ ବ୍ୟୁରୋ: ଅରୁଣାଚଳ ପ୍ରଦେଶରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ଘଟଣାରେ ଅନ୍ତିମ ଶବ ଉଦ୍ଧାର କରାଯାଇଛି । ଏହି ଶବ ସହ ମୃତକଙ୍କ ସଂଖ୍ୟା ୫ରେ ପହଞ୍ଚିଛି । ପ୍ରତିରକ୍ଷା ମନ୍ତ୍ରାଳୟର ପ୍ରବକ୍ତା ଲେଫ୍ଟନାଣ୍ଟ କର୍ଣ୍ଣେଲ ଏଏସ ବାଲିଆ ଏନେଇ ସୂଚନା ଦେଇ କହିଛନ୍ତି, ହେଲିକପ୍ଟର…

ଧରା ପଡିଲେ ଏମବିଏମ ପଢୁଥିବା ଲେଡି ଲୁଟେରା: ହଷ୍ଟେଲ ସାଥିଙ୍କ ଲାପଟପ୍, ଫୋନ ଚୋରୀ କରି ଗିରଫ ହେଲେ ଯୁବତୀ

କନକ ବ୍ୟୁରୋ: ଗିରଫ ହେଲେ ଏମବିଏ ଲୁଟେରା । ଏମବିଏମ ପଢୁଥିବା ଯୁବତୀଙ୍କୁ ଲାପଟପ, ଫୋନ୍ ଆଦି ଚୋରି କରିବା ଅଭିଯୋଗରେ ଗିରଫ କରିଛି ଇନଫୋସିଟି ଥାନା ପୋଲିସ । ଗିରଫ ଯୁବତୀ ଜଣଙ୍କ ନିଜ ହଷ୍ଟେଲ ସହଯୋଗୀଙ୍କ ଦାମି ଫୋନ୍, ଲାପଟପ୍ ଆଦି ଚୋରି କରି ଚାଲାଣ କରୁଥିଲେ । ବାହାର ରାଜ୍ୟକୁ ଚାଲାଣ…

ପୁରୁଣା ଆଇନକାନୁନ ଶୀଘ୍ର ଶେଷ କରିବେ କେନ୍ଦ୍ର ସରକାର, ରିଜିଜୁ କହିଲେ, ସାଧାରଣ ଲୋକଙ୍କର ଶାନ୍ତିପୂର୍ଣ୍ଣ ଭାବେ…

କନକ ବ୍ୟୁରୋ: କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ଶନିବାର କହିଛନ୍ତି, ପୁରୁଣା ନିୟମ ସାଧାରଣ ଲୋକଙ୍କ ଜୀବନଯାପନରେ ଅବରୋଧ ଉତ୍ପନ୍ନ କରୁଛି । ଆମେ ଲୋକଙ୍କ ଭାର କମ କରିବା ପାଇଁ ଚାହୁଁଛୁ । ପ୍ରଧାନମନ୍ତ୍ରୀ ମୋଦୀ ଚାହୁଁଛନ୍ତି ସାଧାରଣ ଲୋକେ ଶାନ୍ତିପୂର୍ଣ୍ଣ ଜୀବନଯାପନ କରନ୍ତୁ ।…

ମନି ଲଣ୍ଡ୍ରିଂ ମାମଲା : ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜଙ୍କୁ ଆଶ୍ୱସ୍ତି

କନକ ବ୍ୟୁରୋ : ମୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଟଙ୍କା ହେରଫେର ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କୁ କୋର୍ଟ ତରଫରୁ ଆଶ୍ୱସ୍ତି ମିଳିଛି । ଏହି ମାମଲାରେ ଆଜି ଦିଲ୍ଲୀ ପଟିଆଲା କୋର୍ଟରେ ଶୁଣାଣିଥିଲା । ହେଲେ ଇଡି ତରଫରୁ ସମ୍ପୂର୍ଣ୍ଣ ଦସ୍ତାବିଜ ଦାଖଲ କରାନଯାଇ ପାରିବାରୁ କୋର୍ଟ…

ଝାଡଖଣ୍ଡରେ ସଫ୍ଟୱେର ଇଞ୍ଜିନିୟରଙ୍କ ସହ ଗଣଦୁଷ୍କର୍ମ। ତଦନ୍ତ ଆରମ୍ଭ କଲା ପୋଲିସ …

କନକ ବ୍ୟୁରୋ: ଝାଡଖଣ୍ଡରେ ପୁଣିଥିରେ ବର୍ବରତାର ଚିତ୍ର ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବତୀଙ୍କୁ ୧୦ ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଝାଡଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର ଚାଇଁବାସା ବିମାନ ବନ୍ଦର ନିକଟରେ ଏହି ଘଟଣା ଘଟିଛି । ଗୁରୁବାର ସନ୍ଧ୍ୟାରେ ଜଣେ ସଫ୍ଟୱେର ଇଞ୍ଜିନିୟର…