Daily Archives

October 6, 2022

ସ୍ତ୍ରୀ ଓ ଶିଶୁଙ୍କ ଭରଣ ପୋଷଣ ନେଇ ସୁପ୍ରିମକୋର୍ଟଙ୍କ ବଡ଼ରାୟ : ସକ୍ଷମ ସ୍ୱାମୀ ଯେକୌଣସି ପରିସ୍ଥିତିରେ ମଧ୍ୟ ପରିବାର…

କନକ ବ୍ୟୁରୋ : ସ୍ତ୍ରୀ ଓ ଶିଶୁଙ୍କ ଭରଣପୋଷଣ କରିବାକୁ ସ୍ୱାମୀ ବାଧ୍ୟ । ସୁପ୍ରିମକୋର୍ଟଙ୍କ ଏହି ବଡ଼ ରାୟ ଏବେ ଚର୍ଚ୍ଚାର ପରିସରକୁ ଆସିଛି । ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ସ୍ତ୍ରୀ ଓ ପିଲାଙ୍କ ଭରଣପୋଷଣ କରିବା ପାଇଁ ସ୍ୱାମୀଙ୍କୁ ଶାରିରୀକ ପରିଶ୍ରମ କରିବା ପାଇଁ ପଡିଲେ…

୩୦ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକ ଘୋଷଣା କଲା ବିଜୁ ଜନତା ଦଳ । ଜାଣନ୍ତୁ, କେଉଁ ନେତାଙ୍କୁ ମିଳିଲା କେଉଁ ଜିଲ୍ଲାର…

କନକ ବ୍ୟୁରୋ: ୩୦ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛି ବିଜୁ ଜନତା ଦଳ । ଦଳ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ବିଜେଡି ନେତାଙ୍କୁ ଭିନ୍ନ ଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । କିଛି ନେତାଙ୍କୁ ଦୁଇଟି ଜିଲ୍ଲାର ଦାୟିତ୍ୱ ଦିଆଯାଇଥିବାବେଳେ, ଆଉ…

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍କାନରରେ ଭାରତରେ ପ୍ରସ୍ତୁତ କଫ୍ ସିରଫ୍ : ୪ଟି କଫ୍ ସିରଫର ଆରମ୍ଭ ହେଲା ତଦନ୍ତ

କନକ ବ୍ୟୁରୋ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍କାନରରେ ଭାରତରେ ପ୍ରସ୍ତୁତ କଫ୍ ସିରଫ୍ । ମୈଡେନ୍ ଫାର୍ମାସିଟ୍ୟୁକାଲ ସିରଫ ଗୁଡ଼ିକ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛି ଡବ୍ଲୁଏଚଓ । ଭାରତୀୟ ଡ୍ରଗସ୍ କଂଟ୍ରୋଲ ଜେନେରାଲ ତରଫରୁ ୪ଟି କଫ୍ ସିରଫର ତଦନ୍ତ ଆରମ୍ଭ ହୋଇଛି । ଆଫ୍ରିକୀୟ ଦେଶ…

ନିଆରା ଢଙ୍ଗରେ ଭସାଣୀ : ଡଙ୍ଗାରେ ମାଆଙ୍କୁ ଦିଆଯାଇଛି ମେଲାଣି ; ରାଜନଗରରେ ବର୍ଷବର୍ଷ ଧରି ଚାଲି ଆସୁଛି ପରମ୍ପରା 

କନକ ବ୍ୟୁରୋ : ଡଙ୍ଗାରେ ଦିଆଯାଇଛି ମାଆଙ୍କୁ ମେଲାଣି । ଏକ ନିଆରା ଢଙ୍ଗରେ ମାଆଙ୍କ ଭସାଣୀ ହୋଇଛି । କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ମାଆ ଦୁର୍ଗାଙ୍କ ପୂଜା ଶେଷ ହେବା ପରେ ପରେ ମାଆଙ୍କ ଆଜି ଭସାଣୀ ହୋଇଛି । ରାଜନଗରରେ ଶ୍ରଦ୍ଧାଳୁ ମାନେ ଏକାଠି ହୋଇ…

ରାଷ୍ଟ୍ରପତିଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ ନେତା ଉଦିତ ରାଜଙ୍କ ବିବାଦୀୟ ଟ୍ୱିଟ : ନୋଟିସ ଜାରି କଲେ ଜାତୀୟ ମହିଳା…

କନକ ବ୍ୟୁରୋ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଆପତିଜନକ ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ନେତା ଉଦିତ ରାଜ । ନିକଟରେ ରାଷ୍ଟ୍ରପତି ଗୁଜରାଟ ଗସ୍ତରେ ଯାଇ ସାବରମତୀ ଆଶ୍ରମ ଯିବା ପରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ଗୁଜରାଟରେ ଦେଶର ୭୬ପ୍ରତିଶତ ଲୁଣ ପ୍ରସ୍ତୁତ କରାଯାଏ । ଏହା…

‘ଗୁଜରାଟର ଲୁଣ’ ବୟାନକୁ ନେଇ ତେଜିଲା ରାଜନୀତି । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ନେତାଙ୍କ ଟୁଇଟ୍ ପରେ, ପାଲଟା…

କନକ ବ୍ୟୁରୋ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ‘ଲୁଣ’ ବୟାନକୁ ନେଇ ଏବେ ତେଜିଛି ରାଜନୀତି । କଂଗ୍ରେସ ନେତା ଉଦିତ ରାଜ ରାଷ୍ଟ୍ରପତିଙ୍କ ବୟାନକୁ ନେଇ ଟୁଇଟ୍ କରିବା ପରେ ବିଜେପି ଏହାର ପାଲଟା ଆକ୍ରମଣ କରିଛି । ସିଧାସଳଖ କଂଗ୍ରେସ ଉପରେ ବର୍ଷିବା ସହିତ ବିଜେପି ମୁଖପାତ୍ର ସମ୍ବିତ ପାତ୍ର…