Daily Archives

October 2, 2022

ଦୁଇବର୍ଷ ପରେ ପାଳିତ ହେବାକୁ ଯାଉଛି କଳାହାଣ୍ଡିର ପ୍ରସିଦ୍ଧ ଛତର ଯାତ୍ରା । ସଚେତନତା ପରେ ମଧ୍ୟ ମା’ଙ୍କ ପାଖରେ ପଡ଼ିବ…

କନକ ବ୍ୟୁରୋ: ଆସନ୍ତାକାଲିଠାରୁ ଧୁମଧାମର ପାଳିତ ହେବାକୁ ଯାଉଛି ପ୍ରସିଦ୍ଧ ଛତର ଯାତ୍ରା । କରୋନା କଟକଣା କମିଥିବାରୁ ଏଥର ୩୦ହଜାରରୁ ଅଧିକ ଭକ୍ତ ସମାଗମ ହେବାର ସମ୍ଭାବନା ରହିଛି ।  ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଛି । ସହରର ଟ୍ରାଫିକ ବ୍ୟବସ୍ଥାଠାରୁ ଆରମ୍ଭ…

ସ୍ତ୍ରୀଙ୍କ ମାନସିକ ପୂରଣ ପାଇଁ ଓଡ଼ିଶାରେ ପୂଜାର୍ଚ୍ଚନା କଲେ ଛତିଶଗଡ଼ ମନ୍ତ୍ରୀ ଲଖମା କବାସ। ଝରିଆଗୁଡ଼ା ଗାଁରେ ମାଆ…

କନକ ବ୍ୟୁରୋ: ଓଡ଼ିଶାରେ ପୂଜା କଲେ ଛତିଶଗଡ଼ ମନ୍ତ୍ରୀ । ଛତିଶଗଡ଼ ମନ୍ତ୍ରୀ ଲକ୍ଷମା କବାସୀ ଝରିଆଗୁଡ଼ା ଗାଁରେ ମାଆ ଦାନ୍ତେଶ୍ୱରୀଙ୍କ ନିକଟରେ ପୂଜାର୍ଚ୍ଚନା କରିଛନ୍ତି । ସ୍ତ୍ରୀଙ୍କର ମାନସିକ ଥିବାରୁ ସେ ଏଠାରେ ଆସି ପୂଜା କରିଛନ୍ତି । ଆଦିବାସୀଙ୍କ ପ୍ରକୃତି ଦେବୀଙ୍କୁ ଓଡ଼ିଶା ସରକାର ଅବହେଳା…

ପାର୍ବଣ ପାଇଁ ଉତ୍ସବମୁଖର ସାରା ରାଜ୍ୟ। କୃଷ୍ଣପ୍ରସାଦରାଜାଙ୍କ ଉଆସରେ ରୀତିନୀତିରେ ଚାଲିଛି ପୂଜାର୍ଚ୍ଚନା। 

କନକ ବ୍ୟୁରୋ: ପାରିକୁଦ ଗଡ ରାଜାଙ୍କ ନଅରରେ ପାଳିତ ହୋଇଛି ମହାଷ୍ଟମୀ ପୂଜା ।  ପାରିକୁଦ ରାଜାଙ୍କ ଉଆଁସରେ ଭିନ୍ନ ଏକ ପୂଜାର୍ଚ୍ଚନା ଦେଖିବାକୁ ମିଳିଛି । ପ୍ରଥମେ ରାଜାଙ୍କ ସେବକମାନେ ତୁରୀଳ ମହୁରୀ, ଢୋଲ ଆଦି ପାଟପଟୁଆରରେ ପାରିକୁଦ ରାଜା ସାହେବ ସନ୍ତୋଷ ଚନ୍ଦ୍ର ଦେଓଙ୍କୁ ପାଛୋଟି ଆଣି ରାଜ…

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ । ଶିଖର ଧାୱନଙ୍କୁ ଅଧିନାୟକ ଦାୟିତ୍ୱ ।…

କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ବିରୋଧରେ ଏବେ ଟିମ୍ ଇଣ୍ଡିଆ ଟି-୨୦ ସିରିଜ୍ ଖେଳୁଛି । ଏହାପରେ ଦଳ ଦକ୍ଷିଣ ଆଫ୍ରିକା ସହିତ ଦିନିକିଆ ସିରିଜ୍ ଖେଳିବ । ଏଥିପାଇଁ ବିସିସିଆଇ ଆଜି ଦଳ ଘୋଷଣା କରିଛି । ଟି-୨୦ ବିଶ୍ୱକପ୍ ପୂର୍ବରୁ ହେଉଥିବା ଏହି ସିରିଜରେ ଶିଖର ଧାୱନଙ୍କୁ ଅଧିନାୟକ ଦାୟିତ୍ୱ…

ଧରାପୃଷ୍ଠକୁ ଅବତରଣ କଲେ ମାଆ। ରାଜ୍ୟର ବିଭିନ୍ନ ସ୍ଥାନରେ ଜମୁଛି ପୂଜା।

କନକ ବ୍ୟୁରୋ: ବର୍ଷକ ପରେ ପୁଣିଥରେ ଧରାପୃଷ୍ଠରେ ଅବତରଣ କରିଛନ୍ତି ମା’ ଦୁର୍ଗା । ଝାରସୁଗୁଡା ସହରରେ ଶାରଦୀୟ ଦୁର୍ଗା ପୂଜାର ମାହୋଲ ଆରମ୍ଭ ହୋଇଯାଇଛି । ଦୁଇବର୍ଷ ପରେ ଝାରସୁଗୁଡା ସହରରେ ଧୁମ୍ଧାମରେ ପାଳିତ ହେଉଛି ମା’ଙ୍କ ପୂଜା । ଏଥିପାଇଁ ଝାରସୁଗୁଡା ସହରରେ ବିଭିନ୍ନ ରଙ୍ଗୀନ ତୋରଣମାନ…

‘ବନ୍ଦେମାତରମ୍’ ସରକାରୀ ଅଭିବାଦନର ନୂଆ ରୂପ। ମହାରାଷ୍ଟ୍ର ସରକାର ଜାରି କଲେ ନୂଆ ସର୍କୁଲାର।

କନକ ବ୍ୟୁରୋ: ମହାରାଷ୍ଟ୍ର ରାଜ୍ୟ ସରକାରର କର୍ମଚାରୀ ଲୋକଙ୍କୁ ସମ୍ବୋଧନ ବେଳେ ବର୍ତ୍ତମାନ ହ୍ୟାଲୋ ବଦଳରେ ବନ୍ଦେ ମାତରମ କହିବେ । ଫୋନରେ ହେଉ କିମ୍ବା ସାଧାରଣ ସଭାରେ ହେଉ କୌଣସି ବି ସ୍ଥାନରେ ଏହି ଶବ୍ଦର ବ୍ୟବହାର କରିବେ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି…